ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଔରଙ୍ଗାବାଦରେ ମହାରାଷ୍ଟ୍ର ପ୍ରଦେଶ ଗ୍ରାମୀଣ ଜୀବିକା ମିଶନ (UMED) ଦ୍ୱାରା ଆୟୋଜିତ ଏକ ରାଜ୍ୟସ୍ତରୀୟ ମହିଳା ସକ୍ଷମ ମେଳାକୁ ସମ୍ବୋଧିତ କରିଛନ୍ତି ।
ଉପସ୍ଥିତ ଜନସମୂହଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ନିଜକୁ ଏବଂ ନିଜର ସମୁଦାୟଙ୍କୁ ସଶକ୍ତ କରିବାରେ ଯୋଗଦାନ ଦେଉଥିବା ମହିଳାମାନଙ୍କୁ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଔରଙ୍ଗାବାଦ ଔଦ୍ୟୋଗିକ ନଗର (AURIC) ନିକଟ ଭବିଷ୍ୟତରେ ଦେଶର ଏକ ମହତ୍ୱପୂର୍ଣ୍ଣ ଔଦ୍ୟୋଗିକ କେନ୍ଦ୍ରରେ ପରିଣତ ହେବ । ପ୍ରଧାନମନ୍ତ୍ରୀ କହିଲେ ଯେ ଔରଙ୍ଗାବାଦ ଦିଲ୍ଲୀ-ମୁମ୍ବାଇ ଔଦ୍ୟୋଗିକ କରିଡରର ଏକ ମହତ୍ୱପୂର୍ଣ୍ଣ ଭାଗ ମଧ୍ୟ । ପ୍ରଧାନମନ୍ତ୍ରୀ କହିଲେ ଯେ ଔରଙ୍ଗାବାଦ ଔଦ୍ୟୋଗିକ ନଗର (AURIC)ରେ ନିବେଶ କରୁଥିବା ଫାର୍ମଗୁଡ଼ିକ ମଧ୍ୟ ଅନେକ ଚାକିରି ସୃଷ୍ଟି କରିବେ ।
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆଠ କୋଟି ଏଲପିଜି ସଂଯୋଗ ପ୍ରଦାନ କରାଯିବାର ଉପଲବ୍ଧି ଅବସରରେ ପ୍ରଧାନମନ୍ତ୍ରୀ ପାଞ୍ଚ ଜଣ ଲାଭାର୍ଥୀଙ୍କୁ ଏଲପିଜି ସଂଯୋଗ ମଧ୍ୟ ବିତରଣ କରିଥିଲେ । ଏହି ଉପଲବ୍ଧି ନିର୍ଦ୍ଧାରିତ ଲକ୍ଷ୍ୟ ଧାର୍ଯ୍ୟ ହେବାର ସାତ ମାସ ପୂର୍ବରୁ ପ୍ରାପ୍ତ କରାଯାଇଥିବା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ କେବଳ ମହାରାଷ୍ଟ୍ରରେ 44 ଲକ୍ଷ ଉଜ୍ଜ୍ୱଳା ସଂଯୋଗ ପ୍ରଦାନ କରାଯାଇଛି । ଏହା ସମ୍ଭବ କରିଥିବା ସାଥିମାନଙ୍କୁ ସଲାମ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଉପଲବ୍ଧି ଆମେ ସେହି ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଆମର ଚିନ୍ତା କାରଣରୁ ହାସିଲ କରିପାରିଛୁ ଯେଉଁମାନେ କି ଚୁଲିରୁ ଉଠୁଥିବା ଧୂଆଁରେ ପୀଡିତ ।
ପ୍ରଧାନମନ୍ତ୍ରୀ କହିଲେ ଯେ କେବଳ ସଂଯୋଗ ପ୍ରଦାନ କରାଯାଇନାହିଁ ବରଂ ବିଶେଷ କରି ଗ୍ରାମୀଣ ଭାରତରେ 10,000 ନୂତନ ଏଲପିଜି ବିତରକମାନଙ୍କ ଦ୍ୱାରା ନିର୍ମିତ ଏକ ନୂତନ ଏବଂ ସମଗ୍ର ଏଲପିଜି ଅବସଂରଚନାର ନିର୍ମାଣ କରାଯାଇଛି । “ନୂତନ ବଟଲିଂ କାରଖାନାର ନିର୍ମାଣ କରାଯାଇଛି । ବନ୍ଦର ନିକଟରେ ଟର୍ମିନାଲର କ୍ଷମତାରେ ବୃଦ୍ଧି କରାଯାଇଛି ତଥା ପାଇପ ଲାଇନ ନେଟୱର୍କକୁ ବ୍ୟାପକ କରାଯାଇଛି । ପାଞ୍ଚ କିଲୋଗ୍ରାମ ସିଲିଣ୍ଡରକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ପାଇପ ମାଧ୍ୟମରେ ବି ଗ୍ୟାସର ଆପୂର୍ତ୍ତି କରାଯାଉଛି । ଆମେ ଏହା ସୁନିଶ୍ଚିତ କରିବାକୁ ଚାହୁଁ ଯେ ଗୋଟିଏ ବି ଘର ଯେପରି ଏଲପିଜି ସଂଯୋଗ ବିନା ରହିଯିବ ନାହିଁ ।”
ପ୍ରଧାନମନ୍ତ୍ରୀ କହିଲେ ଯେ ମହିଳାମାନଙ୍କୁ ପାଣି ଆଣିବା ସମ୍ବନ୍ଧିତ ପରିଶ୍ରମର ସମସ୍ୟାରୁ ମୁକ୍ତି ପ୍ରଦାନ କରିବା ପାଇଁ ଜଳ ଜୀବନ ମିଶନର ପ୍ରାରମ୍ଭ କରାଯାଇଛି । “ଜଳ ଜୀବନ ମିଶନରେ ଜଳ ସଂରକ୍ଷଣ କରିବା ଏବଂ ଦ୍ୱାର ମୁଁହରେ ଜଳ ଆପୂର୍ତ୍ତି ସମ୍ମିଳିତ ଅଛି । ଏଥିପାଇଁ ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ।”
