QuoteSwami Vivekananda emphasized on brotherhood. He believed that our wellbeing lies in the development of India: PM
QuoteSome people are trying to divide the nation and the youth of this country are giving a fitting answer to such elements. Our youth will never be misled: PM Modi
QuoteIndia has been home to several saints, seers who have served society and reformed it: PM Modi
Quote‘Seva Bhaav’ is a part of our culture. All over India, there are several individuals and organisations selflessly serving society: PM

ଆପଣ ସମସ୍ତଙ୍କୁ ବିବେକାନନ୍ଦ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସର ବହୁତ ବହୁତ ଶୁଭକାମନା ।

ଆଜି ବେଲାଗାଭିର ଏହି ବିହଙ୍ଗମ ଦୃଶ୍ୟ, ଏହି ଭବ୍ୟ ଚିତ୍ର ଦେଖି ଲାଗୁଛି କି ସମସ୍ତେ ବିବେକାନନ୍ଦମୟ ହୋଇଯାଇଛନ୍ତି । ଆଜି ଏଠି ସର୍ବ ଧର୍ମ ସଭାର ମଧ୍ୟ ଆୟୋଜନ କରାଯାଉଛି । ଏଥିପାଇଁ ବି ଆପଣମାନଙ୍କ ମଙ୍ଗଳ କାମନା କରୁଛି ।

ଏବେ ଯେଉଁ ଉତ୍ସାହ ମୁଁ ଦେଖୁଛି, ସେଥିରେ ସମସ୍ତଙ୍କ ମନ-ମସ୍ତିଷ୍କ, ମନ ମନ୍ଦିରକୁ ଏକାକାର କରିଦେଇଛି, ଏକୀକୃତ କରିଦେଇଛି । ‘ସହସ୍ର-ସହସ୍ର ବିବେକ ଆହ୍ୱାନ’ ସହ ଆଜି ଏଠି ଏକ ବିଶ୍ୱ ରେକର୍ଡ ହେବାକୁ ଯାଉଛି ।

ଏସବୁ କିଛି ପୂଜନୀୟ ଶ୍ରୀ ସିଦ୍ଧଲିଙ୍ଗ ମହାରାଜ, ଶ୍ରୀ ୟଲ୍ଲାଲିଙ୍ଗ ପ୍ରଭୁଜୀ ଓ ଶ୍ରୀ ସିଦ୍ଧ ରାମେଶ୍ୱର ମହାସ୍ୱାମୀଙ୍କ ଆଶୀର୍ବାଦରୁ ହେଉଛି । ସେମାନଙ୍କର ଆଶୀର୍ବାଦର ଶକ୍ତି ଏବେ ଆପଣ ସମସ୍ତଙ୍କ ଚେହେରାରେ ପ୍ରତିଫଳିତ ହେଉଛି ।

ସେ ଶକ୍ତି, ସେହି ଆଶୀର୍ବାଦ ମଧ୍ୟ ମୁଁ ଅନୁଭବ କରୁଛି । ଭାଇ ଓ ଭଉଣୀମାନେ, ବେଲାଗାଭି ଆସିବା ମୋ’ ପାଇଁ ସର୍ବଦା ବହୁତ ସୁଖଦ ଅନୁଭବ ରହିଛି । ଏଠାରେ ଏକ ଭାରତ-ଶ୍ରେଷ୍ଠ ଭାରତର ଭବ୍ୟ ଚିତ୍ର ଦେଖିବାକୁ ମିଳିଥାଏ ।

