ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମିଷ୍ଟର ମୁନ୍ ଜେ-ଇନ୍ ଆଜି ନୋଏଡ଼ାଠାରେ ସାମସଙ୍ଗ ଇଣ୍ଡିଆ ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ଼ର ଏକ ବୃହତ ମୋବାଇଲ ଫୋନ ବିନିର୍ମାଣ କାରଖାନାକୁ ମିଳିତ ଭାବେ ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଭାରତ ପାଇଁ ଏକ ବିଶେଷ ଦିନ । ଏହା ଭାରତକୁ ବିଶ୍ୱର ପ୍ରମୁଖ ବିନିର୍ମାଣ ପେଣ୍ଠରେ ପରିଣତ କରିବା ଦିଗରେ ଏକ ଯାତ୍ରା । ଏହି ବିନିର୍ମାଣ କେନ୍ଦ୍ରରେ ସାମସଙ୍ଗ କମ୍ପାନୀ 5000 କୋଟି ଟଙ୍କା ନିବେଶ କରିବ ବୋଲି ସୂଚାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଭାରତ ସହ କେବଳ ଏହି କମ୍ପାନୀର ସଂପର୍କକୁ ସୁଦୃଢ କରିବନାହିଁ ପରନ୍ତୁ ଭାରତ ଏବଂ କୋରିଆ ମଧ୍ୟରେ ସଂପର୍କ ବୃଦ୍ଧି ଦିଗରେ ମଧ୍ୟ ଏହା ବିଶେଷ ସହାୟକ ହେବ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଡ଼ିଜିଟାଲ ପ୍ରଯୁକ୍ତି ଏବେ ସାଧାରଣ ଲୋକମାନଙ୍କୁ ଅଧିକ ସରଳ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ କ୍ଷିପ୍ର ତଥା ସ୍ୱଚ୍ଛ କରିଛି । ସ୍ମାର୍ଟଫୋନର ସଂପ୍ରସାରଣ, ବ୍ରଡ଼ବ୍ୟାଣ୍ଡ ଓ ଡ଼ାଟା ସଂଯୋଗୀକରଣର ବ୍ୟାପକତା ଭାରତରେ ଡ଼ିଜିଟାଲ ବିପ୍ଳବ ଆଣିଛି । ଏହି ପରିପ୍ରେକ୍ଷୀରେ ସେ ସୂଚାଇଥିଲେ ଯେ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ୍ (ଜିଇଏମ), ଡ଼ିଜିଟାଲ କାରବାରର ବିକାଶ ଏବଂ ଭୀମ ଆପ ଓ ରୂପେ କାର୍ଡ଼ର ପ୍ରଚଳନ ଏହାର ପ୍ରକୃଷ୍ଟ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ “ମେକ୍ ଇନ୍ ଇଣ୍ଡିଆ” ପ୍ରୟାସ କେବଳ ଏକ ଆର୍ଥିକ ନୀତିର ବ୍ୟବସ୍ଥା ନୁହେଁ, ଏହା ଦକ୍ଷିଣ କୋରିଆ ଭଳି ବନ୍ଧୁରାଷ୍ଟ୍ରଙ୍କ ସହ ଭାରତର ସଂପର୍କକୁ ନିବିଡ଼ କରିବା ଦିଗରେ ମଧ୍ୟ ବିଶେଷ ଭୂମିକା ଗ୍ରହଣ କରିଛି । ଆମେ ସେଇଥିପାଇଁ ସମଗ୍ର ବିଶ୍ୱକୁ ମୁକ୍ତ କଣ୍ଠରେ ଭାରତରେ ନିବେଶ ପାଇଁ ଆହ୍ୱାନ ଜଣାଇଛୁ ।ସେମାନେ ନୂତନ ଭାରତରେ ସୃଷ୍ଟି ହୋଇଥିବା ସ୍ୱଚ୍ଛ ବ୍ୟବସାୟିକ ବାତାବରଣର ସୁଯୋଗ ନିଅନ୍ତୁ । ଭାରତର କ୍ରମବର୍ଦ୍ଧିଷ୍ଣୁ ଅର୍ଥବ୍ୟବସ୍ଥା ଏବଂ ନବ୍ୟ ମଧ୍ୟମ ବର୍ଗଙ୍କ ଉତ୍ଥାନ ଦେଶରେ ପ୍ରଭୂତ ପୁଞ୍ଜି ନିବେଶର ବାତାବରଣ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏବେ ସମଗ୍ର ବିଶ୍ୱରେ ମୋବାଇଲ ବିନିର୍ମାଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ମାତ୍ର ଚାରି ବର୍ଷ ମଧ୍ୟରେ ଦେଶରେ ମୋବାଇଲ ନିର୍ମାଣକାରୀ କମ୍ପାନୀଙ୍କ ସଂଖ୍ୟା 2 ରୁ ବୃଦ୍ଧିପାଇ 120ରେ ପହଞ୍ଚିଛି । ଏହାଦ୍ୱାରା ଦେଶରେ ଲକ୍ଷ ଲକ୍ଷ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ନୂତନ ମୋବାଇଲ ଉତ୍ପାଦନ ବ୍ୟବସ୍ଥା ମାଧ୍ୟମରେ କୋରିଆର ପ୍ରଯୁକ୍ତି ଏବଂ ଭାରତୀୟ ଉତ୍ପାଦନଶୈଳୀ ତଥା ସଫ୍ଟୱେର ସହଯୋଗ ସମଗ୍ର ବିଶ୍ୱରେ ଗୁଣାତ୍ମକ ଉତ୍ପାଦ ପହଞ୍ଚାଇପାରିବ । ଉଭୟ ରାଷ୍ଟ୍ରଙ୍କର ଏହା ସାମର୍ଥ୍ୟ ତଥା ସହଭାଗୀତାର ଦୂରଦୃଷ୍ଟି ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।
अपने मित्र President Moon के साथ नोएडा में बनी Samsung की इस फैक्ट्री में आना मेरे लिए बहुत सुखद अनुभव है। मोबाइल मैन्यूफैक्चरिंग की नई यूनिट भारत के साथ ही ये उत्तर प्रदेश और नोएडा के लिए भी गर्व का विषय है। इस नई यूनिट के लिए Samsung की पूरी टीम को बहुत-बहुत बधाई: PM
— PMO India (@PMOIndia) July 9, 2018
भारत को manufacturing का वैश्विक हब बनाने की दिशा में आज का दिन बहुत विशेष है।
— PMO India (@PMOIndia) July 9, 2018