ଶ୍ରୀ ରାମ ମନୋହର ଲୋହିଆଙ୍କ ଏହି ବକ୍ତବ୍ୟର ସ୍ମରଣ କରି କି – ଶୌଚାଳୟ ଓ ପାଣି ମହିଳାମାନଙ୍କ ସବୁଠାରୁ ଦୁଇଟି ବଡ ସମସ୍ୟା, ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଦୁଇଟି ସମସ୍ୟା ଯଦି ଦୂର ହୋଇଯିବ ତେବେ ମହିଳାମାନେ ଦେଶକୁ ନେତୃତ୍ୱ ପ୍ରଦାନ କରିପାରିବେ । “ମରାଠାୱାଡା ଅଞ୍ଚଳରେ ଜଳ ଜୀବନ ମିଶନ ଦ୍ୱାରା ଅତ୍ୟନ୍ତ ଲାଭ ହେବାକୁ ଯାଉଛି । ଦେଶର ପ୍ରଥମ ଜଳ ଗ୍ରୀଡର ନିର୍ମାଣ ମରାଠାୱାଡାରେ ହେବାକୁ ଯାଉଛି, ଏହା ଫଳରେ ଏହି କ୍ଷେତ୍ରରେ ଜଳର ଉପଲବ୍ଧତା ବଢ଼ିବ ।”
ସରକାରୀ ଯୋଜନା ମାନଙ୍କରେ ଭାଗିଦାରିତାର ମହତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଲେ କି ସରକାର 60 ବର୍ଷ ଆୟୁ ପ୍ରାପ୍ତ କରୁଥିବା କୃଷକମାନଙ୍କୁ ପେନସନ ପ୍ରଦାନ କରୁଛି । ପ୍ରଧାନମନ୍ତ୍ରୀ କହିଲେ କି ପଶୁମାନଙ୍କ ଟୀକାକରଣ ପାଇଁ ମଧ୍ୟ ଏପରି ପ୍ରୟାସ କରାଯାଉଛି ।
ଆଜୀବିକା-ପ୍ରଧାନମନ୍ତ୍ରୀ କହିଲେ ଯେ ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ମିଶନ ମହିଳାମାନଙ୍କ ପାଇଁ ଧନ ଉପାର୍ଜନର ଅବସର ସୃଷ୍ଟି କରିଥାଏ । ସେ ପୁନଶ୍ଚ କହିଲେ ଯେ କେନ୍ଦ୍ରୀୟ ବଜେଟ 2019ରେ ସ୍ୱୟଂ ସହାୟକ ସମୂହ ପାଇଁ ସୁଧରେ ସବସିଡିର ବିଶେଷ ପ୍ରାବଧାନର ବ୍ୟବସ୍ଥା କରାଯାଇଛି; ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀର ଜନଧନ ଖାତାଧାରକ ମାନେ ମଧ୍ୟ 5,000 ଟଙ୍କାର ଏକ ଓଭରଡ୍ରାଫ୍ଟ ସୁବିଧା ପ୍ରାପ୍ତ କରିବେ ଏବଂ ଏହିପରି ଘରୋଇ ମହାଜନଙ୍କ ସହିତ ସମ୍ପର୍କ କରିବାର ଆବଶ୍ୟକତା ନିବାରଣ ହେବ ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଇଥିବା ଅନ୍ୟାନ୍ୟ ପଦକ୍ଷେପ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ, “ମୁଦ୍ରା ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀରେ ଏକ ଲକ୍ଷ ଟଙ୍କାର ଋଣ ମିଳିବ; ଏହା ଫଳରେ ସେମାନଙ୍କୁ ନୂତନ ଉଦ୍ୟମ ଆରମ୍ଭ କରିବା ତଥା ନିଜର ବ୍ୟବସାୟ ବିକଶିତ କରିବାରେ ସହାୟତା ମିଳିବ । ଏପର୍ଯ୍ୟନ୍ତ 20 କୋଟି ଟଙ୍କାର ଋଣ ବିତରଣ କରାଯାଇ ସାରିଛି, ଯେଉଁଥିରୁ 14 କୋଟି ଟଙ୍କା ମହିଳାମାନଙ୍କୁ ପ୍ରଦାନ କରାଯାଇଛି । ମହାରାଷ୍ଟ୍ରରେ 1.5 କୋଟି ମୁଦ୍ରା ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ 1.25 କୋଟି ହିତାଧିକାରୀ ହେଉଛନ୍ତି ମହିଳା ।”