ଅତ୍ୟନ୍ତ ଛୋଟ ସ୍ଥାନରେ ପାଞ୍ଚଟି ଭିନ୍ନ ଭିନ୍ନ ଭାଷାର ପ୍ରଚଳନ ଦେଖିବା ଦେଶର ଅନ୍ୟ ଭାଗରେ କ୍ୱଚିତ୍ ଦେଖିବାକୁ ମିଳେ । ମୁଁ ଆପଣ ସମସ୍ତଙ୍କ ସହ ବେଲାଗାଭି ଭୂମିକୁ ମଧ୍ୟ ପ୍ରଣାମ କରୁଛି । ବେଲାଗାଭି କିତୁରର ରାଣୀ ଚେନ୍ନାମାଙ୍କ ଭୂମି । ଇଂରେଜଙ୍କ ସହ ଲଢ଼େଇ କରିଥିବା ମହାନ ଯୋଦ୍ଧା ସଙ୍ଗୋଲି ରୟନ୍ନାଙ୍କ ଭୂମି । ସ୍ୱାମୀ ବିବେକାନନ୍ଦ ମଧ୍ୟ ବେଲାଗାଭିରେ 10ଦିନ  ବିତାଇଥିଲେ ।

ସେ ମହୀଶୂରର ପ୍ରସିଦ୍ଧ ମହଲରେ ମଧ୍ୟ ରହିଥିଲେ । ମହୀଶୂରରୁ ଆଗକୁ ଯାଇ ସେ କେରଳ ଓ ତାମିଲନାଡୁ ମଧ୍ୟ ଯାଇଥିଲେ । ଯେଉଁଠି କନ୍ୟାକୁମାରୀରେ ତାଙ୍କୁ ଏକ ନୂଆ ପ୍ରେରଣା ପ୍ରାପ୍ତ ହୋଇଥିଲା । ସେହି ପ୍ରେରଣାରେ ସେ ଚିକାଗୋ ଯାଇଥିଲେ ଓ ସମଗ୍ର ବିଶ୍ୱକୁ ମୋହିତ କରିପାରିଥିଲେ ।

|

ଚଳିତବର୍ଷ ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଚିକୋଗୋର ଦିଆଯାଇଥିବା ବତ୍କୃତାର 125ତମ ବାର୍ଷିକୀ ।  ଯେତେବେଳେ ଏହି ସମ୍ବୋଧନର ଶହେ ବର୍ଷ ପୂରଣ ହୋଇଥିଲା ମୁଁ ବିଶେଷଭାବେ ଚିକାଗୋ ଯାଇଥିଲି । ଏକଥାକୁ ଏବେ 25ବର୍ଷ ହୋଇଗଲାଣି । ତାଙ୍କର କଥାକୁ, ତାଙ୍କର ସମ୍ବୋଧନର ଏତେ ବର୍ଷ ବିତିଯିବା ପରେ ମଧ୍ୟ ଆମେ ପ୍ରତ୍ୟେକ ଦିନ, ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ସମସ୍ୟାର ସମାଧାନ ଖୋଜିବାବେଳେ ଲାଗେ କି- ସ୍ୱାମୀ ବିବେକାନନ୍ଦ ଏଭଳି କହିଥିଲେ !!! କେତେ ସଠିକ୍ କହିଥିଲେ !!! ଆମେ ବିବେକାନନ୍ଦଙ୍କୁ ସ୍ମରଣ କରିବାର ଆବଶ୍ୟକତା ହେଉନାହିଁ, କାରଣ ସେ ସର୍ବଦା ମନରେ ଭିତରେ ହିଁ ରହିଥାନ୍ତି ।

ଜଣେ ଭାରତୀୟ କିଭଳି ହେବା ଉଚିତ୍, ସେ ସମ୍ପର୍କରେ ବିବେକାନନ୍ଦ ଖୁବ୍ ପ୍ରଭାବଶାଳୀ ମନ୍ତ୍ର ଦେଇଥିଲେ । ଏହା ଥିଲା ସ୍ୱଦେଶ ମନ୍ତ୍ର । ଏହାର ପ୍ରତ୍ୟେକ ଧାଡ଼ିରେ ଶକ୍ତି ଓ ପ୍ରେରଣା ଭରି ରହିଥିଲା । ସେ କହିଥିଲେ କି “ଏ ଭାରତ, ତୁମେ କେବେ ଭୁଲିବ ନାହିଁ କି ତୁମର ଜୀବନ ନିଜର ବ୍ୟକ୍ତିଗତ ସୁଖ ପାଇଁ ନୁହେଁ । ଏ ବୀର, ଗର୍ବରେ କୁହ ମୁଁ ଭାରତବାସୀ ଓ ପ୍ରତ୍ୟେକ ଭାରତବାସୀ ମୋର ଭାଇ । ଗର୍ବରେ କୁହ କି ପ୍ରତ୍ୟେକ ଭାରତବାସୀ ମୋର ଭାଇ, ଭାରତବାସୀ ମୋର ଜୀବନ । ଭାରତର ମାଟି ମୋର ସ୍ୱର୍ଗ । ଭାରତର କଲ୍ୟାଣରେ ମୋର କଲ୍ୟାଣ ହେବ ।”

