ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଜମେର ସରିଫଠାରେ ଥିବା ଖ୍ୱାଜା ମୋଇନୁଦ୍ଦିନ ଚିସ୍ତି ଦରଘାରେ ଅର୍ପଣ ପାଇଁ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁଖତାର ଆବାସ ନକଭିଙ୍କୁ “ଚାଦର” ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଜନ୍ମ ଉତ୍ସବ ଅବସରରେ ବିଶ୍ୱବ୍ୟାପୀ ରହିଥିବା ତାଙ୍କ ଅନୁଗାମୀମାନଙ୍କୁ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।