QuotePM Modi launches #Saubhagya, an initiative aimed at providing power to all homes
Quote#Saubhagya Yojana will provide power connections to all the estimated 4 crore households which currently did not have a power connection
QuoteCoal shortages have become a thing of the past, and capacity addition in power generation has exceeded targets: PM
QuotePM outlines his vision of an increase in renewable power installed capacity, towards the target of 175 GW by 2022
QuoteUDAY scheme has brought down losses of power distribution companies: PM Modi
QuoteNew India requires an energy framework that works on the principle of equity, efficiency and sustainability: PM Modi
QuoteChange in work culture in the Union Government is strengthening the energy sector: PM Modi

ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ.ସିଂହ ମହାଶୟ, ଶକ୍ତି ସଚିବ ଶ୍ରୀ ଅଜୟ କେ. ଭଲ୍ଲା ମହାଶୟ, ପେଟ୍ରୋଲିୟମ ସଚିବ ଶ୍ରୀ କପିଲ ଦେବ ତ୍ରିପାଠୀ ମହାଶୟ, ଓଏନଜିସିର ସିଏମଡି ଶ୍ରୀ ଡି.କେ.ସରାଫ ମହାଶୟ ଓ ଏଠି ଉପସ୍ଥିତ ଅନ୍ୟ ମହାନୁଭବ, ଆଜି ଏକ ସଙ୍ଗେ 3ଟି ପବିତ୍ର ଅବସରର ତ୍ରିବେଣୀ ସଂଯୋଗ ପାଲଟିଛି । ଆଜି ନବରାତ୍ରର ପଞ୍ଚମ ଦିନ ଓ ଏହି ଦିନ ସ୍କନ୍ଦମାତାଙ୍କ ପୂଜା ମଧ୍ୟ କରାଯାଏ । ସ୍କନ୍ଦମାତାଙ୍କୁ ସୌରମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ବୋଲି ବିବେଚନା କରାଯାଏ । ସ୍କନ୍ଦମାତାଙ୍କ ଆଶୀର୍ବାଦରେ ନବରାତ୍ରର ଏହି ଦିନଗୁଡ଼ିକରେ ଦେଶର ମହିଳାଙ୍କ ସୁରକ୍ଷା ଓ ସେମାନଙ୍କର ଜୀବନ ସହ ଜଡ଼ିତ ଏକ ବହୁତ ମହତ୍ୱପୂର୍ଣ୍ଣ ଯୋଜନାର ଆଜି ଶୁଭାରମ୍ଭ ହେବାକୁ ଯାଉଛି ।

|

ଆଜି ହିଁ ଶ୍ରଦ୍ଧେୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମହାଶୟଙ୍କ ଜନ୍ମଦିନ । ଆଉ ଆଜି ହିଁ ଦେଶକୁ ଦୀନ ଦୟାଲ ଉର୍ଜା ଭବନ ମଧ୍ୟ ମିଳିଛି । ପରିବେଶ ଅନୁକୂଳ ଓ ବିଦ୍ୟୁତର କମ୍ ଖର୍ଚ୍ଚ ବିଶିଷ୍ଟ ଏହି ସବୁଜ କୋଠାର ଲୋକାର୍ପଣ କରି ମୋର ଅତ୍ୟନ୍ତ ସୁଖଦ ଅନୁଭୂତି ହେଉଛି । ମୋତେ କୁହାଯାଇଛି ଯେ ଏବେ ଓଏନଜିସିର ହଜାର ହଜାର କର୍ମଚାରୀ ସ୍ୱତନ୍ତ୍ର ଭାବେ ଭିଡ଼ିଓ ଲିଙ୍କ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହ ସଂଯୋଜିତ ହୋଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଏହି ଭବ୍ୟ ଭବନ ପାଇଁ ଅଭିନନ୍ଦନ ଜଣାଉଛି, ଶୁଭକାମନା ଜଣାଉଛି ।

|

ଆଜି ଏକପ୍ରକାରେ ଦେଖିଲେ ଏଠି ଆଧ୍ୟାତ୍ମ, ଆସ୍ଥା ଓ ଆଧୁନିକ ଜ୍ଞାନକୌଶଳ - ତିନିଟି ହିଁ କ୍ଷେତ୍ର ଶକ୍ତିରେ ଚମକୁଛି, ଆଲୋକିତ କରୁଛି ।

ଭାଇ ଓ ଭଉଣୀମାନେ, ଗତବର୍ଷ ଆଜିର ଦିନରେ ଗରିବଙ୍କ କଲ୍ୟାଣ ବର୍ଷର ଆରମ୍ଭ ହୋଇଥିଲା । ସରକାର ସ୍ଥିର କରିଥିଲେ କି ବର୍ଷକ ପର୍ଯ୍ୟନ୍ତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମହାଶୟଙ୍କ ଜନ୍ମ ଶତ ବାର୍ଷିକୀକୁ ଗରିବ କଲ୍ୟାଣ ବର୍ଷ ଭାବେ ପାଳନ କରାଯିବ । ଆଜି ବର୍ଷ ହିସାବରେ ଯଦିଓ ଏହାର ସମାପନ ହେଉଛି କିନ୍ତୁ ଗରିବ କଲ୍ୟାଣ ଏହି ସରକାରର ପରିଚୟ ସହ ଜଡ଼ିତ ହୋଇଛି ।

ଜନଧନ ଯୋଜନାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ ଅଭିଯାନ ପର୍ଯ୍ୟନ୍ତ, ଉଜ୍ୱଳାରୁ ଆରମ୍ଭ କରି ମୁଦ୍ରା ଯୋଜନା ପର୍ଯ୍ୟନ୍ତ, ଷ୍ଟାର୍ଟଅପରୁ ଆରମ୍ଭ କରି ଷ୍ଟାଣ୍ଡଅପ୍ ଇଣ୍ଡିଆ ପର୍ଯ୍ୟନ୍ତ, ଉଜାଲାରୁ ଆରମ୍ଭ କରି ଉଡାଣ ପର୍ଯ୍ୟନ୍ତ ଆପଣଙ୍କୁ କେବଳ ଗରିବଙ୍କ କଲ୍ୟାଣ ହିଁ ଦେଖାଯିବ ।

କେହି ଚିନ୍ତା କରିନଥିଲେ କି କେବେ ଏଭଳି ସରକାର ମଧ୍ୟ ଆସିବ ଯିଏ 30କୋଟି ଗରିବଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିବ । କେହି ଭାବିନଥିଲେ କି କେବେ ଏଭଳି ସରକାର ଆସିବ ଯିଏ ମାସକୁ ଏକ ଟଙ୍କା ଓ 90 ପଇସା ପ୍ରତିଦିନ ପ୍ରିମିୟମରେ ବର୍ଷକୁ 15କୋଟି ଗରିବ ଲୋକଙ୍କୁ ବୀମା ଉପଲବ୍ଧ କରାଇବ । କେହି ଭାବିନଥିବେ କି ଏଭଳି ସରକାର ଆସିବ ଯିଏ ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ 9 କୋଟି ଏକାଉଣ୍ଟଧାରୀଙ୍କୁ ସାଢ଼େ 3ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଋଣ ଦେବ । କେହି ଭାବିନଥିବେ କି ଏଭଳି ସରକାର ଆସିବ ଯିଏ ଏ ସମ୍ପର୍କରେ ଚିନ୍ତା କରିବ କି ମହିଳାଙ୍କୁ କିଭଳି ରୋଷେଇରେ ଧୂଆଁରୁ ମୁକ୍ତି ମିଳିବ । କେହି ଚିନ୍ତା କରିନଥିବେ ଏଭଳି ସରକାର ଆସିବ ଯିଏ ଏ ସମ୍ପର୍କରେ ଭାବିବ କି ହାୱାଇ ଚପଲ ପିନ୍ଧୁଥିବା ଲୋକ ବି ଉଡାଜାହାଜରେ ଉଡ଼ିପାରିବ । କେହି ଭାବିନଥିବେ କି କେବେ ଏଭଳି ସରକାର ଆସିବ ଯିଏ ଷ୍ଟେଣ୍ଟର ମୂଲ୍ୟ ହ୍ରାସ କରିଦେବ, ଆଣ୍ଠୁ ପ୍ରତିରୋପଣର ମୂଲ୍ୟ ବି ଗରିବ ଓ ମଧ୍ୟମ ବର୍ଗଙ୍କୁ ସୁହାଇବା ଭଳି ହୋଇଯିବ ।

|

ଗରିବଙ୍କ ସ୍ୱପ୍ନ ହେଉଛି ମୋ’ ସରକାର ସ୍ୱପ୍ନ ଏବଂ ଗରିବଙ୍କ କଷ୍ଟ, ତା’ର ଦୈନନ୍ଦିନ ଜୀବନରେ ଆସୁଥିବା ସମସ୍ୟାକୁ ହ୍ରାସ କରିବା ମୋ’ ସରକାରର ସବୁଠାରୁ ବଡ଼ ଦାୟିତ୍ୱ । ଆଜି ଏହି କ୍ରମରେ ଦେଶର କୋଟି କୋଟି ଗରିବ ପରିବାର ସହ ଜଡ଼ିତ, ଗରିବ ମହିଳାଙ୍କ ସହ ଜଡ଼ିତ, ଏକ ବହୁତ ବଡ଼, ବହୁତ ମହତ୍ୱପୂର୍ଣ୍ଣ ଓ ଅତ୍ୟନ୍ତ ଆବଶ୍ୟକ ଯୋଜନାର ଶୁଭାରମ୍ଭ କରାଯାଉଛି ।

ଭାଇ ଓ ଭଉଣୀମାନେ ଏହି ଯୋଜନାର ନାଁ ପ୍ରଧାନମନ୍ତ୍ରୀ ସହଜ ବିଜୁଳି ପ୍ରତି ଘର ଯୋଜନା ଅର୍ଥାତ ସୌଭାଗ୍ୟ ।

