ପ୍ରଧାନମନ୍ତ୍ରୀ ମୋଦୀ ମୁନି ତରୁଣ ସାଗର ଜୀ ମହାରାଜାଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,''ଜୈନ ମୁନି ଶ୍ରଧେୟ ମୁନି ତରୁଣ ସାଗର ଜୀ ମହାରାଜାଙ୍କ ଅସାମୟିକ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ । ଆମେ ତାଙ୍କୁ ସର୍ବଦା ସମୃଦ୍ଧ ଆଦର୍ଶ ,କରୁଣା ଏବଂ ସମାଜରେ ତାଙ୍କର ଯୋଗଦାନ ପାଇଁ ସ୍ମରଣ କରିବା । ତାଙ୍କର ମହାନ ଶିକ୍ଷା ଲୋକମାନଙ୍କୁ ପ୍ରେରଣା ଯୋଗାଇବ ।'

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
1 in 3 US smartphone imports now made in India, China’s lead shrinks

Media Coverage

1 in 3 US smartphone imports now made in India, China’s lead shrinks
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 26, 2025
July 26, 2025

Citizens Appreciate PM Modi’s Vision of Transforming India & Strengthening Global Ties