ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସର ବିରିଟିଜ୍ରେ ପହଂଚିଛନ୍ତି ,ସେଠାରେ ପ୍ରଧାନମନ୍ତ୍ରୀ ଜି-7 ଶିଖର ସମ୍ମେଳନରେ ଯୋଗଦେବେ । ଶିଖର ସମ୍ମେଳନରେ ବହୁପକ୍ଷୀୟ ଆଲୋଚନା ବ୍ୟତୀତ ,ଅଲଗା ଅଲଗା ଦ୍ୱିପାକ୍ଷିକ କଥାବାର୍ତ୍ତା ସମେତ ବିଶ୍ୱ ନେତାମାନଙ୍କ ସହିତ ମଧ୍ୟ ସାକ୍ଷାତ କରିବେ ।
The Prime Minister reached Biarritz in France, where he will take part in G-7 Summit.
— PMO India (@PMOIndia) August 25, 2019
In addition to the multilateral components of the Summit, he would also be meeting world leaders in separate bilateral interactions. pic.twitter.com/LoZjUBBZFW