ପ୍ରଧାନମନ୍ତ୍ରୀ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ମହିଳାମାନଙ୍କ ଭୂମିକାକୁ ଗୁରୁତ୍ୱାରୋପ କରିଥିଲେ । “ଆପଣମାନେ ସାମାଜିକ ପରିବର୍ତ୍ତନର ଏକ ମହତ୍ୱପୂର୍ଣ୍ଣ ଚାଳକ । କନ୍ୟାମାନଙ୍କୁ ରକ୍ଷା କରିବା, ସେମାନଙ୍କୁ ଶିକ୍ଷିତ କରିବା ଏବଂ ସୁରକ୍ଷା ଦେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଆମକୁ ସମାଜର ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାକୁ ହେବ, ଏଥିରେ ମହିଳାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ମୁସଲମାନ ମହିଳାମାନଙ୍କୁ ତିନି ତଲାକ ପରି କୁପ୍ରଥାରୁ ରକ୍ଷା କରାଯାଉଛି । ଆପଣମାନଙ୍କୁ ଏ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବାକୁ ପଡିବ ।”
ଭାରତର ଚନ୍ଦ୍ରଯାନ 2 ମିଶନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, “ଆମ ବୈଜ୍ଞାନିକମାନେ ଏକ ବଡ ଧରଣର ଉପଲବ୍ଧି ହାସଲ କରିବାର ନିଷ୍ପତ୍ତି ନେଇଛନ୍ତି । ଆଜି ମୁଁ ସେମାନଙ୍କ ମଧ୍ୟରେ ଥିଲି; ସେମାନେ ଭାବପ୍ରବଣ ଥିଲେ ମାତ୍ର ସେମାନଙ୍କ ସାହସ ମଧ୍ୟ ଅଦମ୍ୟ । ସେମାନେ ଭୁଲରୁ ଶିକ୍ଷା ଲାଭ କରି ଆଗକୁ ବଢ଼ିବାକୁ ଚାହାନ୍ତି ।”
ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଖୁବଶୀଘ୍ର ଏହାକୁ ଖୋଲାରେ ଶୌଚ କରିବାରୁ ମୁକ୍ତ ଘୋଷଣା କରିବ ।
ସରକାର କେବଳ ଘର ନୁହେଁ ବରଂ ଗୃହ ପ୍ରଦାନ କରିବାକୁ ଚାହାନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ, “ଆମେ ଆପଣମାନଙ୍କୁ ଆପଣମାନଙ୍କ ସ୍ୱପ୍ନର ଘର ଦେବାକୁ ଚାହୁଁ, କେବଳ ଚାରି କାନ୍ଥ ଥିବା ସଂରଚନା ନୁହେଁ । ଆମେ ସେଥିରେ ଅନେକ ସୁବିଧା ପ୍ରଦାନ କରିବାକୁ ଚାହୁଁ । ଆମେ ସୁନିଶ୍ଚିତ ଫର୍ମୁଲା ଅନୁରୂପ କାର୍ଯ୍ୟ କରିଛୁ ଏବଂ ଆମେ ସ୍ଥାନୀୟ ଆବଶ୍ୟକତା ଆଧାରରେ ଘର ଉପଲବ୍ଧ କରାଇଛୁ । ଆମେ ବିଭିନ୍ନ ଯୋଜନାରୁ ମିଳୁଥିବା ଲାଭକୁ ଏକୀକୃତ କରି ସମସ୍ତ ଆଧାରଭୂତ ସୁବିଧା ପ୍ରଦାନ କରିବା ପାଇଁ ପ୍ରୟାସ କରିଛୁ । 1 କୋଟି 80 ଲକ୍ଷ ଘର ପୂର୍ବରୁ ତିଆରି କରାଯାଇ ପ୍ରସ୍ତୁତ ହୋଇରହିଛି । ମୋର ବିଶ୍ୱାସ ଯେ 2022ରେ ଯେତେବେଳେ ଆମେ ଆମର ସ୍ୱାଧୀନତା ଦିବସ ପାଳନ କରୁଥିବା, ଆମେ ସମସ୍ତଙ୍କୁ ଏକ ପକ୍କା ଘର ପ୍ରଦାନ କରିବାର ଚେଷ୍ଟା କରିବା ।”
ଘର ସମ୍ବନ୍ଧୀୟ ବ୍ୟବସ୍ଥା ଉପରେ ପୁନଶ୍ଚ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ, “1.5 ଲକ୍ଷ ଗୃହ ଋଣ ଉପରେ ଋଣ ମୁକ୍ତି ଉପଲବ୍ଧ କରାଯାଇଛି, ଯାହା ଫଳରେ କି ମଧ୍ୟମବର୍ଗଙ୍କ ପାଖରେ ସେମାନଙ୍କ ଘର ଥିବ । ପାରଦର୍ଶିତା ଆଣିବା ଏବଂ ବାଟମାରଣା ରୋକିବା ପାଇଁ ନିର୍ମାଣର ବିଭିନ୍ନ ସୋପାନରେ ଘରର ଫଟୋ ୱେବସାଇଟରେ ପ୍ରକାଶ କରାଯାଇଛି । ଭବନ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଆଣିବା ପାଇଁ ଆମେ ରେରା ଅଧିନିୟମର ନିର୍ମାଣ କରିଛୁ; ଏହି ଅଧିନିୟମକୁ ଅନେକ ପ୍ରଦେଶରେ ଅଧିସୂଚିତ କରାଯାଇଛି, ଏହାର ଅନ୍ତର୍ଗତ ଲକ୍ଷ ଲକ୍ଷ ଫ୍ଲାଟ ନିର୍ମାଣ କରାଯାଉଛି ।”
ସରକାର ଲୁଚିଛପି କାର୍ଯ୍ୟ କରିବାକୁ ଚାହାନ୍ତି ନାହିଁ, ମାତ୍ର ବିକାଶ ପାଇଁ ସମସ୍ତ ଯୋଜନା ମାନଙ୍କୁ ଏକସାଥିରେ ଆଣିବାକୁ ଚାହାନ୍ତି, ଏହା ପ୍ରକାଶ କରି ପ୍ରଧାନମନ୍ତ୍ରୀ ଆଶାପ୍ରକାଶ କରିଥିଲେ ଯେ ଜନସାଧାରଣ ସରକାରୀ ଯୋଜନାର ସଫଳତାରେ ଯୋଗଦାନ ଦେବେ ।