ଏଭଳି ଥିଲେ ବିବେକାନନ୍ଦ । ଭାରତ ସହ ଏକାକାର ବିବେକାନନ୍ଦ । ଭାରତ ସହ ଏକରୂପ ବିବେକାନନ୍ଦ । ଭାରତର ସୁଖଦୁଃଖକୁ ନିଜର ସୁଖଦୁଃଖ ବୋଲି ଭାବୁଥିଲେ ବିବେକାନନ୍ଦ । ସେ ପ୍ରତ୍ୟେକ କୁକାର୍ଯ୍ୟ ସହ ଲଢ଼େଇ କରୁଥିଲେ । ବିଦେଶରେ ଭାରତକୁ ସାପୁଆ କେଳା ଓ ଯୋଗୀଙ୍କ ଦେଶ ବୋଲି ଅପପ୍ରଚାରକୁ ସେ ଧ୍ୱଂସ୍ତ କରିଥିଲେ । ବିଶ୍ୱରେ ଭାରତର ପ୍ରତିଷ୍ଠା ବଢ଼ାଇଥିଲେ । ସେଥିରେ ଜ୍ଞାନ-ବିଜ୍ଞାନ, ଭାଷା, ସାମାଜିକ ସଂସ୍କାର, ଆଧୁନିକ ଜଗତର କ୍ରମବର୍ଦ୍ଧିଷ୍ଣୁ ପଦକ୍ଷେପ ସହ ପାଦରେ ପାଦ ମିଶାଇ ଚାଲିବାର ସାହାସ ଥିଲା ।

ସେଥିରେ ସମାଜରେ ବ୍ୟାପ୍ତ ବିକୃତିଗୁଡ଼ିକ, ଛୁଆଁ-ଅଛୁଆଁ, ଭେଦଭାବ, ଅହଙ୍କାରକୁ ଖଣ୍ଡ ଖଣ୍ଡ କରିବାର ସାହାସୀ ଭାବ ରହିଥିଲା । ସେହି ଭାବନା ବିବେକାନନ୍ଦଙ୍କୁ ସାହାସୀ ସନ୍ୟାସୀ କରାଇଥିଲା । ସ୍ୱାମୀ ବିବେକାନନ୍ଦ କଲମ୍ବୋରୁ ଆଲମୋରା ଗସ୍ତରେ ଜାତିର ଭେଦଭାବ ବିରୋଧରେ ସ୍ୱର ଶାଣିତ କରିଥିଲେ ।

ସେ ଲୋକମାନଙ୍କୁ ରୋକଠୋକ୍ ଭାବେ କହିଥିଲେ-

 

“ଜ୍ଞାନ ଓ ଦର୍ଶନରେ ବିଶ୍ୱରେ ତୁମ ଭଳି କେହି ମହାନ ହେବେ ନାହିଁ । କିନ୍ତୁ ବ୍ୟବହାରରେ ଏଭଳି ନିକୃଷ୍ଟତା ମଧ୍ୟ କେହି କରନ୍ତି ନାହିଁ । ଧିକ୍କାର, ତୁମମାନଙ୍କର ଏଭଳି ବ୍ୟବହାରକୁ ନେଇ !!!”

