ପ୍ରଧାନମନ୍ତ୍ରୀ ମୋଦୀ ସ୍ଵିଡେନ ପ୍ରଧାନମନ୍ତ୍ରୀ ଷ୍ଟେଫାନ ଲୱେନଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ଦୁଇ ନେତା ଗୁରୁତ୍ୱପୂର୍ଣ୍ଣ ବୈଶ୍ଵିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏବଂ ଭାରତ ଓ ସ୍ଵିଡେନ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବଢ଼େଇବାର ପ୍ରକ୍ରିୟା ଉପରେ ଚର୍ଚ୍ଚା କରିଛନ୍ତି ।
A relationship that has grown in intensity over the years and has a huge potential! PM @narendramodi met with @SwedishPM Stefan Löfven. The two leaders had a productive exchange of views on bilateral and regional issues. pic.twitter.com/F66LfFgQwT
— Raveesh Kumar (@MEAIndia) April 17, 2018