ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଇସ୍ରାଏଲ ରାଜଧାନୀ ତେଲ୍ ଆଭିଭ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରବାସୀ ଭାରତୀଙ୍କୁ ଉଦ୍ବୋଧନ ଦେଇଥିଲେ ।
ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଇସ୍ରାଏଲ ଆସିଥିବା ଏବଂ ଦେଶ ସ୍ୱାଧୀନ ହେବାର 70 ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଇସ୍ରାଏଲ ପହଞ୍ଚିଥିବା କହି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ।
ତାଙ୍କ ଗସ୍ତ ସମୟରେ ଭବ୍ୟ ସ୍ୱାଗତ ଏବଂ ଆତିଥ୍ୟ ପାଇଁ ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଅଭିବାଦନ ଜଣାଇଥିଲେ ।
ସେ କହିଥିଲେ ଯେ ଯଦିଓ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ମାତ୍ର 25 ବର୍ଷ ପୁରୁଣା, ତଥାପି ଶହ ଶହ ବର୍ଷ ଧରି ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ରହିଆସିଛି । ସେ ଶୁଣିଛନ୍ତି ଯେ ତ୍ରୟୋଦଶ ଶତାବ୍ଦୀରେ ଭାରତୀୟ ସୁଫି ସନ୍ଥ ବାବା ଫରିଦ ଜେରୁଜେଲମ ଆସିଥିଲେ ଏବଂ ଏଠାକାର ଏକ ଗୁମ୍ଫାରେ ଧ୍ୟାନ କରିଥିଲେ ।
ପ୍ରଧାନମନ୍ତ୍ରୀ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଥିବା ସମ୍ପର୍କ ଅନେକ ପରମ୍ପରା, ସଂସ୍କୃତି, ବିଶ୍ୱାସ ଏବଂ ବନ୍ଧୁତା ଉପରେ ଆଧାରିତ ବୋଲି ବର୍ଣ୍ଣନା କରିଥିଲେ । ଭାରତ ଏବଂ ଇସ୍ରାଏଲରେ ପାଳିତ ହେଉଥିବା କେତେକ ପର୍ବପର୍ବାଣିରେ ସାମଞ୍ଜସ୍ୟ ରହିଥିବା ସେ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ହୋଲି ଏବଂ ପୁରିମ୍ ଏବଂ ଦିପାବଳି ଓ ହନୁକାହ୍ ମଧ୍ୟରେ ସାମଞ୍ଜସ୍ୟ ରହିଥିବା ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ ଇସ୍ରାଏଲର ପ୍ରଶଂସନୀୟ ପ୍ରଯୁକ୍ତି ବିକାଶ, ବୀରତ୍ୱର ଦୀର୍ଘସ୍ଥାୟୀ ପରମ୍ପରା ଏବଂ ଦେଶପାଇଁ ପ୍ରାଣବଳି ଦେବାର ଉତ୍ସାହକୁ ପ୍ରଶଂସା କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ହାଇଫାର ମୁକ୍ତି ପାଇଁ ଭାରତୀୟ ସୈନିକମାନଙ୍କ ଉଲ୍ଲେଖନୀୟ ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରାଇଦେଇଥିଲେ । ଭାରତ ଏବଂ ଇସ୍ରାଏଲ ସମାଜ ପ୍ରତି ଭାରତୀୟ ଇହୁଦୀ ସମ୍ପ୍ରଦାୟର ଉଲ୍ଲେଖନୀୟ ଯୋଗଦାନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।
ଇସ୍ରାଏଲରେ ନବସୃଜନ ତଥା ନବୋନ୍ମେଷର ଉତ୍ସାହକୁ ପ୍ରଶଂସା କରିବା ସହ ଭୂ-ତାପଜ(Geo-Thermal) ବିଦ୍ୟୁତ, ସୌର ପାନେଲ୍, କୃଷି-ଜୈବପ୍ରଯୁକ୍ତି କୌଶଳ ଏବଂ ସୁରକ୍ଷା କ୍ଷେତ୍ରରେ ଇସ୍ରାଏଲ ବ୍ୟାପକ ଅଗ୍ରଗତି କରିଥିବା କହି ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।
ନିକଟ ଅତୀତରେ ଭାରତରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମ୍ୟକ ଆଲୋକପାତ କରିଥିଲେ । GST ବ୍ୟବସ୍ଥାର ପ୍ରଚଳନ, ସ୍ଵଚ୍ଛ ଓ ପାରଦର୍ଶୀ ଢଙ୍ଗରେ ପ୍ରାକୃତିକ ସମ୍ବଳର ନିଲାମ, ବୀମା ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସଂସ୍କାର ଏବଂ ଦକ୍ଷତା ବିକାଶ ଆଦି ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସରକାର 2022 ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣା କରିବା ଲାଗି ଲକ୍ଷ୍ୟ ରଖିଛନ୍ତି । ଭାରତରେ ଦ୍ୱିତୀୟ ସବୁଜ ବିପ୍ଳବ ଆଣିବା ପାଇଁ ଇସ୍ରାଏଲର ସହଭାଗୀତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ବିଜ୍ଞାନ, ନବୋନ୍ମେଷ ଏବଂ ଗବେଷଣା ଭବିଷ୍ୟତରେ ଭାରତ ଏବଂ ଇସ୍ରାଏଲ ସମ୍ପର୍କର ଆଧାର ହେବ ।
ଆଜି ଦିନର ପ୍ରାରମ୍ଭରେ ସେ 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଯାଇଥିବା ବାଳକ ମୋଶ ହୋଲଜ୍ବର୍ଗଙ୍କୁ ଭେଟିବା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ ।
ଇସ୍ରାଏଲରେ ବାଧ୍ୟତାମୂଳକ ସେନା ଚାକିରି କରିଥିଲେ ସୁଦ୍ଧା ଭାରତୀୟ ସମ୍ପ୍ରଦାୟର ଇହୁଦୀ ଲୋକମାନଙ୍କୁ ଓସିଆଇ କାର୍ଡ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ସେ କହିଥିଲେ ଇସ୍ରାଏଲରେ ଭାରତୀୟ ସଂସ୍କୃତି କେନ୍ଦ୍ର ପ୍ରତିଷ୍ଠା କରାଯିବ । ସେ ଆହୁରି ମଧ୍ୟ କହିଥିଲେ ଯେ ଖୁବଶୀଘ୍ର ଦିଲ୍ଲୀ, ମୁମ୍ବାଇ ଏବଂ ତେଲ ଆଭିଭ୍ ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗ ବ୍ୟବସ୍ଥା ହେବ ।
For the first time in 70 years an Indian PM has got an opportunity to visit Israel. This is a matter of joy: PM @narendramodi
— PMO India (@PMOIndia) July 5, 2017
Yes, we are meeting after a very long time. It took many years for this visit to happen: PM @narendramodi https://t.co/JVLG00Bequ