125ବର୍ଷ ପୂର୍ବରୁ ସେ ଯେଉଁ କଥା କହିଥିଲେ, ତାହା ବୋଧହୁଏ ଏତେ ରୋକଠୋକ୍ ଭାବେ କେହି କହିବାର ସାହାସ କରିବେ ନାହିଁ । ବନ୍ଧୁଗଣ, ଆମକୁ ଏହି ବାତାବରଣ ବଦଳାଇବାର ଅଛି, ଏହି ମାନସିକତା ବଦଳାଇବାକୁ ପଡ଼ିବ । ବିବେକାନନ୍ଦଙ୍କୁ ସ୍ୱୀକାର କରିବାର ଅଛି ତ ଭିତରେ ରହିଥିବା ଜାତିର ଦ୍ୱେଷ, ଜାତି ଭେଦର ବିଷକୁ କାଢ଼ି ବାହାର କରିବାକୁ ପଡ଼ିବ, ସମାପ୍ତ କରିବାକୁ ହେବ ।

ଶ୍ରୀ ସିଦ୍ଧଲିଙ୍ଗ ମହାରାଜଙ୍କ ପ୍ରେରଣାରେ ଆପଣମାନଙ୍କ ମଠ ବି ଗତ ଦଶନ୍ଧିରେ ଜାତିର ପ୍ରତ୍ୟେକ ପ୍ରକାରର ଭେଦଭାବକୁ ସମାପ୍ତ କରିବା ଦିଗରେ କାର୍ଯ୍ୟ କରିଛି । କୌଣସି ଜାତିକୁ ଗୁରୁତ୍ୱ ନଦେଇ,କାହାରିକୁ ଜାତି କଥା ନପଚାରି ସମାଜର ଉପେକ୍ଷିତ ଓ ଦୁର୍ବଳ ବର୍ଗକୁ ଆପଣମାନଙ୍କ ଦ୍ୱାରା ଆବଶ୍ୟକ ସହାୟତା ଦିଆଯାଉଛି ।

ଆପଣଙ୍କ ମଠ ସହ ଜଡ଼ିତ ଲୋକମାନେ ଗାଁ ଗାଁକୁ ଯାଇ ବନ୍ୟା ପ୍ରଭାବିତଙ୍କ ପାଇଁ  ରିଲିଫ୍ କାମ କରୁଛନ୍ତି ।

ଗରିବଙ୍କୁ ମାଗଣା ଔଷଧ ବାଂଟୁଛନ୍ତି, ମାଗଣା ସ୍ୱାସ୍ଥ୍ୟ ଶିବିର ଲଗାଉଛନ୍ତି । ଲୋକଙ୍କୁ ଖାଇବାକୁ ଦେଉଛନ୍ତି, ପୋଷାକ ଦେଉଛନ୍ତି । କ’ଣ ଏହାର ଆଧାର ଜାତି ହେଉଛି ? ନା ।

ଅତି କଷ୍ଟରେ, ଦଶନ୍ଧି ଧରି କରାଯାଇଥିବା ଲୋକଙ୍କ ପ୍ରୟାସରେ ଜାତିର ବନ୍ଧନରୁ ଦେଶ ମୁକ୍ତ ହେବା ଆଡ଼କୁ ବଢ଼ୁଛି । କିନ୍ତୁ ଆପଣଙ୍କ ଭଳି ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କ ଏହି ପରିଶ୍ରମରେ କିଛି ସମାଜବିରୋଧୀ ଲୋକ ସେମାନଙ୍କର ନଜର ପକାଇଥାନ୍ତି । ଏହି ଲୋକମାନେ ପୁଣିଥରେ ଦେଶକୁ ଜାତି ନାଁରେ ଭାଗଭାଗ କରିବାର ଷଡ଼ଯନ୍ତ୍ର କରୁଛନ୍ତି ।

