"ଯେତେବେଳେ ସଂସଦର ନୂଆ ଅଧିବେଶନ ଆରମ୍ଭ ହୁଏ ,ତୋ ନୂଆ ସାଂସଦମାନଙ୍କୁ ଆବାସ ସମ୍ପର୍କରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମତେ ଖୁସି ଲାଗୁଛି ଯେ ,ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରୟାସ କରାଯାଇଛି : ପ୍ରଧାନମନ୍ତ୍ରୀ "
"ଏଥର ସଂସଦ ଅଧିବେଶନରେ ଭଲ ପ୍ରଦର୍ଶନ ହୋଇଛି ,ମୁଁ ସେଥିପାଇଁ ସମସ୍ତ ସାଂସଦ ,ଦଳ ଏବଂ ପ୍ରିଜାଇଡିଙ୍ଗ ଅଧିକାରୀମାନଙ୍କ ପ୍ରଶଂସା କରୁଛି :ପ୍ରଧାନମନ୍ତ୍ରୀ ମୋଦୀ "
"ଯେତେବେଳେ ଆମେ 2022 ରେ ସ୍ୱାଧୀନତାର 75 ବର୍ଷ ପାଳନ କରିବା ,ତୋ ସଂସଦୀୟ ପରିସରକୁ ମଧ୍ୟ କିଛି ପରିବର୍ତ୍ତନ କରିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ "

ପ୍ରଧାନମନ୍ତ୍ରୀ ମୋଦୀ ସାଂସଦମାନଙ୍କ ପାଇଁ ଆବାସ ସୁବିଧାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ,ଯେତେବେଳେ ସଂସଦର ନୂଆ ଅଧିବେଶନ ଆରମ୍ଭ ହୁଏ ,ତୋ ନୂଆ ସାଂସଦମାନଙ୍କୁ ଆବାସ ସମ୍ପର୍କୀ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମତେ ଖୁସି ଲାଗୁଛି ଯେ ,ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରୟାସ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,ଯେତେବେଳେ ଆମେ 2022 ରେ ସ୍ୱାଧୀନତାର 75 ବର୍ଷ ପାଳନ କରିବା ,ତୋ ସଂସଦୀୟ ପରିସରକୁ ମଧ୍ୟ କିଛି ପରିବର୍ତ୍ତନ କରିବାକୁ ପଡ଼ିବ ।

 

 

 

 

Click here to read full text speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
In young children, mother tongue is the key to learning

Media Coverage

In young children, mother tongue is the key to learning
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 11, 2024
December 11, 2024

PM Modi's Leadership Legacy of Strategic Achievements and Progress