ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ପୁନରୁତ୍ଥାନ ଲାଗି ଶିକ୍ଷା କ୍ଷେତ୍ରରେ ଏକାଡେମିକ ନେତୃତ୍ୱ ସଂକ୍ରାନ୍ତ ଏକ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ।
ସେ କହିଥିଲେ ଯେ ଯେତେବେଳେ କୌଣସି ପୁନରୁତ୍ଥାନ କିମ୍ବା ପୁନର୍ଜାଗରଣ ବିଷୟରେ ଚିନ୍ତା କରିଥାଏ ତ’ ପ୍ରଥମ ଚିତ୍ର ଯାହା ମନକୁ ଆସିଥାଏ, ତାହା ସ୍ୱାମୀ ବିବେକାନନ୍ଦଙ୍କର ହୋଇଥାଏ, ଯିଏ ବିଶ୍ୱ ସମ୍ମୁଖରେ ଭାରତୀୟ ବିଚାର ଶକ୍ତିକୁ ପ୍ରଦର୍ଶନ କରିଥିଲେ ।
ଶିକ୍ଷା ତତ୍ତ୍ଵ ରୂପରେ ଆତ୍ମନିର୍ଭରଶୀଳତା, ଚରିତ୍ର ନିର୍ମାଣ ଏବଂ ମାନବୀୟ ମୂଲ୍ୟବୋଧ ଉପରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଗୁରୁତ୍ୱ ଦିଆଯିବାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଶିକ୍ଷା କ୍ଷେତ୍ରରେ ନବସୃଜନ ଏକ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ଵ ହୋଇସାରିଛି ।
ପ୍ରାଚୀନ ଗ୍ରନ୍ଥ, ବେଦକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିନା କୌଣସି ଜ୍ଞାନରେ ଆମ ସମାଜ,ଆମ ଦେଶ, ଏପରିକି ଆମ ଜୀବନର କଳ୍ପନା ମଧ୍ୟ କରିପାରିବା ନାହିଁ । ସେ କହିଥିଲେ ଯେ ତକ୍ଷଶିଳା,ନାଳନ୍ଦା ଏବଂ ବିକ୍ରମଶିଳା ଭଳି ଆମର ପ୍ରାଚୀନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଜ୍ଞାନ ବ୍ୟତୀତ ଉଦ୍ଭାବନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିଲା । ପ୍ରଧାନମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ବାବା ଭୀମରାଓ ଆମ୍ବେଦକର,ଦୀନଦୟାଲ ଉପାଧ୍ୟୟ ଏବଂ ଡ. ରାମମନୋହର ଲୋହିଆଙ୍କ ବିଚାର ବିଷୟରେ ମଧ୍ୟ ସ୍ମରଣ କରାଇଦେଇଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଆଜି କୌଣସି ଦେଶ କିମ୍ବା ବ୍ୟକ୍ତି ଏକୁଟିଆ ହୋଇ ତିଷ୍ଠି ରହିପାରିବ ନାହିଁ । ସେ “ବିଶ୍ୱ ନାଗରିକ” କିମ୍ବା “ବିଶ୍ୱ ଗ୍ରାମ” ଦୃଷ୍ଟିରୁ ଚିନ୍ତା କରିବାର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଯେଉଁ ଆହ୍ୱାନ ଆଜି ଆମ ସମ୍ମୁଖରେ ରହିଛି,ଏହାର ସମାଧାନ ଖୋଜିବା ଲାଗି ଆମର ବିଶ୍ୱବିଦ୍ୟାଳୟ କିମ୍ବା ଆମ ମହାବିଦ୍ୟାଳୟଗୁଡ଼ିକୁ ଲାଭ ଉଠାଇବାର ଆବଶ୍ୟକତା ରହିଛି ।
ସେ କହିଥିଲେ ଯେ ଆମକୁ “ସଂସ୍ଥାନଗୁଡ଼ିକରେ ଉଦ୍ଭାବନ ଏବଂ ବିକାଶକୁ ପ୍ରୋତ୍ସାହନ ଦେଉଥିବା ସ୍ଥିତିଗୁଡ଼ିକୁ ପରସ୍ପର ସହ ଯୋଡ଼ିବା”କୁ ହେବ । ସେ ଛାତ୍ରଛାତ୍ରୀଙ୍କୁ ନିଜ ଶ୍ରେଣୀର ଜ୍ଞାନକୁ ଦେଶର ଆକାଂକ୍ଷା ସହିତ ଯୋଡ଼ିବା ଲାଗି ଆହ୍ୱାନ କରିଥିଲେ । ସେ ଅଟଳ ନବୋନ୍ଵେଷ ପ୍ରୟୋଗଶାଳାବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଛାତ୍ରଛାତ୍ରୀଙ୍କୁ ଉଦ୍ଭାବନ ଲାଗି ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିଷ୍ଠା କରାଯାଇଛି ।
ସେ ଶିକ୍ଷାର ମୌଳିକ ଭିତ୍ତିଭୂମିରେ ସୁଧାର ଆଣିବା ଲାଗି ରାଜ୍ୟ-ଭିତ୍ତିଭୂମି ଏବଂ ଶିକ୍ଷା ପଦ୍ଧତିର ପୁନରୁଦ୍ଧାର କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ । ସେ ଉଚ୍ଚତର ଶିକ୍ଷା ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ ସମାଜ ପାଇଁ ଭଲ ଶିକ୍ଷକ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ବିଦ୍ୱାନ ଏବଂ ଛାତ୍ରଛାତ୍ରୀ ଡିଜିଟାଲ ସାକ୍ଷରତାର ପ୍ରସାର କରିବା ଏବଂ ସରକାରୀ କାର୍ଯ୍ୟକ୍ରମ ପାଇଁ ଅଧିକ ସଚେତନତା ସୃଷ୍ଟିର ଦାୟିତ୍ୱ ନେଇପାରିବ, ଯାହାଦ୍ୱାରା ଜୀବନର ସ୍ଥିତିରେଉନ୍ନତି ଆସିପାରିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବକମାନେ “ବ୍ରାଣ୍ଡ ଇଣ୍ଡିଆ”କୁ ଏକ ବିଶ୍ୱସ୍ତରୀୟ ପରିଚୟ ଦେଇଛନ୍ତି । ସେମାନେ ଷ୍ଟାର୍ଟଅପ ଇଣ୍ଡିଆ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଏବଂ ସ୍କିଲ ଇଣ୍ଡିଆ ଭଳି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହାର ଉଦ୍ଦେଶ୍ୟ ଯୁବ ପ୍ରତିଭାର ବିକାଶ କରିବା ।
ज्ञान और शिक्षा सिर्फ किताबी नहीं हो सकते हैं।
