QuotePM Modi says that his government is focussing on Jan Dhan, Van Dhan and Gobar Dhan
QuoteGuided by Sardar Patel, Pritamrai Desai Ji worked on cooperative housing in a big way in Ahmedabad. These efforts gave wings to the aspirations of several people: PM in Anand
QuoteAmul is not only about milk processing. This is an excellent model of empowerment, says PM Modi
QuoteSardar Patel worked on cooperative housing in a big way: PM Modi
QuoteToday, the time has come to give importance to innovation and value addition: PM Modi in Anand

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ଆନନ୍ଦଠାରେ ଅମୂଲର ଅତ୍ୟାଧୂନିକ ଚକୋଲେଟ ପ୍ରକଳ୍ପ ସହିତ ଆଧୂନିକ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରର ଉଦଘାଟନ କରିଥିଲେ । ସେ ଚକୋଲେଟ ପ୍ରକଳ୍ପକୁ ବୁଲି ଦେଖିଥିଲେ ଏବଂ ଏହି ଅବସରରେ ସେଠାରେ ଉପଯୋଗ କରାଯାଇଥିବା ବିଭିନ୍ନ ଜ୍ଞାନ କୌଶଳ ଏବଂ ପ୍ରସ୍ତୁତ ହେଉଥିବା ବିଭିନ୍ନ ଉତ୍ପାଦ ବିଷୟରେ ତାଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ।

|

ଏହି ଅବସରରେ ସେଠାରେ ଅନେକ ସଂଖ୍ୟାରେ ଜନସମାବେଶ ପାଇଁ ସେ ଆନନ୍ଦର ଲୋକମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

|

ସେ କହିଥିଲେ ଯେ ଆଜି ଯେଉଁ ପ୍ରକଳ୍ପଗୁଡିକର ଉଦଘାଟନ କରାଯାଇଛି ସେଗୁଡିକ ସମବାୟ କ୍ଷେତ୍ର ପାଇଁ ଶୁଭଙ୍କର । ସେ କହିଥିଲେ ଯେ ଅମୂଲ ବ୍ରାଣ୍ଡ ସମଗ୍ର ବିଶ୍ୱରେ ସୁପରିଚିତ ଏବଂ ଏହା ବୈଶ୍ୱିକ ସ୍ତରରେ ପ୍ରେରଣାର ଉତ୍ସ ହୋଇପାରିଛି । ସେ କହିଥିଲେ ଯେ ଅମୂଲର ସଂପର୍କ କେବଳ ଦୁଗ୍ଧ ପ୍ରକ୍ରୀୟାକରଣ ସହିତ ନୁହେଁ ବରଂ ସଶକ୍ତିକରଣର ମଧ୍ୟ ଏକ ଜ୍ୱଳନ୍ତ ମଡେଲ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମବାୟ କ୍ଷେତ୍ରଗୁଡିକ ଜରିଆରେ ସର୍ଦ୍ଦାର ପଟେଲ ଏଭଳି ଏକ ମାର୍ଗ ପ୍ରଦର୍ଶନ କରିଛନ୍ତି ଯେଉଁଥିରେ ନା କୌଣସି ସରକାର ଏବଂ ନା କୌଣସି ଉଦ୍ୟୋଗପତିଙ୍କର ଅଧିକାରସ୍ଵତ୍ତ୍ୱ ରହିଛି । ସେ କହିଥିଲେ ଯେ ଏହା ଏକ ଅନନ୍ୟ ମଡେଲ ଯେଉଁଠି ଲୋକମାନଙ୍କୁ ଗୁରୁତ୍ୱ ପ୍ରଦାନ କରାଯାଏ । ସେ କହିଥିଲେ ଯେ ଗୁଜରାଟରେ ସମବାୟ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଲୋକମାନଙ୍କୁ ବିଶେଷତଃ କୃଷକମାନଙ୍କୁ ସହାୟତା କରିପାରିଛି । ସହରୀ ବିକାଶ ଉପରେ ସର୍ଦ୍ଦାର ପଟେଲଙ୍କ ଗୁରୁତ୍ୱ ପ୍ରଦାନ କରିଥିବା କଥାକୁ ସେ ସ୍ମରଣ କରିଥିଲେ ।

|

2022 ରେ ଭାରତ ସ୍ୱାଧୀନତାର 75ତମ ବାର୍ଷିକ ଉତ୍ସବ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରୁଛି କିନ୍ତୁ ଆହୁରୀ ସର୍ବୋତ୍ତମ ପ୍ରଦର୍ଶନ ମଧ୍ୟ କରିପାରିବ । ସେ କହିଥିଲେ ଯେ ଅଭିନବୀକରଣ ଏବଂ ମୂଲ୍ୟସମ୍ବର୍ଦ୍ଧନ ଉପରେ ଗୁରୁତ୍ୱ ପ୍ରଦାନ କରିବାର ସମୟ ଆସିଯାଇଛି । ଏହି ପ୍ରସଙ୍ଗରେ ସେ ମହୁ ଉତ୍ପାଦନ ଉପରେ ମଧ୍ୟ ଆଲୋଚନା କରିଥିଲେ ।

|

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
How has India improved its defence production from 2013-14 to 2023-24 since the launch of

Media Coverage

How has India improved its defence production from 2013-14 to 2023-24 since the launch of "Make in India"?
NM on the go

Nm on the go

Always be the first to hear from the PM. Get the App Now!
...
PM Modi pays tribute to Shree Shree Harichand Thakur on his Jayanti
March 27, 2025

The Prime Minister, Shri Narendra Modi paid tributes to Shree Shree Harichand Thakur on his Jayanti today. Hailing Shree Thakur’s work to uplift the marginalised and promote equality, compassion and justice, Shri Modi conveyed his best wishes to the Matua Dharma Maha Mela 2025.

In a post on X, he wrote:

"Tributes to Shree Shree Harichand Thakur on his Jayanti. He lives on in the hearts of countless people thanks to his emphasis on service and spirituality. He devoted his life to uplifting the marginalised and promoting equality, compassion and justice. I will never forget my visits to Thakurnagar in West Bengal and Orakandi in Bangladesh, where I paid homage to him.

My best wishes for the #MatuaDharmaMahaMela2025, which will showcase the glorious Matua community culture. Our Government has undertaken many initiatives for the Matua community’s welfare and we will keep working tirelessly for their wellbeing in the times to come. Joy Haribol!

@aimms_org”