ବନ୍ଧୁଗଣ, ସ୍ୱାଧୀନତାର 70ବର୍ଷ ପରେ ବି ଆମ ଦେଶରେ 4କୋଟିରୁ ଉର୍ଦ୍ଧ୍ଵ ଘର ଏଭଳି ରହିଛି ଯେଉଁଠି ବିଦ୍ୟୁତ ସଂଯୋଗ ନାହିଁ । ଆପଣ ଚିନ୍ତା କରନ୍ତୁ, ଚାରିକୋଟି ଘରେ ରହୁଥିବା ଲୋକଙ୍କ ଜୀବନ କେମିତି ହୋଇଥିବ । ଆପଣ କଳ୍ପନା କରନ୍ତୁ କି ଆପଣଙ୍କ ଜୀବନରୁ ଏବେ ବିଜୁଳି ଚାଲିଗଲେ ଆପଣଙ୍କ ଜୀବନ କେମିତି ହୋଇଯିବ ।

|

ବନ୍ଧୁଗଣ, 125ବର୍ଷରୁ ଅଧିକ ବର୍ଷ ବିତିଗଲାଣି । ଯେତେବେଳେ ମହାନ ବୈଜ୍ଞାନିକ ଥମାସ୍ ଆଲ୍ଭା ଏଡିସନ୍ ବଲ୍ବ ଆବିଷ୍କାର କରିଥିଲେ । ବିଶ୍ୱକୁ ନିଜର ଆବିଷ୍କାର ଦେଖାଇ ଏଡିସନ୍ କହିଥିଲେ- ଆମେ ବିଜୁଳିକୁ ଏତେ ଶସ୍ତା କରିଦେବା ଯେ କେବଳ ଧନୀ ଲୋକମାନେ ମହମବତୀ ଜାଳିବେ । ଆମ ସମସ୍ତଙ୍କ ପାଇଁ ଏହା ଦୁଃଖଦ ଓ ଅବଶୋଷଜନକ କଥା ଯେ ଆଜିପର୍ଯ୍ୟନ୍ତ ଦେଶର ଚାରି କୋଟି ଘରେ ବଲ୍ବ ତ ଦୂରର କଥା ବିଜୁଳି ଟିକେ ପହଚିଂ ପାରିନାହିଁ । ଏସବୁ ଘରେ ଆଜି ବି ମହମବତୀ ଜଳୁଛି । ଡିବିରି ଜଳୁଛି, ଲଣ୍ଠନ ଜଳୁଛି । ଏହି କୋଟି କୋଟି ଗରିବ ପରିବାରରେ ଆଜି ବି ସନ୍ଧ୍ୟା ପରେ ପିଲାଙ୍କ ପଢ଼ିବାରେ ସମସ୍ୟା ହେଉଛି । ପଢ଼ୁଛନ୍ତି ତା’ପୁଣି ଲଣ୍ଠନ ଆଲୁଅରେ । ସୁଖସୁବିଧା କଥା ଛାଡ଼ନ୍ତୁ, ଘରେ ମହିଳାମାନଙ୍କୁ ବି ଅନ୍ଧାରରେ ରୋଷେଇ କରିବାକୁ ପଡ଼ୁଛି ।

ଘରେ ଆଲୁଅ ନାହିଁ, ବିଜୁଳି ସଂଯୋଗ ନାହିଁ, ଏହାର ସିଧା ପ୍ରଭାବ ରାସ୍ତାର ଆଲୁଅ ଉପରେ ପଡ଼ିଥାଏ । ଅନ୍ଧାରରେ ଘରୁ ବାହାରିବା କଷ୍ଟକର ହୋଇଯାଏ । ବିଶେଷକରି ମହିଳାମାନେ ତ ଯେମିତି ଘରେ ବାନ୍ଧି ହୋଇ ରହିଯାଆନ୍ତି ।

ବିଜୁଳି ବିନା ଜୀବନ କେମିତି କଟେ, ଏହା ବୁଝିବା ଆମର-ଆପଣଙ୍କ, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜରୁରୀ ଯାହାଙ୍କ ପାଖରେ ବିଜୁଳି ସଂଯୋଗ ଅଛି । ବିନା ବିଜୁଳିରେ ଥିବା ଏସବୁ ଘରେ ଯେତେବେଳେ ବିଜୁଳି ପହଂଚିବ, ସେତେବେଳେ ସେମାନଙ୍କ ଭାଗ୍ୟ ଚମକିବ, ସେତେବେଳେ ସେମାନଙ୍କ ପାଇଁ ସୌଭାଗ୍ୟ ଆସିବ ।

ପ୍ରଧାନମନ୍ତ୍ରୀ ସହଜ ବିଜୁଳି ପ୍ରତ୍ୟେକ ଘର ଯୋଜନା ଅର୍ଥାତ ସୌଭାଗ୍ୟ ଅଧୀନରେ ସରକାର ଦେଶର ସମସ୍ତ ଏଭଳି ଘରେ ତାହା ତେଣିକି ଗାଁ ହେଉ କି ସହର ହେଉ, ଅବା ଦୂରଦୂରାନ୍ତ ଅଂଚଳ ହେଉ । ଉକ୍ତ ଘରକୁ ବିଜୁଳି ସଂଯୋଗ ଯୋଗାଇ ଦେବେ । କୌଣସି ଗରିବଙ୍କୁ ବିଜୁଳି ସଂଯୋଗ ପାଇଁ କୌଣସି ପ୍ରକାରର ଶୁଳ୍କ ଦେବାକୁ ପଡ଼ିବ ନାହିଁ । ସରକାର ଗରିବଙ୍କ ଘରକୁ ଯାଇ ବିଜୁଳି ସଂଯୋଗ ଦେବେ । ଯେଉଁ ବିଜୁଳି ସଂଯୋଗ ପାଇଁ ଗରିବ ଲୋକଙ୍କୁ ଗାଁର ମୁଖିଆ ଘରକୁ, ସରକାରୀ ଅଫିସକୁ ଚକ୍କର କାଟିବାକୁ ପଡ଼ୁଥିଲା, ସେହି ଗରିବଙ୍କ ଘରକୁ ଯାଇ ସରକାର ନିଜେ ବିଜୁଳି ସଂଯୋଗ ଦେବେ । ଗୋଟିଏ ବି ଟଙ୍କା ନନେଇ ବିଜୁଳି ସଂଯୋଗ ଦେବେ ।

ଦେଶର ପ୍ରତ୍ୟେକ ଗରିବ ଘରେ ବିଜୁଳି ସଂଯୋଗ ପହଚାଂଇବା ପାଇଁ 16ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଖର୍ଚ୍ଚ ହେବ । ଆମେ ନିଷ୍ପତ୍ତି ନେଇଛୁ କି ଏହାର ବୋଝ କୌଣସି ଗରିବ ଲୋକଙ୍କ ଉପରେ ଲଦି ଦିଆଯିବ ନାହିଁ ।

ଏହି ସରକାର ଗରିବଙ୍କୁ ଉକ୍ତ ସୌଭାଗ୍ୟ ଦେବା ପାଇଁ ସଂକଳ୍ପ ନେଇଛି । ଗରିବଙ୍କୁ ସୌଭାଗ୍ୟର ଏହି ସଂକଳ୍ପ ଆମେ ପ୍ରମାଣିତ କରାଇବୁ ।

|

ବନ୍ଧୁଗଣ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କହିଥିଲେ କି – “ଆର୍ଥିକ ଯୋଜନା ତଥା ଆର୍ଥିକ ପ୍ରଗତିର ମାପକାଠି ସମାଜରେ ଉପରର ସିଡିରେ ପହଂଚିଥିବା ବ୍ୟକ୍ତି ନୁହେଁ ବରଂ ସବୁଠୁ ତଳସ୍ତରରେ ରହିଥିବା ବ୍ୟକ୍ତିଠାରୁ ହେଉ” । ଅର୍ଥାତ ସରକାରଙ୍କ ଯୋଜନାର ପ୍ରାମାଣିକତା ଏହି ଆଧାରରେ ହେବା ଉଚିତ କି ଏଥିରେ ଗରିବଙ୍କ କେତେ ଫାଇଦା ହେଲା । ଆଜି ମୋତେ ଖୁସି ଲାଗୁଛି ଯେ ପଣ୍ଡିତ ଦୀନଦୟାଲଙ୍କ ଜନ୍ମଦିବସରେ ଦେଶର କୋଟି କୋଟି ଗରିବ ପରିବାରର ସ୍ୱପ୍ନକୁ ପୁରା କରିବା ପାଇଁ ଏତେ ବଡ଼ ଯୋଜନାର ଆରମ୍ଭ ହେଉଛି ।

ଘରେ ବିଜୁଳି ନହେବା ଯୋଗୁ ଗରିବ ଓ ବିଶେଷକରି ମହିଳା-ଶିଶୁଙ୍କୁ ଯେମିତି ସମସ୍ୟା ହୁଏ ତାକୁ ବୁଝି ସରକାର ଏଭଳି 18ହଜାର ଗାଁରେ ବିଜୁଳି ପହଂଚାଇବାକୁ ପ୍ରତିଶ୍ରୁତିବଦ୍ଧ, ଯେଉଁଠିକି ସ୍ୱାଧୀନତାର ଏତେ ବର୍ଷ ପରେ ବିଜୁଳି ପହଂଚିନାହିଁ । ମୁଁ ଲାଲକିଲ୍ଲାରୁ ଏକ ହଜାର ଦିନରେ ଏହି କାମ ପୂରଣ କରିବାର ପ୍ରତିଶ୍ରୁତି ଦେଇଥିଲି ।

ଏହି 18ହଜାର ଗାଁ ମଧ୍ୟରୁ ଏବେ 3ହଜାର ଗାଁରୁ ବି କମ୍ ଏଭଳି ବାକି ରହିଛି ଯେଉଁଠି ବିଜୁଳି ପହଂଚିବା ବାକି ଅଛି । ମୋର ବିଶ୍ୱାସ ଯେ ଏହି ଗାଁଗୁଡ଼ିକରେ ବି ନିର୍ଦ୍ଧାରିତ ସମୟ ଭିତରେ ବିଜୁଳି ପହଂଚିଯିବ ।

ଭାଇ ଓ ଭଉଣୀମାନେ : ନିଉ ଇଣ୍ଡିଆରେ ପ୍ରତ୍ୟେକ ଗାଁକୁ କେବଳ ବିଜୁଳି ପହଂଚିବ ନାହିଁ ବରଂ ନିଉ ଇଣ୍ଡିଆରେ ପ୍ରତ୍ୟେକ ଘରେ ବିଜୁଳି ସଂଯୋଗ ମଧ୍ୟ ହେବ ।