ଶ୍ରୀ ଉମାଜୀ ନାୟକ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ ବୋଲି ପ୍ରକାଶ କରି ପ୍ରଧାନମନ୍ତ୍ରୀ ତାଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ “ଟ୍ରାନ୍ସଫର୍ମିଙ୍ଗ ରୁରାଲ ମହାରାଷ୍ଟ୍ର” ଶୀର୍ଷକ ଏକ ପୁସ୍ତକର ଉନ୍ମୋଚନ କରିଥିଲେ ।
ଏହି ଅବସରରେ ଉପସ୍ଥିତ ଗଣମାନ୍ୟ ଅତିଥିମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂ କୋଶ୍ୟାରୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନଭିସ, କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ତଥା ରେଳମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ମହାରାଷ୍ଟ୍ର ସରକାରଙ୍କ ଗ୍ରାମୀଣ ବିକାଶ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପଙ୍କଜା ମୁଣ୍ଡେ ତଥା ମହାରାଷ୍ଟ୍ର ସରକାରଙ୍କ ଉଦ୍ୟୋଗ ଓ ଖଣି ମନ୍ତ୍ରୀ ଶ୍ରୀ ସୁଭାଷ ଦେଶାଇ ପ୍ରମୁଖ ଉପସ୍ଥିତ ଥିଲେ ।
सभी बहनो को मेरा सादर नमस्कार. आज गौरी-महालक्ष्मी विसर्जन का दिन होने के बावजूद आप सभी इतनी बड़ी संख्या में उपस्थित हो, इस हेतु आप सभी का बहुत बहुत आभार: PM
— PMO India (@PMOIndia) September 7, 2019
आप सभी देश के विकास में, हमारे गांव-देहात को, अपने परिवार को आर्थिक रूप से सशक्त करने में बहुत बड़ी भूमिका निभा रही हैं।
— PMO India (@PMOIndia) September 7, 2019
स्वयं सहायता समूहों के माध्यम से देश को सशक्त करने वाली, नए भारत के निर्माण में जुटी आप सभी बहनों को मैं नमन करता हूं।:PM
आज औरंगाबाद के विकास से जुड़ी एक अहम इमारत का उद्घाटन थोड़ी देर पहले किया गया है। औरंगाबाद इंडस्ट्रियल सिटी की सिग्नेचर बिल्डिंग अब सेवा के लिए तैयार है। नए औरंगाबाद शहर की ये महत्वपूर्ण इमारत होगी। इस इमारत से पूरे औद्योगिक शहर की अनेक व्यवस्थाओं का संचालन होगा।:PM
— PMO India (@PMOIndia) September 7, 2019
औरंगाबाद नया स्मार्ट सिटी तो बन ही रहा है, देश की औद्योगिक गतिविधियों का भी बड़ा सेंटर होने वाला है। दिल्ली मुंबई इंडस्ट्रियल कॉरीडोर का भी ये एक अहम हिस्सा है।:PM
— PMO India (@PMOIndia) September 7, 2019
औरंगाबाद नया स्मार्ट सिटी तो बन ही रहा है, देश की औद्योगिक गतिविधियों का भी बड़ा सेंटर होने वाला है। दिल्ली मुंबई इंडस्ट्रियल कॉरीडोर का भी ये एक अहम हिस्सा है।:PM
— PMO India (@PMOIndia) September 7, 2019
औरंगाबाद आज एक और बहुत बड़ी सिद्धि का साक्षी बन रहा है। ये सिद्धि आपकी है, देश की करोड़ों बहनों की है।:PM
