ପ୍ରଧାନମନ୍ତ୍ରୀ ମୋଦୀ ଲଣ୍ଡନରେ ପହଂଚିଛନ୍ତି । ସେଠାରେ ସେ ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟମାନଙ୍କ ବୈଠକରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ ସହ ଆଲୋଚନା କରିବେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।
Prime Minister @narendramodi reached London, where he will take part in the @Commonwealth18, hold talks with PM @theresa_may and attend various programmes. He was welcomed by @BorisJohnson, UK's Foreign Secretary. pic.twitter.com/kGGcoBYLzF
— PMO India (@PMOIndia) April 18, 2018