ପ୍ରଧାନମନ୍ତ୍ରୀ ସହଜ ବିଜୁଳି ପ୍ରତ୍ୟେକ ଘରେ ଯୋଜନା ଅର୍ଥାତ ସୌଭାଗ୍ୟର ଆରମ୍ଭ ହେବା ସରକାରଙ୍କ ଇଚ୍ଛାଶକ୍ତି ଓ ଦେଶରେ ଉର୍ଜା କ୍ରାନ୍ତି ପାଇଁ କରାଯାଉଥିବା ଉପାୟର ମଧ୍ୟ ଏକ ପ୍ରତୀକ । ବିଜୁଳି ସଙ୍କଟ ଦୂର ବିନା, ବ୍ୟବସ୍ଥାରେ ସୁଧାର ବିନା, ପୁରୁଣା ବ୍ୟବସ୍ଥାର ଆଧୁନିକୀକରଣ ବିନା ଏଭଳି ଯୋଜନାର ଆରମ୍ଭ କରାଯାଇପାରିବ ନାହିଁ । ଏହି ଯୋଜନା ଗତ 3ବର୍ଷ ମଧ୍ୟରେ କରାଯାଇଥିବା କେନ୍ଦ୍ର ସରକାରଙ୍କ ପ୍ରୟାସର ମଧ୍ୟ ପ୍ରତୀକ ।

ଦେଶର ଲୋକମାନେ ସେଦିନ ଭୁଲିପାରିବେ ନାହିଁ, ଯେତେବେଳେ ଟିଭି ଚାନେଲରେ ବଡ଼ ବଡ଼ ବ୍ରେକିଂ ନ୍ୟୁଜ ଚାଲୁଥିଲା କି କୋଇଲା ଘରେ ମାତ୍ର ଗୋଟିଏ ଦିନର କୋଇଲା ବାକି ଅଛି । ଦୁଇଦିନର କୋଇଲା ବାକି ଅଛି । ବିଜୁଳି ସଙ୍କଟର ସେ ଯୁଗ ଥିଲା, ଯେତେବେଳେ ଗ୍ରୀଡ ଫେଲ୍ ହୋଇଯାଉଥିଲା । ପୁରା ରାଜ୍ୟ ଅନ୍ଧକାରରେ ଡୁବି ଯାଉଥିଲା । ଏହା ମୁଁ ଅନେକ ଦଶନ୍ଧି ପୂର୍ବର କଥା କହୁନାହିଁ । ଏସବୁ କିଛି ଏହି ଦଶନ୍ଧିର ଆରମ୍ଭ ହୋଇଥିଲା । ଗତ ସରକାର ସମୟରେ ହିଁ ହୋଇଥିଲା ।

ଏବେ ମନେପକାନ୍ତୁ, କେତେ ଦିନ ହେଲା ଏଭଳି ବ୍ରେକିଂ ନ୍ୟୁଜ ଚାଲିଥିଲା । ବନ୍ଧୁଗଣ, ଦେଶ ବିଜୁଳି ସଙ୍କଟକୁ ପଛରେ ପକାଇ ଏବେ ବିଜୁଳି ବଳକା ହେବାରେ ଲାଗିଛି । ଆଉ ଏସବୁ କିଛି ଏକ ବଡ଼ ରଣନୀତି ଆଧାରରେ, ନୂଆ ଆଭିମୁଖ୍ୟ ସହ, ନୂଆ ନୀତି ସହ ବହୁମୁଖୀ ପଦକ୍ଷେପ ଉଠାଇବା ଦ୍ୱାରା ହୋଇଛି ।

ଦେଶର ବିଜୁଳି ବ୍ୟବସ୍ଥା, ସୁଧାରିବା ପାଇଁ ଚାରଟି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଏକସଙ୍ଗେ କାମ କରାଯାଇଛି । ଉତ୍ପାଦନ, ପରିବହନ, ବିତରଣ ଓ ସଂଯୋଗ । ଯଦି ଉତ୍ପାଦନ ନହେବ ତା’ହେଲେ ପରିବହନ ଓ ବିତରଣ ବ୍ୟବସ୍ଥା ସୁଦୃଢ଼ ହେବ ନାହିଁ । ତେଣିକି ସଂଯୋଗର ଯେତେ କଥା କହିଲେ ବି ଘରେ ଘରେ ବିଜୁଳି ପହଂଚି ପାରିବ ନାହିଁ ।

ତେଣୁ ସରକାର ଗଠନ ହେବା ପରେ, ସର୍ବପ୍ରଥମେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । ସୌର ଶକ୍ତି, ପାଣିରୁ ପ୍ରସ୍ତୁତ ହେଉଥିବା ବିଜୁଳି, କୋଇଲାରୁ ଉତ୍ପାଦିତ ହେଉଥିବା ବିଜୁଳି ଓ ପରମାଣୁ ଶକ୍ତିରୁ - ସବୁ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ଚାରିଆଡ଼ୁ କାମ ଆରମ୍ଭ ହୋଇଥିଲା ।

1- ବନ୍ଧୁଗଣ, 2015 ମସିହାରେ ଆମେ କୋଇଲା ଖଣି ପାଇଁ ଏକ ନୂଆ ଅଧିନିୟମ ଲାଗୁ କରିଥିଲୁ ଯାହା ଆଧାରରେ ପ୍ରଥମଥର କୋଇଲା ଖଣିର ରିଭର୍ସ ଇ-ନିଲାମୀ ଆରମ୍ଭ ହୋଇଥଲା । 2009 ରୁ 2014 ମସିହା ପର୍ଯ୍ୟନ୍ତ 5ବର୍ଷ ମଧ୍ୟରେ କୋଇଲାର ଉତ୍ପାଦନ ମାତ୍ର 34 ନିୟୁତ ଟନ୍ ବଢ଼ିଥିଲା । କିନ୍ତୁ ଗତ 3ବର୍ଷ ମଧ୍ୟରେ ଆମେ 93 ନିୟୁତ ଟନ୍ ଉତ୍ପାଦନ ବୃଦ୍ଧି କରି ପ୍ରତିବର୍ଷ 659 ନିୟୁତ ଟନ କରିଦେଇଛୁ । ଆପଣଙ୍କୁ ଜଣାଇ ମୋତେ ଖୁସି ଲାଗୁଛି କି ଏହି ସରକାର 3ବର୍ଷ ମଧ୍ୟରେ ସରକାରୀ ଉଦ୍ୟୋଗ ଦ୍ୱାରା କୋଇଲା ଉତ୍ପାଦନରେ ହୋଇଥିବା ବୃଦ୍ଧି, ଗତ ସରକାରର 5ବର୍ଷ କାର୍ଯ୍ୟକାଳରେ ହୋଇଥିବା ବୃଦ୍ଧି ତୁଳନାରେ ଦେଢ଼ଗୁଣ ଅଧିକ ।

ଯେଉଁମାନଙ୍କୁ ଖଣି ନୁହେଁ, କୋଇଲା ଦରକାର ସେମାନଙ୍କ ପାଇଁ ଚାରିମାସ ପୂର୍ବରୁ ସରକାର ‘ଶକ୍ତି’ ନାମରେ ଏକ ନୂଆ କୋଇଲା ଆବଣ୍ଟନ ନୀତି ମଧ୍ୟ କାର୍ଯ୍ୟକାରୀ କରିଛନ୍ତି । ଏହି ଆଧାରରେ ବିଜୁଳି ଉତ୍ପାଦନ କରୁଥିବା ତାପଜ ପ୍ଲାଣ୍ଟକୁ କୋଇଲା ଆବଣ୍ଟନ ପାରଦର୍ଶିୀ ଶୈଳୀରେ ନିଲାମ ଦ୍ୱାରା କରାଯାଉଛି । ଗତ ବର୍ଷ ଫେବୃୟାରୀରେ ସରକାର କୋଇଲା ଲିଙ୍କେଜର ପୁନଃ ଆବଣ୍ଟନ ପାଇଁ ସମସ୍ତ ପାରଦର୍ଶୀ ନିଲାମ ନୀତି ମଧ୍ୟ ଜାରି କରିସାରିଛନ୍ତି ।

2- ବନ୍ଧୁଗଣ, ଯେଉଁ କୋଇଲାର ନିଲାମରେ କୋଟି କୋଟି ଟଙ୍କାର କୋଇଲା ଦୁର୍ନୀତି ହୋଇଥିଲା । ଉକ୍ତ କୋଇଲାର ନିଲାମର ଏକ ପାରଦର୍ଶୀ ଓ ଆଧୁନିକ ବ୍ୟବସ୍ଥା ଏହି ସରକାର ଦେଶକୁ ଦେଇଛନ୍ତି । ଏହି ସରକାରର ନୀତିଗୁଡ଼ିକର ଉଦ୍ଦେଶ୍ୟ ଠିକ୍ ଅଛି । ଏହି ସରକାର ବିଦ୍ୟୁତ କ୍ଷେତ୍ରରେ ସୁଲଭ, ଶସ୍ତା, ସ୍ଵଚ୍ଛ, ସୁନିୟୋଜିତ, ସୁଚିନ୍ତିତ ଏବଂ ସୁରକ୍ଷିତ ବିଜୁଳି ଉପଲବ୍ଧ କରାଇବାର 6ଟି ମୌଳିକ ସିଦ୍ଧାନ୍ତ ଉପରେ କାମ କରୁଛନ୍ତି ।

3- ଗତ 3ବର୍ଷ ମଧ୍ୟରେ ସରକାରଙ୍କ ପ୍ରୟାସରେ ପ୍ରଥମଥର ସ୍ଥାପିତ କ୍ଷମତାରେ 60 ହଜାର ମେଗାୱାଟ୍ ବୃଦ୍ଧି ହୋଇଛି, ଯାହା ଲକ୍ଷ୍ୟରୁ 12% ଅଧିକ ।

4- ବନ୍ଧୁଗଣ, ଭାରତର ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ସମୟରେ ଆମେ ମଧ୍ୟ ସଂକଳ୍ପ ନେଇଥିଲୁ କି ଏହି କାମ ସ୍ଵଚ୍ଛ ଶକ୍ତି ବା କ୍ଲିନ୍ ଏନର୍ଜିକୁ ପ୍ରାଥମିକତା ଦେଇ କରାଯିବ । ତେଣୁ ସରକାର 2022 ମସିହା ସୁଦ୍ଧା 175 ଗିଗାୱାଟ୍ କ୍ଲିନ୍ ଏନର୍ଜି ଉତ୍ପାଦନର ଲକ୍ଷ୍ୟ ରଖିଥିଲେ । ଅର୍ଥାତ ଏଭଳି ବିଜୁଳି ଯାହା ସୌର, ପବନ ଓ ଜଳରୁ ଉତ୍ପାଦନ ହେବ ।

