QuotePM Narendra Modi dedicates multiple development projects in Jharkhand
QuoteDevelopment projects in Jharkhand will add to the state’s strength, empower poor and tribal communities: PM
QuoteThe poor in India wish to lead a life of dignity, and seek opportunities to prove themselves: PM Modi
Quote‘Imandari Ka Yug’ has started in India; youth wants to move ahead with honesty: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡଖଣ୍ଡର ସାହେବଗଞ୍ଜଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । 

|

ପ୍ରଥମ ଚରଣରେ ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀ ଉପରେ ଚାରି ଲେନ ବିଶିଷ୍ଟ ଏକ ସେତୁ ଓ ବହୁମୂଖୀ ଟର୍ମିନାଲର ଆଧାରଶିଳା ରଖିଥିଲେ । ବାରଣାସୀରୁ ହଳଦିଆ ମଧ୍ୟରେ ଜାତୀୟ ଜଳପଥ-1ର ଏକ ପ୍ରମୁଖ ଅଂଶ ହେଉଛି ଏହି ବହୁମୂଖୀ ନଦୀ ଟର୍ମିନାଲ । 

|

ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥର ଗୋବିନ୍ଦପୁର-ଜାମତରା-ଦୁମକା-ସାହେବଗଞ୍ଜ ସେକ୍ସନରେ 311 କିଲୋମିଟର ସଡକର ଉଦ୍ଘାଟନ କରିଥିଲେ । ସେହିପରି ସାହେବଗଞ୍ଜ ଜିଲ୍ଲା କୋର୍ଟ ଏବଂ ସଦର ମହକୁମା ହସ୍ପିଟାଲ ପରିସରରେ ସୌରଶକ୍ତି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ ।

|

ପ୍ରଧାନମନ୍ତ୍ରୀ ଏହି ଅବସରରେ ପାହାଡିଆ ସ୍ଵତନ୍ତ୍ର ଇଣ୍ଡିଆ ରିଜର୍ଭ ବାଟାଲିଅନର ନବ ନିଯୁକ୍ତ କନଷ୍ଟେବଲମାନଙ୍କୁ ଔପଚାରିକ ଭାବେ ନିଯୁକ୍ତି ପତ୍ର ପ୍ରଦାନ ସହ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କୁ ସ୍ମାର୍ଟଫୋନ ଆବଣ୍ଟନ କରିଥିଲେ ।
ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହିସବୁ ଉନ୍ନୟନ ପ୍ରକଳ୍ପ ସାନ୍ତାଳ ପ୍ରଗଣା ଅଞ୍ଚଳ ପାଇଁ ଉପକାରସିଦ୍ଧ ହେବ ଏବଂ ଏଠାକାର ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣରେ ସହାୟକ ହେବ । ସେ କହିଥିଲେ ଯେ, ଦେଶର ଗରିବ ଶ୍ରେଣୀର ଲୋକେ ଏକ ମର୍ଯ୍ୟଦାପୂର୍ଣ୍ଣ ଜୀବନ ବଞ୍ଚିବାକୁ ଚାହାନ୍ତି ଏବଂ ନିଜର ସାମର୍ଥ୍ୟ ପ୍ରଦର୍ଶନ ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି । ଏଣୁ ସେ ଗରିବମାନଙ୍କ ଦକ୍ଷତା ଓ ପରିଶ୍ରମ ଉପରେ ପୂର୍ଣ୍ଣ ଆସ୍ଥା ରଖିଛନ୍ତି ।  

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ଏକ ସଚ୍ଚୋଟତାର ଯୁଗ ଆରମ୍ଭ ହୋଇଛି । ଗରିବମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ ଲାଗି ସେ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ସେଥିଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India’s ‘Thumbs Up’ for the Jan Man Survey on 11 Years of Modi Government

Media Coverage

India’s ‘Thumbs Up’ for the Jan Man Survey on 11 Years of Modi Government
NM on the go

Nm on the go

Always be the first to hear from the PM. Get the App Now!
...
PM Modi to visit Republic of Cyprus, Canada and Croatia from 15th to 19th June
June 14, 2025

​At the invitation of the President of the Republic of Cyprus, H.E. Mr. Nikos Christodoulides, Prime Minister Shri Narendra Modi will pay an official visit to Cyprus on 15-16 June, 2025. This will be the first visit of an Indian Prime Minister to Cyprus in over two decades. While in Nicosia, Prime Minister will hold talks with President Christodoulides and address business leaders in Limassol. The visit will reaffirm the shared commitment of the two countries to deepen bilateral ties and strengthen India’s engagement with the Mediterranean region and the European Union.

In the second leg of his visit, at the invitation of the Prime Minister of Canada, H.E. Mr. Mark Carney, Prime Minister will travel to Kananaskis in Canada on June 16-17 to participate in the G-7 Summit. This would be Prime Minister’s 6th consecutive participation in the G-7 Summit. At the Summit, Prime Minister will exchange views with leaders of G-7 countries, other invited outreach countries and Heads of International Organisations on crucial global issues, including energy security, technology and innovation, particularly the AI-energy nexus and Quantum-related issues. Prime Minister will also hold several bilateral meetings on the side-lines of the Summit.

In the final leg of his tour, at the invitation of the Prime Minister of the Republic of Croatia, H.E. Mr. Andrej Plenković, Prime Minister will undertake an official visit to Croatia on 18 June 2025. This will be the first ever visit by an Indian Prime Minister to Croatia, marking an important milestone in the bilateral relationship. Prime Minister will hold bilateral discussions with Prime Minister Plenković and meet the President of Croatia, H.E. Mr. Zoran Milanović. The visit to Croatia will also underscore India's commitment to further strengthening its engagement with partners in the European Union.