— PMO India (@PMOIndia) September 7, 2019
उज्जवला योजना के तहत 8 करोड़ मुफ्त गैस कनेक्शन देने का जो संकल्प हमने लिया था, वो सिद्ध हुआ है। सिर्फ सिद्ध ही नहीं हुआ बल्कि तय समय से 7 महीने पहले ही लक्ष्य को हमने पा लिया है।:PM
— PMO India (@PMOIndia) September 7, 2019
इन 8 करोड़ कनेक्शन में से करीब 44 लाख अकेले महाराष्ट्र में दिए गए हैं।
— PMO India (@PMOIndia) September 7, 2019
इस उपलब्धि के लिए मैं आप सभी को, देश की हर उस बहन को जिसको धुएं से मुक्ति मिली है, बहुत-बहुत बधाई देता हूं, शुभकामनाएं देता हूं।:PM
मुझे संतोष है कि सरकार बनने के 100 दिन के भीतर ही ये काम पूरा हो गया।:PM
— PMO India (@PMOIndia) September 7, 2019
मुझे संतोष है कि सरकार बनने के 100 दिन के भीतर ही ये काम पूरा हो गया।:PM
— PMO India (@PMOIndia) September 7, 2019
एक बहुत बड़ा इंफ्रास्ट्रक्चर इसके लिए जरूरी था, जिसको बहुत ही कम समय में तैयार किया गया। इसके लिए जो 10 हज़ार नए एलपीजी डिस्ट्रिब्यूटर तैयार किए उनमें से अधिकतर को गांवों में नियुक्त किया गया।:PM
— PMO India (@PMOIndia) September 7, 2019
हमारा प्रयास है कि अब देश में एक भी ऐसा परिवार ना रहे जिसके घर पर LPG कनेक्शन ना पहुंचा हो। इसके साथ-साथ इस योजना को और सुविधाजनक बनाने के लिए 5 किलो के सिलेंडर को भी बढ़ावा दिया जा रहा है। देश के अनेक इलाकों में पाइप से गैस पहुंचाने का काम भी तेज़ी से चल रहा है।:PM
— PMO India (@PMOIndia) September 7, 2019
अब एक बहुत बड़ा मिशन लेकर हम चले हैं, जिसका सीधा सरोकार भी आप सभी से है, देश की बहनों से है। आप सभी बहनों को पानी के लिए कितनी परेशानी उठानी पड़ती है, इसका मुझे ऐहसास है। देश की हर बहन को इस परेशानी से निजात दिलाने के लिए ही जल जीवन मिशन की शुरुआत की गई है।:PM
— PMO India (@PMOIndia) September 7, 2019
इस मिशन के तहत, पानी बचाने के लिए, घर-घर पानी पहुंचाने के लिए पूरा देश संकल्पबद्ध हुआ है। ये तय किया गया है कि आने वाले 5 वर्षों में लगभग साढ़े 3 लाख करोड़ रुपए इस अभियान पर खर्च किए जाएंगे।:PM
— PMO India (@PMOIndia) September 7, 2019
मराठवाड़ा में जो पहला वॉटर ग्रिड बनाया जा रहा है, वो प्रशंसनीय कोशिश है। ये ग्रिड जब तैयार हो जाएगा तो इस क्षेत्र में पानी की उपलब्धता बढ़ जाएगी। हर गांव तक पीने का पानी पहुंचाने, हर खेत तक सिंचाई का पानी पहुंचाने में इससे मदद मिलेगी।:PM