5- ଏହି ଲକ୍ଷ୍ୟରେ ଚାଲି ଗତ 3ବର୍ଷ ମଧ୍ୟରେ ଭାରତରେ ଅକ୍ଷୟ ଶକ୍ତି କ୍ଷମତାକୁ ପ୍ରାୟ ଦ୍ୱିଗୁଣ କରିଦିଆଯାଇଛି । ଆଉ ଏଥିରେ 27ହଜାର ମେଗାୱାଟରୁ ଅଧିକ କ୍ଷମତାର ବୃଦ୍ଧି ହୋଇଛି । ଏହି ଅବଧିରେ ସୌର ଶକ୍ତିର କ୍ଷମତା ପ୍ରାୟ 5ଗୁଣ ବୃଦ୍ଧି ପାଇଛି ।

6- ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରତିଯୋଗିତା ବୃଦ୍ଧିକୁ ପ୍ରୋତ୍ସାହିତ କରି ସରକାର ଏହା ମଧ୍ୟ ସୁନିଶ୍ଚିତ କରିଛନ୍ତି କି ତାହା ଦେଶର ସାଧାରଣ ନାଗରିକଙ୍କ ପାଇଁ ସୁଲଭ ମଧ୍ୟ ହେଉ । ଅକ୍ଷୟ ଶକ୍ତିର ଖର୍ଚ୍ଚରେ ହ୍ରାସ ଉପରେ କ୍ରମାଗତ ଦୃଷ୍ଟି ଦିଆଯାଉଛି । ଏହି କାରଣରୁ 2016-17 ମସିହାରେ ଆମକୁ ସୌର ଶକ୍ତି ମାତ୍ର 2 ଟଙ୍କା 44 ପଇସା ଓ ପବନ ଶକ୍ତି ମାତ୍ର 3 ଟଙ୍କା 42 ପଇସାର ସର୍ବନିମ୍ନ ଶୁଳ୍କରେ ମିଳିଛି । ଏତେ କମ୍ ଦାମ ମଧ୍ୟ ଆମ ଆଡ଼କୁ ଆନ୍ତର୍ଜାତିକ ଜଗତର ଧ୍ୟାନ ଆକର୍ଷିତ କରିଛି ।

7- ବନ୍ଧୁଗଣ, ସରକାର ବିଦ୍ୟୁତ ପରିବହନ କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶକୁ ବୃଦ୍ଧି କରାଇଛନ୍ତି । ଯେଉଁ କାରଣରୁ ଦେଶର ପରିବହନ ନେଟୱାର୍କ ଦ୍ରୁତଗତିରେ ବୃଦ୍ଧି ପାଇଛି । ଗତ 3 ବର୍ଷ ମଧ୍ୟରେ ଦେଢ଼ ଲକ୍ଷ କୋଟିରୁ ଅଧିକ ଟଙ୍କାର କାମ ଏହି ପ୍ରୋଜେକ୍ଟରେ ହୋଇଛି । ଏହା ଗତ ସରକାରର ଶେଷ ତିନିବର୍ଷ ତୁଳନାରେ 83 ପ୍ରତିଶତରୁ ଅଧିକ । ଏହି ସରକାର ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟରୁ 12 ପ୍ରତିଶତ ଅଧିକ ପରିବହନ ଲାଇନ୍ ସ୍ଥାପନ ହୋଇଛି ।

ଏହି କାରଣରୁ ନା’କେବଳ ଆଜି ଦେଶକୁ ସୁରକ୍ଷିତ ଓ ସନ୍ତୁଳିତ ଗ୍ରୀଡ୍ ଉପଲବ୍ଧ ହୋଇଛି ବରଂ ଆମେ ଏବେ ଦ୍ରୁତ ଗତି ସହ ଗୋଟିଏ ରାଷ୍ଟ୍ର, ଗୋଟିଏ ଗ୍ରୀଡ୍ ଓ ଗୋଟିଏ ଦରର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛୁ ।

8- ଭାଇ ଓଭଉଣୀମାନେ ବର୍ଷବର୍ଷ ଧରି ଦେଶର ଶକ୍ତି କ୍ଷେତ୍ରର ଉପେକ୍ଷା କରାଯିବା ଯୋଗୁ ଏହି କ୍ଷେତ୍ରର ବହୁତ ବଡ଼ ଦୁର୍ବଳତା ପାଲଟିଯାଇଥିଲା ଶକ୍ତି ବିତରଣ । ଏହି କାରଣରୁ ଯେତେ ବିଜୁଳି ଦେଶରେ ଉତ୍ପାଦନ ହେଉଥିଲା, ସେତିକି ବିଜୁଳି ଲୋକଙ୍କୁ ମିଳିପାରୁନଥିଲା । ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ମଧ୍ୟ ଅତିରିକ୍ତ ୟୁନିଟ୍ ଉପରେ ଆର୍ଥିକ କ୍ଷତି ସହୁଥିଲେ । ଏହି ଦୁର୍ବଳତାକୁ ଦୂର କରିବା ପାଇଁ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ 2015 ମସିହାରେ ସରକାର ଉଜ୍ୱଳ ଡିସ୍କମ୍ ଏସ୍ୟୁରାନ୍ସ ଯୋଜନା ଅର୍ଥାତ୍ ‘ଉଦୟ’ର ଆରମ୍ଭ କରିଥିଲେ । ଉଦୟ ଯୋଜନାର ଉଦ୍ଦେଶ୍ୟ ବିଜୁଳି ବଣ୍ଟନରେ ଲାଗିଥିବା କମ୍ପାନୀଗୁଡ଼ିକରେ ଅଧିକ କାର୍ଯ୍ୟକ୍ଷମ ଓ ଆର୍ଥିକ ପରିଚାଳନାର ସ୍ଥାପନ କରିବା । ଯେତେବେଳେ ଏହି କମ୍ପାନୀଗୁଡ଼ିକର ସ୍ଥାୟିତ୍ୱ ହେବ, ସେମାନେ ବ୍ୟବସାୟିକ ଭାବେ ସୁଦୃଢ଼ ହେବେ, ତା’ପରେ ହିଁ ବଣ୍ଟନ ଉପରେ ମଧ୍ୟ ଧ୍ୟାନ ଦେଇପାରିବେ ।

ଆଜି 3 ବର୍ଷର କ୍ରମାଗତ ପ୍ରୟାସ ଯୋଗୁ ବିଦ୍ୟୁତ ପରିବହନ କମ୍ପାନୀଗୁଡ଼ିକର ସ୍ଥିତିରେ ସୁଧାର ଦେଖିବାକୁ ମିଳିଛି । ଏହାର ଫଳସ୍ୱରୂପ ବଣ୍ଟନ କମ୍ପାନୀଗୁଡ଼ିକ 2017 ଅଗଷ୍ଟ ସୁଦ୍ଧା ପ୍ରାୟ 23,500 କୋଟି ଟଙ୍କା ସଂଚୟ କରିପାରିଛନ୍ତି । ଯାହା ସେମାନଙ୍କୁ ସୁଧ ଭାବେ ଦେବାକୁ ପଡ଼ୁଥିଲା ।

ଉଦୟର ପ୍ରଥମ ବର୍ଷକ ମଧ୍ୟରେ 2016 ତୁଳନାରେ ବଣ୍ଟନକାରୀ କମ୍ପାନୀଗୁଡ଼ିକର ବାର୍ଷିକ କ୍ଷତି 2017 ମସିହାରେ ପ୍ରାୟ 42 ପ୍ରତିଶତ ହ୍ରାସ ପାଇଛି । ଉଦୟ ଯୋଜନା ବିକାଶ ପାଇଁ ପ୍ରତିଯୋଗିତା ଏବଂ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାର ମଧ୍ୟ ସୁନ୍ଦର ଉଦାହରଣ ହୋଇଛି ।

9- ବନ୍ଧୁଗଣ ଏହି ସରକାର ଗାଁ ଓ ସହରରେ ବିଜୁଳିର ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଦୁଇଟି ବଡ଼ ଯୋଜନା ଉପରେ କାମ କରୁଛି । ଗାଁରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଚାଲିଛି ଓ ସହରରେ ସମନ୍ଵିତ ଶକ୍ତି ବିକାଶ ସ୍କିମ୍ ଅର୍ଥାତ ଆଇପିଡିଏସ୍ । ଏହି ଦୁଇ ଯୋଜନା ସହ ଜଡ଼ିତ 69 ହଜାର କୋଟି ଟଙ୍କାରୁ ଅଧିକର ପରିଯୋଜନାକୁ ମଧ୍ୟ ମଞ୍ଜୁରି ଦିଆଯାଇ ସାରିଛି । ଏହି ଯୋଜନାଗୁଡ଼ିକ ଉପରେ ଦ୍ରୁତଗତିରେ କାମ ହେଉଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ମଧ୍ୟ ଗତ 3 ବର୍ଷ ମଧ୍ୟରେ ବିଜୁଳି ବିତରଣ କ୍ଷେତ୍ରର ଯୋଜନା ଆଧାରରେ ପ୍ରାୟ 22 ହଜାର କୋଟି ଟଙ୍କା ପାଣ୍ଠି ଉପଲବ୍ଧ କରାଇଛନ୍ତି । ଏହି ପାଣ୍ଠି ଗତ ସରକାରର ଶେଷ 3 ବର୍ଷରେ ପ୍ରଦାନ କରାଯାଇଥିବା ପାଣ୍ଠି ତୁଳନାରେ ଦୁଇଗୁଣରୁ ଅଧିକ ମଧ୍ୟ ।

10- ଭାଇ ଓ ଭଉଣୀମାନେ ସମଗ୍ର ଦେଶରେ ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ଯେଉଁ ନୀତି ପ୍ରଣୟନ କରିଛନ୍ତି, ତା’ର ସିଧା ପ୍ରଭାବ ଇଜି ଅଫ ଡୁଇଙ୍ଗ୍ ବିଜିନେସ ଉପରେ ମଧ୍ୟ ପଡ଼ିଛି । ଶକ୍ତି କ୍ଷେତ୍ରରେ ଇଜି ଅଫ ଡୁଇଙ୍ଗ୍ ବିଜିନେସ ମାମଲାରେ ଭାରତ 2015 ମସିହାରେ 99 ତମ ସ୍ଥାନରେ ଥିଲା ଯେତେବେଳେ କି ଏବେ ଏହାର ରେଙ୍କିଙ୍ଗ 26 ହୋଇଯାଇଛି । ରେଙ୍କିଙ୍ଗରେ ଏତେ ବଡ଼ ବୃଦ୍ଧି ଏହି କ୍ଷେତ୍ରକୁ ସୁଧାରରେ ଲାଗିଥିବା ଲୋକଙ୍କ ପାଇଁ ଗୌରବର କଥା ।

