ଏସସିଓ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଚୀନ ପହଂଚିଛନ୍ତି । ପରିଷଦର ପୂର୍ଣ୍ଣ ସଦସ୍ୟ ଭାବେ ଏସସିଓ ଶିଖର ସମ୍ମିଳନୀ ଏହା ଭାରତର ପ୍ରଥମ ବୈଠକ ହେବ । ଏସସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସଦସ୍ୟ ରାଷ୍ଟ୍ରର ନେତାମାନଙ୍କ ସହ ସାକ୍ଷାତ କରିବେ ଏବଂ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବାର ପ୍ରକ୍ରିୟା ଉପରେ ଆଲୋଚନା କରିବେ ।
The Prime Minister landed in China to join the SCO Summit. This will be India's first SCO Summit as a full member. On the sidelines of the Summit, he will meet leaders of other member nations and discuss ways to boost bilateral cooperation. pic.twitter.com/lvuVUenwW7
— PMO India (@PMOIndia) June 9, 2018