QuotePM Modi attends meeting of Somnath trust, stresses the need to develop Somnath as ancient heritage pilgrimage
QuoteSomnath expected to witness over 1 crore Yatris, trustees call for state of the art infrastructure for all round development
QuoteSomnath gains over 2 million followers on social media
QuoteSomnath: PM Modi suggests excavations of areas to establish various missing historic links
QuoteSomanth: PM Modi suggests to bring maximum areas under CCTV surveillance network
QuoteSomnath Trust decides to deposit about 6 kg gold under Gold Monetisation Scheme of Government of India

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆଜି (10.09.2016) ସୋମନାଥ ଟ୍ରଷ୍ଟ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ଶ୍ରୀ କେଶୁଭାଇ ପଟେଲ ଅସୁସ୍ଥତା ଯୋଗୁଁ ଯୋଗ ଦେଇପାରିନଥିବାରୁ ଶ୍ରୀ ଏଲ.କେ.ଆଡଭାନୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସମେତ ଅନ୍ୟତମ ଟ୍ରଷ୍ଟି ଶ୍ରୀ ହର୍ଷବର୍ଦ୍ଧନ ନିଓତିୟା, ଶ୍ରୀ ପି.କେ.ଲାହେରି ଏବଂ ଶ୍ରୀ ଜେ.ଡି.ପରମାର ଅଂଶଗ୍ରହଣ କରିଥିଲେ ।

ବୋର୍ଡ ପକ୍ଷରୁ ନୂତନ ଭାବେ ନିଯୁକ୍ତ ଟ୍ରଷ୍ଟି ଶ୍ରୀ ଅମିତଭାଇ ଶାହଙ୍କୁ ବୈଠକରେ ସ୍ଵାଗତ କରାଯାଇଥିଲା ।

ବୈଠକରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରକୁ ଏକ ଐତିହ୍ୟ ତୀର୍ଥସ୍ଥଳ ଓ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ସୋମନାଥ ମନ୍ଦିରକୁ ଅଧିକରୁ ଅଧିକ ଭକ୍ତଙ୍କୁ ଆକୃଷ୍ଟ କରିବା ଦିଗରେ ହତାକୁ ନିଆଯାଇଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ନେଇ ଟ୍ରଷ୍ଟ ବୋର୍ଡ ବୈଠକରେ ସମୀକ୍ଷା କରାଯାଇଥିଲା । ମନ୍ଦିରକୁ ଏକ କୋଟି ଯାତ୍ରୀ ଆସିବାର ସମ୍ଭାବନାକୁ ଦୃଷ୍ଟି ଦେଇ ଆଧୁନିକ ଭିତ୍ତିଭୂମି ନିର୍ମାଣ ଓ ଏହି ଐତିହ୍ୟସ୍ଥଳୀର ସାମଗ୍ରିକ ବିକାଶ ଉପରେ ଟ୍ରଷ୍ଟିମାନେ ଗୁରୁତ୍ଵ ଦେଇଥିଲେ । ଏବେ ସାମାଜିକ ଗଣମାଧ୍ୟମରେ ସୋମନାଥ ମନ୍ଦିରର 20 ଲକ୍ଷରୁ ଅଧିକ ଅନୁଗାମୀ ଭକ୍ତ ରହିଛନ୍ତି ।

|

ପ୍ରଧାନମନ୍ତ୍ରୀ ପ୍ରତ୍ନତାତ୍ତ୍ୱିକ ଉତଖନନ ମାଧ୍ୟମରେ ହଜିଯାଇଥିବା ଐତିହାସିକ ସଂପର୍କକୁ ପ୍ରତିଷ୍ଠା କରିବା ଲାଗି ପରାମର୍ଶ ଦେଇଥିଲେ । ଭବିଷ୍ୟତ ପର୍ଯ୍ୟଟନ ଯୋଜନାରେ ହାଇ-ଟେକ ମେରାଇନ ଓ ଭରଚୁଆଲ ରିଆଲିଟି ସୋ କୁ ସ୍ଥାନିତ କରିବା ଉପରେ ସେ ଜୋର ଦେଇଥିଲେ । ସେହିପରି ସୋମନାଥ ମନ୍ଦିର ଅଞ୍ଚଳରେ ସିସିଟିଭି ପର୍ଯ୍ୟବେକ୍ଷଣ ନେଟୱାର୍କ ପ୍ରତିଷ୍ଠା କରିବାକୁ ସେ ପ୍ରସ୍ତାବ ଦେଇଥିଲେ ।

ଭାରତ ସରକାରଙ୍କ ସ୍ଵର୍ଣ୍ଣ ମୁଦ୍ରାକରଣ ସ୍କିମ ଅଧୀନରେ ସୋମନାଥ ଟ୍ରଷ୍ଟ ଛଅ କିଲୋଗ୍ରାମ ସୁନା ଜମା ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Data centres to attract ₹1.6-trn investment in next five years: Report

Media Coverage

Data centres to attract ₹1.6-trn investment in next five years: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets everyone on Guru Purnima
July 10, 2025

The Prime Minister, Shri Narendra Modi has extended greetings to everyone on the special occasion of Guru Purnima.

In a X post, the Prime Minister said;

“सभी देशवासियों को गुरु पूर्णिमा की ढेरों शुभकामनाएं।

Best wishes to everyone on the special occasion of Guru Purnima.”