11- ଶକ୍ତି କ୍ଷେତ୍ରରେ ଭାରତ କାର୍ଯ୍ୟ ଉପରେ ଆଉ ଏକ ଆନ୍ତର୍ଜାତିକ ଏଜେନ୍ସୀ ଆଡ଼କୁ ରେଖାଙ୍କିତ କରୁଛି । ଆମେରିକାର ମହାକାଶ ଏଜେନ୍ସୀ ନାସା ଗତବର୍ଷ ରାତିରେ ଅନ୍ତରୀକ୍ଷରୁ ଭାରତର ଏକ ଚିତ୍ର ନେଇଥିଲା । ଏହି ଚିତ୍ରରେ ଭାରତ ଆଲୋକିତ କରୁଥିଲା । ଏଭଳି ଏକ ଚିତ୍ର 2012 ମସିହା ମଧ୍ୟରେ ନେଇଥିଲା ଆଉ ସେଥିରେ ଶକ୍ତି କ୍ଷେତ୍ରରେ ଏକ ଭିନ୍ନ କାହାଣୀ ନଜର ଆସୁଥିଲା ।

12- ବନ୍ଧୁଗଣ ଏହି ସରକାର ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବା ସହ ଏକଥା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି କି ଶକ୍ତିର ଚାହିଦା ହ୍ରାସ କରୁଥିବା ଆଧୁନିକ ଜ୍ଞାନକୌଶଳକୁ ଆପଣାଇବା । ଏହି ଆଧୁନିକ ଶୈଳୀ ବିଜୁଳି ସଂଚୟ କରିବାରେ, ଲୋକଙ୍କ ବିଜୁଳି ବିଲ୍ ମଧ୍ୟ ହ୍ରାସ କରୁଛି ।

ସରକାରଙ୍କ ପ୍ରୟାସ ଯୋଗୁ ଏଲଇଡି ବଲ୍ବ ଯାହା 2014 ଫେବୃୟାରୀରେ 310 ଟଙ୍କାରେ ମିଳୁଥିଲା । ଏବେ 2017 ସେପ୍ଟେମ୍ବରରେ ମାତ୍ର 40 ଟଙ୍କା ହୋଇଯାଇଛି । ଉଜାଲା ଯୋଜନା ଅଧିନରେ ଏପର୍ଯ୍ୟନ୍ତ ଦେଶରେ 26 କୋଟିରୁ ଅଧିକ ଏଲ୍ଇଡଇ ବଲ୍ବ ବଣ୍ଟନ କରାଯାଇ ସାରିଛି । ଏଥିରେ ଲୋକଙ୍କୁ ବିଜୁଳି ବଲ୍ବରେ ବାର୍ଷିକ 13 ହଜାର 700 କୋଟି ଟଙ୍କାରୁ ଅଧିକ ଅନୁମାନିକ ସଂଚୟ ହୋଇଛି । ଘରୋଇ କ୍ଷେତ୍ରରେ ମଧ୍ୟ 41 କୋଟିରୁ ଅଧିକ ଏଲ୍ଇଡି ବଲ୍ବ ବିତରଣ ହୋଇଛି । ଏହା ବ୍ୟତୀତ ସରକାର ଦ୍ୱାରା ବିଜୁଳି ସଂଚୟ ପାଇଁ ପ୍ରାୟ 13 ଲକ୍ଷ ଫ୍ୟାନ୍ ଓ 33 ଲକ୍ଷରୁ ଅଧିକ ଟ୍ୟୁବ ଲାଇଟ୍ ବି ବିତରଣ କରାଯାଇଛି । ବିଶ୍ୱର ସବୁଠାରୁ ବଡ଼ କାର୍ଯ୍ୟକ୍ରମ ଆଧାରରେ 33 ଲକ୍ଷ 60 ହଜାରରୁ ଅଧିକ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଲଗାଯାଇଛି ।

13- ବନ୍ଧୁଗଣ, ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ଏହି ସରକାରର ସର୍ବୋଚ୍ଚ ପ୍ରାଥମିକତା । ଦେଶର ସାଧାରଣ ନାଗରିକ, ଦେଶର ଗରିବ ଲୋକ, ଦେଶର ପ୍ରତ୍ୟେକ ଉପଭୋକ୍ତା ଆମ ପାଇଁ ସର୍ବୋପରି । ସେମାନଙ୍କଠାରୁ ପ୍ରତ୍ୟେକସ୍ତରରେ ପରାମର୍ଶ ନେବା ଓ ସେମାନଙ୍କୁ କାର୍ଯ୍ୟର ସୂଚନା ଦେବା ଉଭୟ ପାଇଁ ସରକାର ବେଶ୍ ଗମ୍ଭୀର । ମୋବାଇଲ ଆପ୍, ୱେବପୋର୍ଟାଲ, ଡ଼େସବୋର୍ଡ ମାଧ୍ୟମରେ ଯୋଜନାର ପ୍ରଗତିକୁ ଲୋକଙ୍କ ନିକଟରେ ପହଂଚାଯାଉଛି । ଲୋକଙ୍କଠାରୁ ପରାମର୍ଶ ମଧ୍ୟ ନିଆଯାଉଛି ।

 

|

ବନ୍ଧୁଗଣ, ଆମର ଅର୍ଥବ୍ୟବସ୍ଥାର ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଏହା ମଧ୍ୟ ସ୍ୱାଭାବିକ ଯେ ଆଗାମୀ ବର୍ଷମାନଙ୍କରେ ଆମର ଶକ୍ତି ଆବଶ୍ୟକତା ଅଧିକ ବଢ଼ିବ । ଏଭଳି ସ୍ଥିତିରେ ଆମକୁ ଏକ ସନ୍ତୁଳନ କାଏମ କରି ଚାଲିବାକୁ ପଡ଼ିବ । ଦେଶର ଶକ୍ତି ଆବଶ୍ୟକତାକୁ ପୂରଣ କରିବାରେ ହାଇଡ୍ରୋକାର୍ବନର ବଡ଼ ଭୂମିକା ରହିଛି । ଏବେ ଦେଶର ଶକ୍ତି ଆବଶ୍ୟକତା ମୁଖ୍ୟତଃ କୋଇଲାରୁ ପୂରଣ ହେଉଛି । ଆଗାମୀ ଦିନଗୁଡ଼ିକରେ ଏହାକୁ ଆମେ ଗ୍ୟାସ ଓ ଅକ୍ଷୟ ଶକ୍ତିରୁ ମଧ୍ୟ ସନ୍ତୁଳିତ କରିବାକୁ ପଡ଼ିବ । କାର୍ବନ ସହ ଜଡ଼ିତ ଉର୍ତ୍ସଜନକୁ ହ୍ରାସ କରିବା ଆମର ସିଓପି-21 ପ୍ରତିବଦ୍ଧତା ସହ ମଧ୍ୟ ଜଡ଼ିତ ହୋଇଛି ।

ନିଉ ଇଣ୍ଡିଆରେ ଆମକୁ ଏଭଳି ଏକ ଶକ୍ତି ଫ୍ରେମୱାର୍କର ଆବଶ୍ୟକତା ରହିଛି, ଯାହା ସମାନତା, ସାମର୍ଥ୍ୟ ଓ ସ୍ଥାୟିତ୍ୱର ସିଦ୍ଧାନ୍ତରେ ଚାଲିବ । ଆମେ ଘରୋଇ ଯୋଗାଣକୁ କେତେ ବୃଦ୍ଧି କରିପାରୁଛି ଓ ଆମଦାନୀ ଉପରେ ନିର୍ଭରଶୀଳତାକୁ କେତେ ହ୍ରାସ କରିଛୁ ତାହା ଉପରେ ନିର୍ଭର କରିବ ।

2022 ମସିହା ସୁଦ୍ଧା ଆମେ ତୈଳ ଆମଦାନୀରେ କିଭଳି 10 ପ୍ରତିଶତ ହ୍ରାସ କରିପାରିବା ଯାହା କେବଳ ଉଦ୍ୟୋଗକୁ ନୁହେଁ ଦେଶର ଅର୍ଥବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବ । ଗତ 10 ବର୍ଷ ମଧ୍ୟରେ ଅଶୋଧିତ ସାମଗ୍ରୀର ଆମଦାନୀ ଉପରେ ଆମେ ପ୍ରାୟ ଏକ ଟ୍ରିଲିୟନ ଡଲାର ଖର୍ଚ୍ଚ କରିସାରିଲୁଣି । ଏହା ଆମର ସାଧାରଣ ବଜେଟ୍ ତୁଳନାରେ ପ୍ରାୟ 3 ଗୁଣରୁ ଅଧିକ । ଏଥିରୁ ଆପଣ ଆକଳନ କରିପାରୁଥିବେ ତୈଳ ଆମଦାନୀରେ ହ୍ରାସ କରି ଯେଉଁ ପାଣ୍ଠି ସଂଚୟ ହେବ ତାହା ଯେତେବେଳେ ଦେଶର ଗ୍ରାମୀଣ ଅଂଚଳର ବିକାଶର ଯୋଜନାରେ ଖର୍ଚ୍ଚ କରାଯିବ ତାହା ଦ୍ୱାରା କେତେ ସାମାଜିକ ଓ ଆର୍ଥିକ ବିକାଶ ହୋଇପାରିବ । ବନ୍ଧୁଗଣ, ଗତ 3 ବର୍ଷ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ସୁଧାର କରି ଅନେକ ବଡ଼ ଖାଉଟୀକୈନ୍ଦ୍ରୀକ ପଦକ୍ଷେପ ଆରମ୍ଭ କରାଯାଇଛି । ଯେମିତିକି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା, ଏଲପିଜି ସବସିଡିକୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ସ୍କିମ ସହ ଯୋଡ଼ିବା, ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ଯୋଗାଣ ଓ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ୍ ନେଟୱାର୍କର ସମ୍ପ୍ରସାରଣ କରିବା, ଏଲପିଜି ସଂଖ୍ୟା ବୃଦ୍ଧି କରିବା ସାମିଲ ଅଛି ।

