ପ୍ରଧାନମନ୍ତ୍ରୀ ମୋଦୀ ସୀମଲା ନଗର ନିଗମ ନିର୍ବାଚନରେ ବିଜେପିର ବିଜୟୀ ପରେ ବିଜେପି କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ ମାଧ୍ୟମରେ କହିଲେ ,'' ସୀମଲା ନଗର ନିଗମ ନିର୍ବାଚନରେ ବିଜେପିର ବିଜୟୀ ଐତିହାସିକ ଏବଂ ଏହା ବିକାଶର ରାଜନୀତିରେ ଲୋକଙ୍କ ବିଶ୍ୱାସ ଦେଖାଯାଉଛି । ସୀମଲା ନଗର ନିଗମ ନିର୍ବାଚନରେ ବିଜେପିକୁ ସମର୍ଥନ କରିଥିବାରୁ ମୁଁ ସୀମଲାବାସୀଙ୍କୁ ଧନ୍ୟବାଦ ଦେଉଛି ଏବଂ ବିଜେପି ହିମାଚଳ ପ୍ରଦେଶର କର୍ମକର୍ତ୍ତା ଏବଂ ନେତାମାନଙ୍କ କଠିନ ପରିଶ୍ରମକୁ ଧନ୍ୟବାଦ ଦେଉଛି ।”
BJP's victory in the Shimla Municipal Corporation is historic & yet again reflects people's faith in development politics.
— Narendra Modi (@narendramodi) June 17, 2017
I thank the people of Shimla for their support to BJP & congratulate @BJP4Himachal Karyakartas & leaders for their hardwork.
— Narendra Modi (@narendramodi) June 17, 2017