5 हज़ार करोड़ रुपए का ये निवेश ना सिर्फ Samsung के भारत में व्यापारिक रिश्तों को मजबूत बनाएगा, बल्कि भारत और कोरिया के संबंधों के लिए भी अहम सिद्ध होगा: PM @narendramodi
जब भी बिजनेस कम्यूनिटी के लोगों से मेरी बातचीत होती है तो एक बात मैं अक्सर कहता हूं। भारत में शायद ही ऐसा कोई मिडिल क्लास घर हो जहां कम से कम एक कोरियाई प्रोडक्ट ना पाया जाता हो: PM @narendramodi
— PMO India (@PMOIndia) July 9, 2018
निश्चित तौर पर भारतीय लोगों के जीवन में Samsung ने अपना विशेष स्थान बनाया है। खासतौर पर आपके फोन, तेज़ी से बढ़ रहे Smart Phone Market में आज World Leader की तरह हैं: PM @narendramodi
— PMO India (@PMOIndia) July 9, 2018
आज Digital Technology सामान्य नागरिक के जीवन को सरल बनाने में अहम भूमिका निभा रही है। आज भारत में लगभग 40 करोड़ स्मार्टफोन उपयोग में है, 32 करोड़ लोग ब्रॉडबैंड इस्तेमाल कर रहे हैं: PM @narendramodi
— PMO India (@PMOIndia) July 9, 2018
बहुत कम दर पर इंटरनेट डेटा उपलब्ध है, देश की एक लाख से अधिक ग्राम पंचायतों तक फाइबर नेटवर्क पहुंच चुका है। ये सारी बातें, देश में हो रही डिजिटल क्रांति का संकेत हैं: PM @narendramodi
— PMO India (@PMOIndia) July 9, 2018
सस्ते मोबाइल फोन, तेज़ इंटरनेट, सस्ते डेटा के चलते आज Fast और Transparent Service Delivery सुनिश्चित हुई है: PM @narendramodi
— PMO India (@PMOIndia) July 9, 2018
GeM यानि Government e Market के जरिए सरकार अब सीधे Producers से सामान की खरीदारी कर रही है। इससे Medium और Small Entrepreneurs को भी लाभ हुआ है तो सरकारी खरीदारी में Transparency भी बढ़ी है: PM @narendramodi
— PMO India (@PMOIndia) July 9, 2018
बिजली – पानी का बिल भरना हो, स्कूल-कॉलेज में एडमिशन हो, PF हो या पेंशन, लगभग हर सुविधा ऑनलाइन मिल रही है: PM @narendramodi
— PMO India (@PMOIndia) July 9, 2018
देशभर में फैले लगभग 3 लाख कॉमन सर्विस सेंटर गांव वालों की सेवा में काम कर रहे हैं। तो शहरों में फ्री Wi Fi Hotspot गरीब, मध्यम वर्गीय युवाओं की आकांक्षाओं को नई उड़ान दे रहे हैं: PM @narendramodi
— PMO India (@PMOIndia) July 9, 2018
'Make in India' के प्रति हमारा आग्रह सिर्फ एक Economic Policy का हिस्सा भर नहीं है, बल्कि ये कोरिया जैसे हमारे मित्र देशों के साथ रिश्तों का संकल्प भी है: PM @narendramodi
— PMO India (@PMOIndia) July 9, 2018
भारत की बढ़ती हुई अर्थव्यवस्था और बढ़ता हुआ Neo Middle Class निवेश की असीम संभावनाओं से भरा हुआ है: PM @narendramodi
— PMO India (@PMOIndia) July 9, 2018
मुझे प्रसन्नता है कि इस Initiative को आज दुनियाभर से सहयोग मिल रहा है। मोबाइल फोन Manufacturing की अगर बात करें तो आज भारत दुनिया में दूसरे नंबर पर पहुंच गया है: PM @narendramodi
— PMO India (@PMOIndia) July 9, 2018
बीते चार वर्षों में फैक्ट्रियों की संख्या 2 से बढ़कर 120 हो गई हैं जिसमें से 50 से अधिक तो यहां नोएडा में ही हैं। इससे 4 लाख से अधिक नौजवानों को सीधा रोजगार मिला है: PM @narendramodi
— PMO India (@PMOIndia) July 9, 2018