ଏହା ବ୍ୟତୀତ ନୀତି ପ୍ରସ୍ତୁତିସ୍ତରରେ ମଧ୍ୟ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି - ଯେମିତିକି ତୈଳ ଇନ୍ଧନର ମୂଲ୍ୟକୁ ସରକାରୀ ନିୟନ୍ତ୍ରଣମୁକ୍ତ କରିବା, ଗ୍ୟାସ ଦର ପାଇଁ ନୂଆ ନୀତି ନିର୍ଦ୍ଧାରଣ, ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ନୂଆ ଉପାୟ, ହେଲ୍ପ ଅର୍ଥାତ ହାଇଡ୍ରୋକାର୍ବନ ଏକ୍ସପ୍ଲୋରେସନ୍ ଓ ଲାଇସେନ୍ସିଂ ପଲିସି ପ୍ରସ୍ତୁତ, ଡିଏସ୍ଏଫ୍ ଅର୍ଥାତ ଡିସ୍କଭରଡ୍ ସ୍ମଲ ଫିଲ୍ଡର ନିଲାମୀ ପାଇଁ ନୀତି ନିର୍ମାଣ କରିବା, ଫର୍ଟିଲାଇଜର କ୍ଷେତ୍ରରେ ଗ୍ୟାସ୍ ପୁଲିଂଙ୍ଗ୍ କରାଇବା ।

ଭାଇ ଓ ଭଉଣୀମାନେ ସରକାର ପରିବେଶର ସୁରକ୍ଷାକୁ ନେଇ ସମ୍ପୂର୍ଣ୍ଣ ଭାବେ ସମ୍ବେଦନଶୀଳ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ୟାପକସ୍ତରରେ ପେଟ୍ରୋଲରେ ଇଥାନଲର ମିଶ୍ରଣ, ବାୟୋ ଡିଜେଲ୍ ସହ ଜଡ଼ିତ ଯୋଜନା ଓ ଏଲ୍ଏନଜି ଟର୍ମିନାଲର ବିକାଶର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଭବିଷ୍ୟତରେ ଦେଶର ଶକ୍ତି ଆବଶ୍ୟକତାକୁ ସୁରକ୍ଷିତ କରିବା ପାଇଁ ତୈଳ ଉତ୍ପାଦନ କରୁଥିବା ବଡ଼ ରାଷ୍ଟ୍ର ସହ ସମ୍ବନ୍ଧକୁ ସୁଦୃଢ଼ କରାଯାଉଛି । ଏହି କ୍ରମରେ ଭାରତ-ରୁଷ ଶକ୍ତି ବ୍ରିଜର ଗଠନ କରାଯାଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ବିଦେଶରେ ଏଭଳି କେତେକ ବୁଝାମଣା କରାଯାଇଛି ଯାହା ଭବିଷ୍ୟତରେ ଆମର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବ ।

ସରକାରଙ୍କ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଯୋଗୁ ସମଗ୍ର ଶକ୍ତି କ୍ଷେତ୍ର ସୁଦୃଢ଼ ହେଉଛି । ଶକ୍ତି କ୍ଷେତ୍ରର ସୁଦୃଢ଼ ହେବା ଦ୍ୱାରା ଦେଶକୁ ମଧ୍ୟ ଏକ ନୂଆ କାର୍ଯ୍ୟ ସଂସ୍କୃତି ମିଳିବ । ଦେଶର ଦୂରଦୂରାନ୍ତ ଅଂଚଳରେ ରହୁଥିବା ଲୋକଙ୍କ ପାଖରେ ଯେତେବେଳେ ଆଲୁଅ ପହଂଚିବ, ଗ୍ୟାସ ପହଞ୍ଚିବ ସେମାନଙ୍କ ବଂଚିବାର ଶୈଳୀ, କାମ କରିବାର ଶୈଳୀ ମଧ୍ୟ ବଦଳିଯିବ । ମୋର ବିଶ୍ୱାସ ଯେ ଉଜ୍ୱଳା ଯୋଜନା ଭଳି ‘ସୌଭାଗ୍ୟ ଯୋଜନା’ ବିଶେଷକରି ନାରୀ ଶକ୍ତିର ଜୀବନରେ ସୁରକ୍ଷା ଓ ସ୍ୱାସ୍ଥ୍ୟର ନୂଆ ଭାଗ୍ୟ ଉଦୟ କରିବ । ଏଥିରେ ଆମର ସମାଜର ଏକ ବଡ଼ ଅସନ୍ତୁଳନ ମଧ୍ୟ ସମାପ୍ତ ହୋଇଯିବ ।

ଗରିବଙ୍କ ଜୀବନ ପରିବର୍ତ୍ତନ ପାଇଁ, ସେମାନଙ୍କ ଜୀବନରେ ଅନ୍ଧକାରକୁ ଦୂର କରିବା ପାଇଁ, ନିଉ ଇଣ୍ଡିଆ ବା ନୂଆ ଭାରତ ପାଇଁ, ନିଆଯାଇଥିବା ଏହି ପଦକ୍ଷେପ ନିମନ୍ତେ ମୁଁ ଦେଶକୁ ପୁଣିଥରେ ବହୁତ ବହୁତ ଶୁଭକାମନା ଜଣାଉଛି ।

ଆପଣଙ୍କ ବହୁତ ବହୁତ ଧନ୍ୟବାଦ

ଜୟହିନ୍ଦ!!!

 

 

 

 

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

Media Coverage

"Huge opportunity": Japan delegation meets PM Modi, expressing their eagerness to invest in India
NM on the go

Nm on the go

Always be the first to hear from the PM. Get the App Now!
...
Today, India is not just a Nation of Dreams but also a Nation That Delivers: PM Modi in TV9 Summit
March 28, 2025
QuoteToday, the world's eyes are on India: PM
QuoteIndia's youth is rapidly becoming skilled and driving innovation forward: PM
Quote"India First" has become the mantra of India's foreign policy: PM
QuoteToday, India is not just participating in the world order but also contributing to shaping and securing the future: PM
QuoteIndia has given Priority to humanity over monopoly: PM
QuoteToday, India is not just a Nation of Dreams but also a Nation That Delivers: PM

श्रीमान रामेश्वर गारु जी, रामू जी, बरुन दास जी, TV9 की पूरी टीम, मैं आपके नेटवर्क के सभी दर्शकों का, यहां उपस्थित सभी महानुभावों का अभिनंदन करता हूं, इस समिट के लिए बधाई देता हूं।

TV9 नेटवर्क का विशाल रीजनल ऑडियंस है। और अब तो TV9 का एक ग्लोबल ऑडियंस भी तैयार हो रहा है। इस समिट में अनेक देशों से इंडियन डायस्पोरा के लोग विशेष तौर पर लाइव जुड़े हुए हैं। कई देशों के लोगों को मैं यहां से देख भी रहा हूं, वे लोग वहां से वेव कर रहे हैं, हो सकता है, मैं सभी को शुभकामनाएं देता हूं। मैं यहां नीचे स्क्रीन पर हिंदुस्तान के अनेक शहरों में बैठे हुए सब दर्शकों को भी उतने ही उत्साह, उमंग से देख रहा हूं, मेरी तरफ से उनका भी स्वागत है।

साथियों,

आज विश्व की दृष्टि भारत पर है, हमारे देश पर है। दुनिया में आप किसी भी देश में जाएं, वहां के लोग भारत को लेकर एक नई जिज्ञासा से भरे हुए हैं। आखिर ऐसा क्या हुआ कि जो देश 70 साल में ग्यारहवें नंबर की इकोनॉमी बना, वो महज 7-8 साल में पांचवे नंबर की इकोनॉमी बन गया? अभी IMF के नए आंकड़े सामने आए हैं। वो आंकड़े कहते हैं कि भारत, दुनिया की एकमात्र मेजर इकोनॉमी है, जिसने 10 वर्षों में अपने GDP को डबल किया है। बीते दशक में भारत ने दो लाख करोड़ डॉलर, अपनी इकोनॉमी में जोड़े हैं। GDP का डबल होना सिर्फ आंकड़ों का बदलना मात्र नहीं है। इसका impact देखिए, 25 करोड़ लोग गरीबी से बाहर निकले हैं, और ये 25 करोड़ लोग एक नियो मिडिल क्लास का हिस्सा बने हैं। ये नियो मिडिल क्लास, एक प्रकार से नई ज़िंदगी शुरु कर रहा है। ये नए सपनों के साथ आगे बढ़ रहा है, हमारी इकोनॉमी में कंट्रीब्यूट कर रहा है, और उसको वाइब्रेंट बना रहा है। आज दुनिया की सबसे बड़ी युवा आबादी हमारे भारत में है। ये युवा, तेज़ी से स्किल्ड हो रहा है, इनोवेशन को गति दे रहा है। और इन सबके बीच, भारत की फॉरेन पॉलिसी का मंत्र बन गया है- India First, एक जमाने में भारत की पॉलिसी थी, सबसे समान रूप से दूरी बनाकर चलो, Equi-Distance की पॉलिसी, आज के भारत की पॉलिसी है, सबके समान रूप से करीब होकर चलो, Equi-Closeness की पॉलिसी। दुनिया के देश भारत की ओपिनियन को, भारत के इनोवेशन को, भारत के एफर्ट्स को, जैसा महत्व आज दे रहे हैं, वैसा पहले कभी नहीं हुआ। आज दुनिया की नजर भारत पर है, आज दुनिया जानना चाहती है, What India Thinks Today.

|

साथियों,

भारत आज, वर्ल्ड ऑर्डर में सिर्फ पार्टिसिपेट ही नहीं कर रहा, बल्कि फ्यूचर को शेप और सेक्योर करने में योगदान दे रहा है। दुनिया ने ये कोरोना काल में अच्छे से अनुभव किया है। दुनिया को लगता था कि हर भारतीय तक वैक्सीन पहुंचने में ही, कई-कई साल लग जाएंगे। लेकिन भारत ने हर आशंका को गलत साबित किया। हमने अपनी वैक्सीन बनाई, हमने अपने नागरिकों का तेज़ी से वैक्सीनेशन कराया, और दुनिया के 150 से अधिक देशों तक दवाएं और वैक्सीन्स भी पहुंचाईं। आज दुनिया, और जब दुनिया संकट में थी, तब भारत की ये भावना दुनिया के कोने-कोने तक पहुंची कि हमारे संस्कार क्या हैं, हमारा तौर-तरीका क्या है।