ଏଭଳି ଲୋକଙ୍କୁ ଆଜିର ଯୁବ ପିଢ଼ି ଦ୍ୱାରା ଜବାବ ଦିଆଯାଉଛି । ଭାରତର ଯୁବବର୍ଗ କିଛି ହାତଗଣତି ଲୋକଙ୍କ ପ୍ରରୋଚନାରେ ଆସିବେ ନାହିଁ । ଦେଶରେ ଜାତିବାଦ, କୁପ୍ରଥା, ଅନ୍ଧବିଶ୍ୱାସ ସମାପ୍ତ କରିବାର ସଂକଳ୍ପ ନେଇଥିବା ଏଭଳି ଯୁବବର୍ଗ, ନୂଆ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଥିବା ଏଭଳି ଯୁବବର୍ଗ ହିଁ ହେଉଛନ୍ତି ବିବେକାନନ୍ଦ । ସେମାନେ ଭାରତର ନୂଆ ବିକ୍ରମୀ-ପରାକ୍ରମୀ, ବିକାଶମାନ ଚେହେରାର ପ୍ରତୀକ ।

ଏଭଳି ପ୍ରତ୍ୟେକ ଯୁବବର୍ଗ ଯେଉଁମାନେ କି ରାଷ୍ଟ୍ର ନିର୍ମାଣରେ ଅତ୍ୟନ୍ତ ସକ୍ରିୟ ହୋଇ ନିଜର ଦାୟିତ୍ୱ ତୁଲାଉଛନ୍ତି, ନିଉ ଇଣ୍ଡିଆର ସଂକଳ୍ପକୁ ସିଦ୍ଧ କରିବା ପାଇଁ କାମ କରୁଛନ୍ତି, ସେ ହିଁ ବିବେକାନନ୍ଦ । କେହି ବିଲ, କେହି କାରଖାନାରେ, କେହି ସ୍କୁଲରେ, କେହି କଲେଜରେ, ସାହି ପଡ଼ିଶାରେ ଦେଶର ସେବାରେ ଲାଗିଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ବିବେକାନନ୍ଦ ।

ଏବେ ଯେଉଁମାନେ ସ୍ୱଚ୍ଛ ଭାରତ ମିଶନକୁ ଆଗକୁ ବଢ଼ାଉଛନ୍ତି, ଗାଁ ଗାଁକୁ ଯାଇ ଲୋକଙ୍କୁ ଡିଜିଟାଲ ସାକ୍ଷରତା ପ୍ରଦାନ କରୁଛନ୍ତି ସେମାନେ ବି ବିକେକାନନ୍ଦ । ଯେଉଁମାନେ ଦଳିତ-ଶୋଷିତ-ପୀଡ଼ିତ ଓ ବଂଚିତ ବର୍ଗଙ୍କ ପାଇଁ କାମ କରୁଛନ୍ତି ସେମାନେ ବି ବିବେକାନନ୍ଦ । ଯେଉଁମାନେ ନିଜର ଶକ୍ତିକୁ, ନିଜର ଚିନ୍ତାଧାରାକୁ, ନିଜର ଇନୋଭେସନ୍କୁ ସମାଜର ସ୍ୱାର୍ଥରେ ଲଗାଉଛନ୍ତି ସେମାନେ ହିଁ ବିବେକାନନ୍ଦ ।

ବନ୍ଧୁଗଣ, ଗତବର୍ଷ ଗୋଟିଏ କାର୍ଯ୍ୟକ୍ରମ ହୋଇଥିଲା – ସ୍ମାର୍ଟ ଇଣ୍ଡିଆ ହେକାଥନ୍ । ଏହି କାର୍ଯ୍ୟକ୍ରମରେ 40ହଜାରରୁ ଅଧିକ ଯୁବବର୍ଗ, ଦେଶର ପ୍ରାୟ 600 ସମସ୍ୟାର ଡିଜିଟାଲ ସମାଧାନ କରିବା ପାଇଁ ଲାଗିଥିଲେ । ଏମାନେ ବି ମୋ’ ପାଇଁ ବିବେକାନନ୍ଦ । ଲକ୍ଷ ଲକ୍ଷ କୋଟି କୋଟି ସାଧାରଣ ଲୋକ, ଭାରତର ମାଟିର ସୁଗନ୍ଧ ପାଇଁ ନିଉ ଇଣ୍ଡିଆର ନିର୍ମାତା, ଆମର ନୂଆ ଯୁଗର ବିବେକାନନ୍ଦ । ସେମାନଙ୍କୁ ମୁଁ ପ୍ରଣାମ କରୁଛି ଓ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରତ୍ୟେକ ବିବେକାନନ୍ଦଙ୍କୁ, ଦେଶରେ ଉପସ୍ଥିତ ଥିବା ପ୍ରତ୍ୟେକ ବିବେକାନନ୍ଦଙ୍କୁ ନମସ୍କାର କରୁଛି ।

