ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନରେ ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟମାନଙ୍କ ବୈଠକର ସମାପନ ପରେ ବର୍ଲିନଠାରେ ନିଜ ଗସ୍ତର ସଂକ୍ଷିପ୍ତ ଯାତ୍ରା ବିରତି ଅବସରରେ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ ସାକ୍ଷାତ କରିଛନ୍ତି । ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବାର ପ୍ରକ୍ରିୟା ଉପରେ ଆଲୋଚନା କରିଛନ୍ତି ।
PM @narendramodi and Chancellor Merkel meet in Berlin. The two leaders are discussing ways to further strengthen India-Germany cooperation. pic.twitter.com/fJNbdWy9fu
— PMO India (@PMOIndia) April 20, 2018