ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ଜନତା ଦଳ-ନେପାଳର ଏକ ପ୍ରତିନିଧିମଣ୍ଡଳଙ୍କୁ ସାକ୍ଷାତ କରିଛନ୍ତି ,ଯାହାର ନେତୃତ୍ୱ ଶ୍ରୀ ମହାନ୍ତ ଠାକୁର ନେଇଛନ୍ତି । ଶ୍ରୀ ମୋଦୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶ୍ରୀ ଉପେନ୍ଦ୍ର ଯାଦବଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।
PM @narendramodi met a delegation of the Rastriya Janata Party - Nepal, which was led by Mr. Mahanta Thakur. Their discussions were fruitful and extensive. pic.twitter.com/q96HEsPnAV
— PMO India (@PMOIndia) May 12, 2018
Former Foreign Affairs Minister of Nepal Mr. Upendra Yadav met PM @narendramodi. pic.twitter.com/TnNVNsGT5I
— PMO India (@PMOIndia) May 12, 2018