— PMO India (@PMOIndia) September 29, 2018
शिक्षा का मकसद व्यक्ति के हर आयाम का संतुलित विकास करना है और संतुलित विकास Innovation के बिना संभव नहीं है।
हमारे प्राचीन तक्षशिला, नालंदा, विक्रमशिला जैसे विश्वविद्यालयों में ज्ञान के साथ INNOVATION पर भी ज़ोर दिया जाता था: PM
हमें एक और वास्तविकता को स्वीकार करना होगा कि आज दुनिया में कोई भी देश, समाज या व्यक्ति isolate होकर नहीं रह सकता।
— PMO India (@PMOIndia) September 29, 2018
हमें ‘ग्लोबल सिटीजन और ग्लोबल विलेज’ के दर्शन पर सोचना ही होगा।
और ये दर्शन तो हमारे संस्कारों में प्राचीन काल से ही मौजूद है: PM
उच्च शिक्षा हमें
— PMO India (@PMOIndia) September 29, 2018
उच्च विचार,
उच्च आचार,
उच्च संस्कार और
उच्च व्यवहार के साथ ही समाज की समस्याओं का
उच्च समाधान भी उपलब्ध करती है।
मेरा आग्रह है कि विद्यार्थियों को कालेज, यूनीविर्सिटी के क्लास रुम में तो ज्ञान दें हीं लेकिन उन्हें देश की आकांक्षाओं से भी जोड़ें: PM
इसी मार्ग पर चलते हुए केंद्र सरकार की भी यही कोशिश है कि हम हर स्तर पर देश की आवश्यकताओं में शिक्षण संस्थानों को भागीदार बनाएं।
— PMO India (@PMOIndia) September 29, 2018
इसी विजन के साथ हमने अटल टिंकरिंग लैब की शुरुआत की है। इसमें स्कूली बच्चों में Innovation की प्रवृत्ति बढ़ाने पर फोकस किया जा रहा है: PM
हमारी सरकार शिक्षा जगत में निवेश पर भी ध्यान दे रही है।
— PMO India (@PMOIndia) September 29, 2018
शिक्षा का इंफ्रास्ट्रक्चर बेहतर बनाने के लिए RISE यानि Revitalisation of Infrastructure and Systems in Education कार्यक्रम शुरु किया गया है।
इसके जरिए वर्ष 2022 तक एक लाख करोड़ रुपए खर्च करने का लक्ष्य रखा गया है: PM
सरकार ने HEFA- यानि HIGHER EDUCATION FUNDING AGENCY की स्थापना भी की है जो उच्च शिक्षण संस्थाओं के गठन में आर्थिक सहायता मुहैया कराएगी।
— PMO India (@PMOIndia) September 29, 2018
सरकार ने राष्ट्रीय उच्चतर शिक्षा अभियान का बजट भी बढ़ाने का निर्णय लिया है: PM
हमने IIM जैसे संस्थानों को स्वायत्ता देकर इसकी शुरुआत कर दी है।
— PMO India (@PMOIndia) September 29, 2018
अब IIM को अपने कोर्स करिकुलम, टीचर अपाइंटमेंट, बोर्ड मेंबर अपाइंटमेंट, एक्सपेंशन, खुद तय करने की शक्ति मिल गई है।
सरकार की इनमें अब कोई भूमिका नहीं होगी। भारत में उच्च शिक्षा से जुड़ा ये एक अभूतपूर्व फैसला है: PM
हाल ही में UGC ने ग्रेडेड एटॉनॉमी रेग्यूलेशंस भी जारी किए हैं।
— PMO India (@PMOIndia) September 29, 2018
इसका उद्देश्य शिक्षा के स्तर को सुधारना तो है ही, इससे उन्हें सर्वश्रेष्ठ बनने में भी मदद मिलेगी।
इस रेग्यूलेशन की वजह से देश में 60 Higher Education Institutes और Universities को ग्रेडेड अटॉनॉमी मिली है: PM
मेरी कोशिश रहती है कि जहां कहीं भी मैं कॉन्वोकेशन में जाऊं, तो वहां पर 40-50 गरीब बच्चों को भी उस कार्यक्रम में बुलाया जाए।
— PMO India (@PMOIndia) September 29, 2018
ये बच्चे आते हैं, देखते हैं कि कैसे बड़े भैया,बड़ी दीदी डिग्रियां लेकर खुश हो रहे हैं, उनका सम्मान किया जा रहा है, तो उन्हें भी प्रेरणा मिलती है: PM