QuotePM Modi inaugurates the Amma Two Wheeler Scheme in Chennai, pays tribute to Jayalalithaa ji
QuoteWhen we empower women in a family, we empower the entire house-hold: PM Modi
QuoteWhen we help with a woman's education, we ensure that the family is educated: PM
QuoteWhen we secure her future, we secure future of the entire home: PM Narendra Modi

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଚେନ୍ନାଇରେ ଆମ୍ମା ଦୁଇଚକିଆ ଯାନ ସ୍କିମ ଶୁଭାରମ୍ଭ କଲେ । ସେଲ୍ଭି ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ ମହିଳା ସଶକ୍ତିକରଣ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କଲେ । ସେ କହିଲେ ,''ଯେତେବେଳେ ଆମେ ପରିବାରରେ ମହିଳାଙ୍କୁ ସଶକ୍ତ କରାଇଥାଉ, ଆମେ ପୁରା ପରିବାରକୁ ସଶକ୍ତ କରିଥାଉ । ଯେତେବେଳେ ଆମେ ମହିଳାଙ୍କ ଶିକ୍ଷାରେ ସହାୟତା କରିଥାଉ, ଆମେ ପୁରା ପରିବାରକୁ ଶିକ୍ଷିତ କରାଇଥାଉ । ଯେତେବେଳେ ଆମେ ମହିଳାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଉପଲବ୍ଧ କରାଇଥାଉ, ପୁରା ପରିବାରକୁ ସୁସ୍ଥ ରଖିବାରେ ସହାୟତା କରିଥାଉ ।

|

 

|

ଯେତେବେଳେ ଆମେ ତା’ର ଭବିଷ୍ୟତ ସୁରକ୍ଷିତ କରିଥାଉ, ସେତେବେଳେ ଆମେ ପୁରା ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିଥାଉ । ଆମେ ଏବେ ସେହି ଦିଗରେ କାର୍ଯ୍ୟ କରୁଛେ ।

|

 

 

Click here to read PM's speech

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
‘Benchmark deal…trade will double by 2030’ - by Piyush Goyal

Media Coverage

‘Benchmark deal…trade will double by 2030’ - by Piyush Goyal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief on school mishap at Jhalawar, Rajasthan
July 25, 2025

The Prime Minister, Shri Narendra Modi has expressed grief on the mishap at a school in Jhalawar, Rajasthan. “My thoughts are with the affected students and their families in this difficult hour”, Shri Modi stated.

The Prime Minister’s Office posted on X:

“The mishap at a school in Jhalawar, Rajasthan, is tragic and deeply saddening. My thoughts are with the affected students and their families in this difficult hour. Praying for the speedy recovery of the injured. Authorities are providing all possible assistance to those affected: PM @narendramodi”