ଭାଇ ଓ ଭଉଣୀମାନେ, ହଜାର ହଜାର ବର୍ଷର ଇତିହାସକୁ ଧରି ଆମ ଦେଶରେ ସମୟ ସହ ପରିବର୍ତ୍ତନ ଆସିଥାଏ । ବ୍ୟକ୍ତିରେ ପରିବର୍ତ୍ତନ, ସମାଜରେ ପରିବର୍ତ୍ତନ । କିନ୍ତୁ ସମୟ ସହ ବି  କିଛି ଖରାପ କଥା ସମାଜରେ ସାମିଲ ହେବାରେ ଲାଗିଥାଏ । ଏହା ଆମ ସମାଜର ବିଶେଷତ୍ୱ କି ଯେତେବେଳେ ଏଭଳି ଖରାପ ହୋଇଥାଏ, ସୁଧାରର କାର୍ଯ୍ୟ ସମାଜ ଭିତରେ କେହି ନା କେହି ଆରମ୍ଭ କରିଥାନ୍ତି । ଏଭଳି ମହାନ୍ ସମାଜ ସୁଧାରକମାନେ ସର୍ବଦା ଲୋକଙ୍କ ସେବାକୁ କେନ୍ଦ୍ରରେ ରଖିଥାନ୍ତି । ନିଜର ମନ-ବଚନ-କର୍ମରେ ସେମାନେ ସମାଜକୁ ଶିକ୍ଷା ଦେଇଥାନ୍ତି, ଲୋକଙ୍କ ସେବାକୁ ପ୍ରାଥମିକତା ଦେଇଥାନ୍ତି । ଦେଶର ସାଧାରଣ ମଣିଷକୁ ତା’ର ସରଳ ଭାଷାରେ ବୁଝାଇଥାନ୍ତି ।

ଏହା ଏକପ୍ରକାରର ଜନ ଆନ୍ଦୋଳନ  । ଯାହାର ବିସ୍ତାର ଶହ ଶହ ବର୍ଷର କାଳଖଣ୍ଡରେ ଦେଖିବାକୁ ମିଳିଥାଏ । ଏହି ଆନ୍ଦୋଳନ ଦକ୍ଷିଣରେ ମଧ୍ୟାଚାର୍ଯ୍ୟ, ନିମ୍ବାକାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ, ପଶ୍ଚିମରେ ମୀରାବାଇ, ଏକନାଥ, ତୁକାରାମ, ରାମଦାସ, ନରସି ମେହଟ୍ଟା, ଉତ୍ତରରେ ରାମାନନ୍ଦ, କବୀର ଦାସ, ଗୋସ୍ୱାମୀ ତୁଳସୀଦାସ, ସୁରଦାସ, ଗୁରୁ ନାନକଦେବ, ସନ୍ଥ ରୈଦାସ, ପୂର୍ବରେ ଚୈତନ୍ୟ ମହାପ୍ରଭୁ ଓ ଶଙ୍କରଦେବଙ୍କ ଭଳି ସନ୍ଥଙ୍କ ବିଚାର ଦ୍ୱାରା ସଶକ୍ତ ହୋଇଛି ।

ଏହା ବି ଆମ ଦେଶର ଅଦ୍ଭୂତ ଶକ୍ତି କି ସେମାନଙ୍କୁ କେବେ ଧାର୍ମିକ ଆନ୍ଦୋଳନ ସହ ଯୋଡ଼ି ଦେଖାଯାଇ ନାହିଁ । ଆମର ସର୍ବଦା ଏହି ଜ୍ଞାନ, ଭକ୍ତି ଓ କର୍ମ- ତିନିଟି ମଧ୍ୟରେ ସନ୍ତୁଳନକୁ ସ୍ୱୀକାର କରାଯାଇଛି ।