— PMO India (@PMOIndia) September 7, 2019
किसानों को सिंचाई की सुविधा देने से लेकर अनेक कदम केंद्र और राज्य की सरकारें उठा रही हैं। हर किसान परिवार के बैंक अकाउंट में सीधी मदद, 60 वर्ष की आयु के बाद किसानों को पेंशन की सुविधा, पशुधन को स्वस्थ रखने के लिए टीकाकरण अभियान, ऐसे अनेक प्रयास किए जाए रहे हैं।:PM
— PMO India (@PMOIndia) September 7, 2019
दीन दयाल उपाध्याय ग्रामीण आजीविका मिशन के माध्यम से महिलाओं के लिए उद्यमशीलता के नए अवसर बनाए जा रहे हैं। नए भारत में हम महिला कल्याण से आगे निकलकर महिलाओं की अगुवाई में राष्ट्र कल्याण की सोच लेकर आगे बढ़ रहे हैं।:PM
— PMO India (@PMOIndia) September 7, 2019
यही कारण है कि इस वर्ष के बजट में स्वयं सहायता समूहों के लिए महत्वपूर्ण घोषणा की गई है। महिला स्व-सहायता समूहों के लिए ब्याज पर जो सब्सिडी मिलती थी, उसको अब पूरे देश में लागू किया जा रहा है।:PM
— PMO India (@PMOIndia) September 7, 2019
इसी तरह समूह की जिन सदस्यों के पास जन-धन बैंक खाता है, उनको 5 हज़ार रुपए तक के ओवर ड्राफ्ट की अतिरिक्त सुविधा मिलेगी। :PM
— PMO India (@PMOIndia) September 7, 2019
इसी तरह मुद्रा योजना के तहत भी हर स्व-सहायता समूह की एक महिला सदस्य को 1 लाख रुपये तक का कर्ज मिलेगा। इससे आपको अपना कारोबार शुरू करने या फिर उसे बढ़ाने में मदद मिलेगी।:PM
— PMO India (@PMOIndia) September 7, 2019
मुद्रा योजना बहनों को उद्यमी बनाने में अहम भूमिका निभा रही है। योजना के तहत अभी तक देशभर में करीब 20 करोड़ ऋण बांटे गए हैं। इनमें से लगभग 14 करोड़ ऋण बहनों –बेटियों को मिले हैं। महाराष्ट्र में भी मुद्रा योजना के डेढ़ करोड़ लाभार्थियों में से सवा करोड़ लाभार्थी, महिलाएं ही हैं:PM
— PMO India (@PMOIndia) September 7, 2019
स्वयं सहायता समूह के रूप में आप आर्थिक सशक्तिकरण के मजबूत माध्यम तो हैं ही, आप सामाजिक परिवर्तन की भी अहम प्रहरी हैं। बेटियों का जीवन बचाने से लेकर उनकी पढ़ाई और उनके लिए सुरक्षित माहौल बनाने के लिए सरकार ने अनेक कदम उठाए हैं।:PM
— PMO India (@PMOIndia) September 7, 2019
