ଇଣ୍ଡୋନେସିଆରେ ଆଗେୟଗିରି ଉଦ୍ଗୀରଣ ଯୋଗୁ ସୃଷ୍ଟି ହୋଇଥିବା ସୁନାମିରେ ପ୍ରାଣହାନୀ ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।
“ଆଗ୍ନେୟଗିରି ଉଦ୍ଗୀରଣ କାରଣରୁ ଇଣ୍ଡୋନେସିଆରେ ହୋଇଥିବା ପ୍ରାଣହାନୀ ଏବଂ ବିଧ୍ୱଂସ ଯୋଗୁ ମୁଁ ମର୍ମାହତ । ନିଜର ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଁ ସମବେଦନା ଜ୍ଞାପନ କରୁଛି ଏବଂ ଆହତ ବ୍ୟକ୍ତିମାନେ ଶୀଘ୍ର ଆରୋଗ୍ୟ ଲାଭ କରିବା ପାଇଁ ମୁଁ ପ୍ରାର୍ଥନା କରୁଛି । ଉଦ୍ଧାର ଏବଂ ସହାୟତା କାର୍ଯ୍ୟରେ ଆମ ସାମୁଦ୍ରିକ ପଡୋଶୀ ଏବଂ ବନ୍ଧୁ ରାଷ୍ଟ୍ରକୁ ସହଯୋଗ କରିବା ପାଇଁ ଭାରତ ପ୍ରସ୍ତୁତ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
Saddened by the loss of lives and destruction in Indonesia caused by the Tsunami after the eruption of a volcano. Condolences to the bereaved families and wishing the injured an early recovery. India is ready to assist our maritime neighbour and friend in relief work. @jokowi
— Narendra Modi (@narendramodi) December 23, 2018