साथियों,

अतीत में दुनिया ने देखा है कि दूसरे विश्व युद्ध के बाद जब भी कोई वैश्विक संगठन बना, उसमें कुछ देशों की ही मोनोपोली रही। भारत ने मोनोपोली नहीं बल्कि मानवता को सर्वोपरि रखा। भारत ने, 21वीं सदी के ग्लोबल इंस्टीट्यूशन्स के गठन का रास्ता बनाया, और हमने ये ध्यान रखा कि सबकी भागीदारी हो, सबका योगदान हो। जैसे प्राकृतिक आपदाओं की चुनौती है। देश कोई भी हो, इन आपदाओं से इंफ्रास्ट्रक्चर को भारी नुकसान होता है। आज ही म्यांमार में जो भूकंप आया है, आप टीवी पर देखें तो बहुत बड़ी-बड़ी इमारतें ध्वस्त हो रही हैं, ब्रिज टूट रहे हैं। और इसलिए भारत ने Coalition for Disaster Resilient Infrastructure - CDRI नाम से एक वैश्विक नया संगठन बनाने की पहल की। ये सिर्फ एक संगठन नहीं, बल्कि दुनिया को प्राकृतिक आपदाओं के लिए तैयार करने का संकल्प है। भारत का प्रयास है, प्राकृतिक आपदा से, पुल, सड़कें, बिल्डिंग्स, पावर ग्रिड, ऐसा हर इंफ्रास्ट्रक्चर सुरक्षित रहे, सुरक्षित निर्माण हो।

साथियों,

भविष्य की चुनौतियों से निपटने के लिए हर देश का मिलकर काम करना बहुत जरूरी है। ऐसी ही एक चुनौती है, हमारे एनर्जी रिसोर्सेस की। इसलिए पूरी दुनिया की चिंता करते हुए भारत ने International Solar Alliance (ISA) का समाधान दिया है। ताकि छोटे से छोटा देश भी सस्टेनबल एनर्जी का लाभ उठा सके। इससे क्लाइमेट पर तो पॉजिटिव असर होगा ही, ये ग्लोबल साउथ के देशों की एनर्जी नीड्स को भी सिक्योर करेगा। और आप सबको ये जानकर गर्व होगा कि भारत के इस प्रयास के साथ, आज दुनिया के सौ से अधिक देश जुड़ चुके हैं।

साथियों,

बीते कुछ समय से दुनिया, ग्लोबल ट्रेड में असंतुलन और लॉजिस्टिक्स से जुड़ी challenges का सामना कर रही है। इन चुनौतियों से निपटने के लिए भी भारत ने दुनिया के साथ मिलकर नए प्रयास शुरु किए हैं। India–Middle East–Europe Economic Corridor (IMEC), ऐसा ही एक महत्वाकांक्षी प्रोजेक्ट है। ये प्रोजेक्ट, कॉमर्स और कनेक्टिविटी के माध्यम से एशिया, यूरोप और मिडिल ईस्ट को जोड़ेगा। इससे आर्थिक संभावनाएं तो बढ़ेंगी ही, दुनिया को अल्टरनेटिव ट्रेड रूट्स भी मिलेंगे। इससे ग्लोबल सप्लाई चेन भी और मजबूत होगी।

|

साथियों,

ग्लोबल सिस्टम्स को, अधिक पार्टिसिपेटिव, अधिक डेमोक्रेटिक बनाने के लिए भी भारत ने अनेक कदम उठाए हैं। और यहीं, यहीं पर ही भारत मंडपम में जी-20 समिट हुई थी। उसमें अफ्रीकन यूनियन को जी-20 का परमानेंट मेंबर बनाया गया है। ये बहुत बड़ा ऐतिहासिक कदम था। इसकी मांग लंबे समय से हो रही थी, जो भारत की प्रेसीडेंसी में पूरी हुई। आज ग्लोबल डिसीजन मेकिंग इंस्टीट्यूशन्स में भारत, ग्लोबल साउथ के देशों की आवाज़ बन रहा है। International Yoga Day, WHO का ग्लोबल सेंटर फॉर ट्रेडिशनल मेडिसिन, आर्टिफिशियल इंटेलीजेंस के लिए ग्लोबल फ्रेमवर्क, ऐसे कितने ही क्षेत्रों में भारत के प्रयासों ने नए वर्ल्ड ऑर्डर में अपनी मजबूत उपस्थिति दर्ज कराई है, और ये तो अभी शुरूआत है, ग्लोबल प्लेटफॉर्म पर भारत का सामर्थ्य नई ऊंचाई की तरफ बढ़ रहा है।

साथियों,

21वीं सदी के 25 साल बीत चुके हैं। इन 25 सालों में 11 साल हमारी सरकार ने देश की सेवा की है। और जब हम What India Thinks Today उससे जुड़ा सवाल उठाते हैं, तो हमें ये भी देखना होगा कि Past में क्या सवाल थे, क्या जवाब थे। इससे TV9 के विशाल दर्शक समूह को भी अंदाजा होगा कि कैसे हम, निर्भरता से आत्मनिर्भरता तक, Aspirations से Achievement तक, Desperation से Development तक पहुंचे हैं। आप याद करिए, एक दशक पहले, गांव में जब टॉयलेट का सवाल आता था, तो माताओं-बहनों के पास रात ढलने के बाद और भोर होने से पहले का ही जवाब होता था। आज उसी सवाल का जवाब स्वच्छ भारत मिशन से मिलता है। 2013 में जब कोई इलाज की बात करता था, तो महंगे इलाज की चर्चा होती थी। आज उसी सवाल का समाधान आयुष्मान भारत में नजर आता है। 2013 में किसी गरीब की रसोई की बात होती थी, तो धुएं की तस्वीर सामने आती थी। आज उसी समस्या का समाधान उज्ज्वला योजना में दिखता है। 2013 में महिलाओं से बैंक खाते के बारे में पूछा जाता था, तो वो चुप्पी साध लेती थीं। आज जनधन योजना के कारण, 30 करोड़ से ज्यादा बहनों का अपना बैंक अकाउंट है। 2013 में पीने के पानी के लिए कुएं और तालाबों तक जाने की मजबूरी थी। आज उसी मजबूरी का हल हर घर नल से जल योजना में मिल रहा है। यानि सिर्फ दशक नहीं बदला, बल्कि लोगों की ज़िंदगी बदली है। और दुनिया भी इस बात को नोट कर रही है, भारत के डेवलपमेंट मॉडल को स्वीकार रही है। आज भारत सिर्फ Nation of Dreams नहीं, बल्कि Nation That Delivers भी है।

साथियों,

जब कोई देश, अपने नागरिकों की सुविधा और समय को महत्व देता है, तब उस देश का समय भी बदलता है। यही आज हम भारत में अनुभव कर रहे हैं। मैं आपको एक उदाहरण देता हूं। पहले पासपोर्ट बनवाना कितना बड़ा काम था, ये आप जानते हैं। लंबी वेटिंग, बहुत सारे कॉम्प्लेक्स डॉक्यूमेंटेशन का प्रोसेस, अक्सर राज्यों की राजधानी में ही पासपोर्ट केंद्र होते थे, छोटे शहरों के लोगों को पासपोर्ट बनवाना होता था, तो वो एक-दो दिन कहीं ठहरने का इंतजाम करके चलते थे, अब वो हालात पूरी तरह बदल गया है, एक आंकड़े पर आप ध्यान दीजिए, पहले देश में सिर्फ 77 पासपोर्ट सेवा केंद्र थे, आज इनकी संख्या 550 से ज्यादा हो गई है। पहले पासपोर्ट बनवाने में, और मैं 2013 के पहले की बात कर रहा हूं, मैं पिछले शताब्दी की बात नहीं कर रहा हूं, पासपोर्ट बनवाने में जो वेटिंग टाइम 50 दिन तक होता था, वो अब 5-6 दिन तक सिमट गया है।

साथियों,

ऐसा ही ट्रांसफॉर्मेशन हमने बैंकिंग इंफ्रास्ट्रक्चर में भी देखा है। हमारे देश में 50-60 साल पहले बैंकों का नेशनलाइजेशन किया गया, ये कहकर कि इससे लोगों को बैंकिंग सुविधा सुलभ होगी। इस दावे की सच्चाई हम जानते हैं। हालत ये थी कि लाखों गांवों में बैंकिंग की कोई सुविधा ही नहीं थी। हमने इस स्थिति को भी बदला है। ऑनलाइन बैंकिंग तो हर घर में पहुंचाई है, आज देश के हर 5 किलोमीटर के दायरे में कोई न कोई बैंकिंग टच प्वाइंट जरूर है। और हमने सिर्फ बैंकिंग इंफ्रास्ट्रक्चर का ही दायरा नहीं बढ़ाया, बल्कि बैंकिंग सिस्टम को भी मजबूत किया। आज बैंकों का NPA बहुत कम हो गया है। आज बैंकों का प्रॉफिट, एक लाख 40 हज़ार करोड़ रुपए के नए रिकॉर्ड को पार कर चुका है। और इतना ही नहीं, जिन लोगों ने जनता को लूटा है, उनको भी अब लूटा हुआ धन लौटाना पड़ रहा है। जिस ED को दिन-रात गालियां दी जा रही है, ED ने 22 हज़ार करोड़ रुपए से अधिक वसूले हैं। ये पैसा, कानूनी तरीके से उन पीड़ितों तक वापिस पहुंचाया जा रहा है, जिनसे ये पैसा लूटा गया था।