लेकिन सिर्फ सरकारी योजना और कानून ही काफी नहीं है। हमें बेटियों के प्रति समाज की सोच में व्यापक परिवर्तन लाने की जरूरत है। इसमें आप बहनों-बेटियों की भूमिका भी अहम है।:PM
— PMO India (@PMOIndia) September 7, 2019
हाल में आपने देखा है कि मुस्लिम बहनों को तीन तलाक की कुरीति से निजात दिलाने के लिए एक कड़ा कानून बनाया गया है। अब आपको समाज के भीतर इस कानून को लेकर जागरूकता फैलानी है।:PM
— PMO India (@PMOIndia) September 7, 2019
जब ईमानदारी से काम किया जाता है, जब साफ नीयत से काम किया जाता है, तो प्रयासों में भी कोई कमी नहीं रहती।
— PMO India (@PMOIndia) September 7, 2019
आप सभी चंद्रयान को लेकर जो हुआ, उससे परिचित होंगे।:PM
आप सभी चंद्रयान को लेकर जो हुआ, उससे परिचित होंगे। हमारे वैज्ञानिकों ने एक बड़ा लक्ष्य हासिल करने का प्रयास किया था लेकिन उसमें एक बाधा आ गई। इस मिशन के लिए वैज्ञानिक काफी समय से मेहनत कर रहे थे।:PM
— PMO India (@PMOIndia) September 7, 2019
कल रात और आज सुबह मैं उनके बीच था। वो भावुक थे, लेकिन साथ-साथ ही बुलंद हौसले से भरे हुए थे कि अब और तेजी से काम करना है, जो हुआ उससे सबक लेकर, सीखकर आगे बढ़ना है।
— PMO India (@PMOIndia) September 7, 2019
इसरो जैसी प्रतिबद्धता के साथ ही देश को आगे बढ़ाया जा सकता है, लोगों के जीवन को आसान बनाया जा सकता है।PM
अलग-अलग क्षेत्रों में ऐसे ही लगनशील लोगों की प्रतिबद्धता के चलते देश के हर गांव तक बिजली पहुंचाना, 8 करोड़ परिवारों को गैस कनेक्शन देना, ऐसे अनेक काम समय से पहले पूरे हो चुके हैं। अब बहुत जल्द पूरा देश खुद को खुले में शौच से मुक्त घोषित करने की तरफ बढ़ रहा है।:PM
— PMO India (@PMOIndia) September 7, 2019
मुझे विश्वास है कि 2022 में, जब हम आजादी के 75 वर्ष का पर्व मनाएंगे, तब के लिए हमने जो संकल्प हमने लिए हैं, वो जरूर पूरे होंगे।:PM
— PMO India (@PMOIndia) September 7, 2019
2022 तक हर गरीब को पक्की छत देने के लक्ष्य की तरफ हम तेज़ी से आगे बढ़ रहे हैं। अब तक देश के गांवों और शहरों में लगभग 1 करोड़ 80 लाख घर बन चुके हैं।:PM
— PMO India (@PMOIndia) September 7, 2019
सबसे पहले तो मैं ये बताना चाहता हूं कि हम इस बात को समझते थे हमें houses नहीं, बल्कि homes का निर्माण करना है, चारदीवारी से घिरे मकान नहीं, आपके सपनों का घर बनाना है।:PM