— PMO India (@PMOIndia) July 5, 2017
Our ties with Israel are about mutual trust and friendship: PM @narendramodi
— PMO India (@PMOIndia) July 5, 2017
Israel has shown that more than size, it is the spirit that matters: PM @narendramodi
— PMO India (@PMOIndia) July 5, 2017
Jewish community has enriched India with their contribution in various fields: PM @narendramodi
— PMO India (@PMOIndia) July 5, 2017
Mayors of various Israeli cities have also joined us today. Their love for India has drawn them here, I thank them: PM @narendramodi
— PMO India (@PMOIndia) July 5, 2017
भारत से आए ज्यूइश समुदाय ने इजरायल के विकास में अहम भूमिका निभाई है: PM @narendramodi
— PMO India (@PMOIndia) July 5, 2017
मैं इजरायल के पूर्व राष्ट्रपति और यहां के महान नेता Shimon Peres को भी श्रद्दांजलि देना चाहूंगा। मुझे उनसे मिलने का सौभाग्य मिला था: PM
— PMO India (@PMOIndia) July 5, 2017
Innovation के प्रति इजरायल की गंभीरता इसी साबित होती है कि अब तक 12 इजरायलियों को अलग-अलग क्षेत्र में नोबल पुरस्कार मिल चुका है: PM
— PMO India (@PMOIndia) July 5, 2017
The aim of my Government is reform, perform and transform: PM @narendramodi
— PMO India (@PMOIndia) July 5, 2017
With GST we are aiming towards the economic integration of India: PM @narendramodi
— PMO India (@PMOIndia) July 5, 2017
We have introduced 100% FDI in key sectors, which will help our economy: PM @narendramodi
— PMO India (@PMOIndia) July 5, 2017
With the aim of 'housing for all' we have placed emphasis on the construction and the real estate sector: PM @narendramodi
— PMO India (@PMOIndia) July 5, 2017
एक समय था जब भारत में environmental clearance मिलने में 600 दिन से ज्यादा का समय लग जाता था: PM @narendramodi
— PMO India (@PMOIndia) July 5, 2017
इसको घटाते-घटाते अब 180 तक पर ले आया गया है। आने वाले दिनों में इसमें और कमी का प्रयास किया जा रहा है: PM @narendramodi
— PMO India (@PMOIndia) July 5, 2017
देश भर में 600 से ज्यादा कौशल विकास केंद्र खोले जा रहे हैं, Indian Institute of Skills की स्थापना की गई है: PM @narendramodi
— PMO India (@PMOIndia) July 5, 2017
इजरायल में रह रहे भारतीय समुदाय के लोगों को OCI और PIO कार्ड को लेकर हो रही दिक्कत के बारे में मुझे पता है: PM @narendramodi
— PMO India (@PMOIndia) July 5, 2017
जो रिश्ते दिल से जुड़े हुए हों, वो किसी कागज या कार्ड के ऊपर निर्भर नहीं होते: PM @narendramodi
— PMO India (@PMOIndia) July 5, 2017
अगर भारतीय ज्यूइश समुदाय को OCI कार्ड नहीं मिल पाया तो इस OCI कार्ड देने का उद्देश्य ही पूरा नहीं हो पाएगा: PM @narendramodi
— PMO India (@PMOIndia) July 5, 2017
भारतीय समुदाय के जिन लोगों ने इजरायल में Compulsory Army Service की है, उन्हें भी अब से OCI कार्ड दिया जाएगा: PM @narendramodi
— PMO India (@PMOIndia) July 5, 2017
Compulsory Army Service से जुड़े कुछ नियमों की वजह से आप अपने PIO कार्ड को OCI कार्ड में नहीं बदल पा रहे थे: PM @narendramodi
— PMO India (@PMOIndia) July 5, 2017
इन नियमों को भी सरल करने का फैसला लिया गया है: PM @narendramodi
— PMO India (@PMOIndia) July 5, 2017
जल्द ही भारत सरकार इजरायल में Indian Cultural Centre खोलने जा रही है: PM @narendramodi
— PMO India (@PMOIndia) July 5, 2017
भारत और इजरायल सिर्फ इतिहास से नहीं बल्कि स्संकृति से भी एक दूसरे से जुड़े हुए हैं। दोनों मानवीय मूल्यों और मानवीय विरासत के साझीदार हैं: PM
— PMO India (@PMOIndia) July 5, 2017