साथियों,

Efficiency से गवर्नमेंट Effective होती है। कम समय में ज्यादा काम हो, कम रिसोर्सेज़ में अधिक काम हो, फिजूलखर्ची ना हो, रेड टेप के बजाय रेड कार्पेट पर बल हो, जब कोई सरकार ये करती है, तो समझिए कि वो देश के संसाधनों को रिस्पेक्ट दे रही है। और पिछले 11 साल से ये हमारी सरकार की बड़ी प्राथमिकता रहा है। मैं कुछ उदाहरणों के साथ अपनी बात बताऊंगा।

|

साथियों,

अतीत में हमने देखा है कि सरकारें कैसे ज्यादा से ज्यादा लोगों को मिनिस्ट्रीज में accommodate करने की कोशिश करती थीं। लेकिन हमारी सरकार ने अपने पहले कार्यकाल में ही कई मंत्रालयों का विलय कर दिया। आप सोचिए, Urban Development अलग मंत्रालय था और Housing and Urban Poverty Alleviation अलग मंत्रालय था, हमने दोनों को मर्ज करके Housing and Urban Affairs मंत्रालय बना दिया। इसी तरह, मिनिस्ट्री ऑफ ओवरसीज़ अफेयर्स अलग था, विदेश मंत्रालय अलग था, हमने इन दोनों को भी एक साथ जोड़ दिया, पहले जल संसाधन, नदी विकास मंत्रालय अलग था, और पेयजल मंत्रालय अलग था, हमने इन्हें भी जोड़कर जलशक्ति मंत्रालय बना दिया। हमने राजनीतिक मजबूरी के बजाय, देश की priorities और देश के resources को आगे रखा।

साथियों,

हमारी सरकार ने रूल्स और रेगुलेशन्स को भी कम किया, उन्हें आसान बनाया। करीब 1500 ऐसे कानून थे, जो समय के साथ अपना महत्व खो चुके थे। उनको हमारी सरकार ने खत्म किया। करीब 40 हज़ार, compliances को हटाया गया। ऐसे कदमों से दो फायदे हुए, एक तो जनता को harassment से मुक्ति मिली, और दूसरा, सरकारी मशीनरी की एनर्जी भी बची। एक और Example GST का है। 30 से ज्यादा टैक्सेज़ को मिलाकर एक टैक्स बना दिया गया है। इसको process के, documentation के हिसाब से देखें तो कितनी बड़ी बचत हुई है।

साथियों,

सरकारी खरीद में पहले कितनी फिजूलखर्ची होती थी, कितना करप्शन होता था, ये मीडिया के आप लोग आए दिन रिपोर्ट करते थे। हमने, GeM यानि गवर्नमेंट ई-मार्केटप्लेस प्लेटफॉर्म बनाया। अब सरकारी डिपार्टमेंट, इस प्लेटफॉर्म पर अपनी जरूरतें बताते हैं, इसी पर वेंडर बोली लगाते हैं और फिर ऑर्डर दिया जाता है। इसके कारण, भ्रष्टाचार की गुंजाइश कम हुई है, और सरकार को एक लाख करोड़ रुपए से अधिक की बचत भी हुई है। डायरेक्ट बेनिफिट ट्रांसफर- DBT की जो व्यवस्था भारत ने बनाई है, उसकी तो दुनिया में चर्चा है। DBT की वजह से टैक्स पेयर्स के 3 लाख करोड़ रुपए से ज्यादा, गलत हाथों में जाने से बचे हैं। 10 करोड़ से ज्यादा फर्ज़ी लाभार्थी, जिनका जन्म भी नहीं हुआ था, जो सरकारी योजनाओं का फायदा ले रहे थे, ऐसे फर्जी नामों को भी हमने कागजों से हटाया है।

साथियों,

 

हमारी सरकार टैक्स की पाई-पाई का ईमानदारी से उपयोग करती है, और टैक्सपेयर का भी सम्मान करती है, सरकार ने टैक्स सिस्टम को टैक्सपेयर फ्रेंडली बनाया है। आज ITR फाइलिंग का प्रोसेस पहले से कहीं ज्यादा सरल और तेज़ है। पहले सीए की मदद के बिना, ITR फाइल करना मुश्किल होता था। आज आप कुछ ही समय के भीतर खुद ही ऑनलाइन ITR फाइल कर पा रहे हैं। और रिटर्न फाइल करने के कुछ ही दिनों में रिफंड आपके अकाउंट में भी आ जाता है। फेसलेस असेसमेंट स्कीम भी टैक्सपेयर्स को परेशानियों से बचा रही है। गवर्नेंस में efficiency से जुड़े ऐसे अनेक रिफॉर्म्स ने दुनिया को एक नया गवर्नेंस मॉडल दिया है।

साथियों,

पिछले 10-11 साल में भारत हर सेक्टर में बदला है, हर क्षेत्र में आगे बढ़ा है। और एक बड़ा बदलाव सोच का आया है। आज़ादी के बाद के अनेक दशकों तक, भारत में ऐसी सोच को बढ़ावा दिया गया, जिसमें सिर्फ विदेशी को ही बेहतर माना गया। दुकान में भी कुछ खरीदने जाओ, तो दुकानदार के पहले बोल यही होते थे – भाई साहब लीजिए ना, ये तो इंपोर्टेड है ! आज स्थिति बदल गई है। आज लोग सामने से पूछते हैं- भाई, मेड इन इंडिया है या नहीं है?

साथियों,

आज हम भारत की मैन्युफैक्चरिंग एक्सीलेंस का एक नया रूप देख रहे हैं। अभी 3-4 दिन पहले ही एक न्यूज आई है कि भारत ने अपनी पहली MRI मशीन बना ली है। अब सोचिए, इतने दशकों तक हमारे यहां स्वदेशी MRI मशीन ही नहीं थी। अब मेड इन इंडिया MRI मशीन होगी तो जांच की कीमत भी बहुत कम हो जाएगी।

|

साथियों,

आत्मनिर्भर भारत और मेक इन इंडिया अभियान ने, देश के मैन्युफैक्चरिंग सेक्टर को एक नई ऊर्जा दी है। पहले दुनिया भारत को ग्लोबल मार्केट कहती थी, आज वही दुनिया, भारत को एक बड़े Manufacturing Hub के रूप में देख रही है। ये सक्सेस कितनी बड़ी है, इसके उदाहरण आपको हर सेक्टर में मिलेंगे। जैसे हमारी मोबाइल फोन इंडस्ट्री है। 2014-15 में हमारा एक्सपोर्ट, वन बिलियन डॉलर तक भी नहीं था। लेकिन एक दशक में, हम ट्वेंटी बिलियन डॉलर के फिगर से भी आगे निकल चुके हैं। आज भारत ग्लोबल टेलिकॉम और नेटवर्किंग इंडस्ट्री का एक पावर सेंटर बनता जा रहा है। Automotive Sector की Success से भी आप अच्छी तरह परिचित हैं। इससे जुड़े Components के एक्सपोर्ट में भी भारत एक नई पहचान बना रहा है। पहले हम बहुत बड़ी मात्रा में मोटर-साइकल पार्ट्स इंपोर्ट करते थे। लेकिन आज भारत में बने पार्ट्स UAE और जर्मनी जैसे अनेक देशों तक पहुंच रहे हैं। सोलर एनर्जी सेक्टर ने भी सफलता के नए आयाम गढ़े हैं। हमारे सोलर सेल्स, सोलर मॉड्यूल का इंपोर्ट कम हो रहा है और एक्सपोर्ट्स 23 गुना तक बढ़ गए हैं। बीते एक दशक में हमारा डिफेंस एक्सपोर्ट भी 21 गुना बढ़ा है। ये सारी अचीवमेंट्स, देश की मैन्युफैक्चरिंग इकोनॉमी की ताकत को दिखाती है। ये दिखाती है कि भारत में कैसे हर सेक्टर में नई जॉब्स भी क्रिएट हो रही हैं।

साथियों,

TV9 की इस समिट में, विस्तार से चर्चा होगी, अनेक विषयों पर मंथन होगा। आज हम जो भी सोचेंगे, जिस भी विजन पर आगे बढ़ेंगे, वो हमारे आने वाले कल को, देश के भविष्य को डिजाइन करेगा। पिछली शताब्दी के इसी दशक में, भारत ने एक नई ऊर्जा के साथ आजादी के लिए नई यात्रा शुरू की थी। और हमने 1947 में आजादी हासिल करके भी दिखाई। अब इस दशक में हम विकसित भारत के लक्ष्य के लिए चल रहे हैं। और हमें 2047 तक विकसित भारत का सपना जरूर पूरा करना है। और जैसा मैंने लाल किले से कहा है, इसमें सबका प्रयास आवश्यक है। इस समिट का आयोजन कर, TV9 ने भी अपनी तरफ से एक positive initiative लिया है। एक बार फिर आप सभी को इस समिट की सफलता के लिए मेरी ढेर सारी शुभकामनाएं हैं।

मैं TV9 को विशेष रूप से बधाई दूंगा, क्योंकि पहले भी मीडिया हाउस समिट करते रहे हैं, लेकिन ज्यादातर एक छोटे से फाइव स्टार होटल के कमरे में, वो समिट होती थी और बोलने वाले भी वही, सुनने वाले भी वही, कमरा भी वही। TV9 ने इस परंपरा को तोड़ा और ये जो मॉडल प्लेस किया है, 2 साल के भीतर-भीतर देख लेना, सभी मीडिया हाउस को यही करना पड़ेगा। यानी TV9 Thinks Today वो बाकियों के लिए रास्ता खोल देगा। मैं इस प्रयास के लिए बहुत-बहुत अभिनंदन करता हूं, आपकी पूरी टीम को, और सबसे बड़ी खुशी की बात है कि आपने इस इवेंट को एक मीडिया हाउस की भलाई के लिए नहीं, देश की भलाई के लिए आपने उसकी रचना की। 50,000 से ज्यादा नौजवानों के साथ एक मिशन मोड में बातचीत करना, उनको जोड़ना, उनको मिशन के साथ जोड़ना और उसमें से जो बच्चे सिलेक्ट होकर के आए, उनकी आगे की ट्रेनिंग की चिंता करना, ये अपने आप में बहुत अद्भुत काम है। मैं आपको बहुत बधाई देता हूं। जिन नौजवानों से मुझे यहां फोटो निकलवाने का मौका मिला है, मुझे भी खुशी हुई कि देश के होनहार लोगों के साथ, मैं अपनी फोटो निकलवा पाया। मैं इसे अपना सौभाग्य मानता हूं दोस्तों कि आपके साथ मेरी फोटो आज निकली है। और मुझे पक्का विश्वास है कि सारी युवा पीढ़ी, जो मुझे दिख रही है, 2047 में जब देश विकसित भारत बनेगा, सबसे ज्यादा बेनिफिशियरी आप लोग हैं, क्योंकि आप उम्र के उस पड़ाव पर होंगे, जब भारत विकसित होगा, आपके लिए मौज ही मौज है। आपको बहुत-बहुत शुभकामनाएं।

धन्यवाद।