— PMO India (@PMOIndia) September 7, 2019
हमारी सरकार ने जो घर बनवाए, उसके लिए कोई फिक्स्ड फॉर्मूला नहीं अपनाया कि जो कागज पर ढाल दिया, वैसे ही घर पूरे देश में बनाने हैं। बल्कि इसके विपरीत हमने घरों के निर्माण में स्थानीय जरूरतों और वहां के लोगों की इच्छा का भी ख्याल रखा। :PM
— PMO India (@PMOIndia) September 7, 2019
घर में सभी प्रकार की बुनियादी सुविधाएं उपलब्ध हों, इसके लिए हमने विभिन्न सरकारी योजनाओं को एक साथ जोड़ दिया। ताकि उन घरों में बिजली, गैस कनेक्शन, शौचालय और ऐसी तमाम सुविधाएं भी साथ के साथ मिल सकें। :PM
— PMO India (@PMOIndia) September 7, 2019
हमने उन लोगों के सपनों को भी बल देने की कोशिश की, जो अपना घर खुद खरीदने की इच्छा रखते हैं। सस्ते मकानों को और बढ़ावा देने के लिए सरकार ने होम लोन पर डेढ़ लाख रुपये के ब्याज पर आयकर में अतिरिक्त छूट का प्रावधान किया।:PM
— PMO India (@PMOIndia) September 7, 2019
रियल एस्टेट के क्षेत्र में पारदर्शिता की बहुत कमी थी। इससे घर खरीदने वालों को भारी दिक्कतों का सामना करना पड़ रहा था। सरकार ने रेरा कानून लाकर घर खरीदने वालों के मन में विश्वास भरने का काम किया है।:PM
— PMO India (@PMOIndia) September 7, 2019
कुल मिलाकर देखें तो घर को लेकर हमने हॉलिस्टिक अप्रोच से काम किया है। अगर हम अलग-अलग एक-एक योजना के साथ सामने आते, तो इतनी बड़ी सफलता मिलना मुश्किल था। बड़े पैमाने पर समाधान तभी संभव है जब सारे विभाग, सारे फैसले, एक बड़े लक्ष्य को सोचकर किए जाएं।:PM
— PMO India (@PMOIndia) September 7, 2019
सारे मंत्रालय और सारी योजनाएं मिलकर एक ट्रैक पर काम करें। यही हमारी सरकार के कामकाज की पहचान रही है। टुकड़ों में नहीं समग्रता में सोचो और सबको इकट्ठा करके काम करो।:PM
— PMO India (@PMOIndia) September 7, 2019
पिछले 5 वर्षों में स्वच्छता से लेकर बैंक से लेनदेन तक, समाज के व्यवहार में परिवर्तन के जितने भी जनआंदोलन हुए हैं, उसमें आप सभी ने बढ़-चढ़कर योगदान दिया है।:PM
— PMO India (@PMOIndia) September 7, 2019
यही कारण है कि आने वाले 5 वर्षों के लिए भी जो संकल्प लिए गए हैं, उनकी सिद्धि के लिए आप पर मुझे बहुत भरोसा है।
— PMO India (@PMOIndia) September 7, 2019
ये विश्वास निरंतर मजबूत होगा, इसी कामना के साथ आपका बहुत बहुत आभार।:PM