ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦୁବାଇରେ ଉପସାଗରୀୟ ସହଯୋଗ ପରିଷଦ (ଜିସିସି ) ଦେଶମାନଙ୍କର ଉଦ୍ୟୋଗପତିଙ୍କ ସହ ଏକ ବୈଠକରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ୟୋଗପତିଙ୍କ ସହ ନୂଆ ଭାରତର ଭବ୍ୟଦୃଷ୍ଟିକୁ ସେୟାର କଲେ ଏବଂ ଭାରତରେ ବ୍ୟାପାର କରିବାରେ ସହଜ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଜିସିସିର ଉଦ୍ୟୋଗପତିଙ୍କ ସହ ଭାରତରେ ଆର୍ଥିକ ଅବସର ଏବଂ ଗତ ସାଢ଼େ 3 ବର୍ଷରେ କରାଯାଇଥିବା ସୁଧାର ବିଷୟରେ ଚର୍ଚ୍ଚା କଲେ
— PMO India (@PMOIndia) February 11, 2018
PM @narendramodi met business leaders from Gulf Cooperation Council countries. He spoke at length about the economic opportunities in India and the series of reforms undertaken in the last 3.5 years. pic.twitter.com/Ne5qdHzafD