ଜ୍ଞାନରେ ଏହି ସନ୍ଥମାନେ ଏଭଳି ମୌଳିକ ପ୍ରଶ୍ନର ଉତ୍ତର ଖୋଜୁଥିଲେ କି ମୁଁ କିଏ ।

ଭକ୍ତି ହେଉଛି ସମର୍ପଣର ଅନ୍ୟ ନାମ ଓ କର୍ମ ସମ୍ପୂର୍ଣ୍ଣ ଭାବେ ସେବା ଭାବ ଉପରେ ଆଧାରିତ ଥିଲା । ଏଭଳି ଅନେକ ସନ୍ଥ, ମହାପୁରୁଷମାନଙ୍କ ପ୍ରଭାବ ଥିଲା କି ଦେଶର ସମସ୍ତ ବିପତ୍ତିକୁ ସହି ଆଗକୁ ବଢ଼ିପାରିଛି । ସେହି କାଳଖଣ୍ଡରେ ଦେଶର ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ଅଂଚଳ, ପ୍ରତ୍ୟେକ କୋଣରେ ଥିବା ମନ୍ଦିର-ମଠରୁ ବାହାରି ଆମର ସନ୍ଥମାନେ ଏକ ସାମାଜିକ ଚେତନା ସୃଷ୍ଟି କରିବାର ପ୍ରୟାସ କରିଥିଲେ ।

ଆମେ ଗର୍ବର ସହ କହିପାରିବୁ କି ହିନ୍ଦୁସ୍ତାନ ପାଖରେ ଏଭଳି ମହାନ ପରମ୍ପରା ଅଛି, ଏଭଳି ମହାନ ସନ୍ଥ-ମୁନି ରହିଥିଲେ, ଯେଉଁମାନେ ନିଜର ତପସ୍ୟା, ନିଜର ଜ୍ଞାନର ଉପଯୋଗ ରାଷ୍ଟ୍ର ନିର୍ମାଣ ପାଇଁ କରିଛନ୍ତି ।

ଏହି କ୍ରମରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ରାଜା ରାମମୋହନ ରାୟ, ଜ୍ୟୋତିବା ଫୁଲେ, ମହାତ୍ମା ଗାନ୍ଧି, ବାବା ସାହେବ ଆମ୍ବେଦକର, ବାବା ମ୍ତେ , ପାଣ୍ଡୁରଙ୍ଗ ଶାସ୍ତ୍ରୀ ଅଠାୱଲେ, ବିନୋବା ଭାବେଙ୍କ ଭଳି ଅନେକ ମହାପୁରୁଷ ଆସିଥିଲେ । ସେମାନଙ୍କର ସେବାକୁ କେନ୍ଦ୍ରରେ ରଖି ସମାଜିକ ସଂସ୍କାର ମଧ୍ୟ କରିଥିଲେ । ସେମାନେ ଦେଶ ପାଇଁ, ସମାଜ ପାଇଁ ଯେଉଁ ସଂକଳ୍ପ ନେଇଥିଲେ, ତାକୁ ସିଦ୍ଧ କରି ଦେଖାଇଲେ ।

ବନ୍ଧୁଗଣ, ଆପଣଙ୍କ ମଠ ବି ତ୍ୟାଗର ପରମ୍ପରାକୁ ଆପଣାଇଛି । ସେବାର ପରମ୍ପରାକୁ ସ୍ୱୀକାର କରିଛି । ଆପଣଙ୍କ ମଠ ମଧ୍ୟ ବିରକ୍ତ ମଠ ନାମରେ ପରିଚିତ । ବିରକ୍ତ ଅର୍ଥାତ ପ୍ରତ୍ୟେକ ପ୍ରକାରର ସାଂସାରିକ ମୋହରୁ ମୁକ୍ତ । ଭିନ୍ନ ଭିନ୍ନ ରାଜ୍ୟରେ ରହିଥିବା ଆପଣଙ୍କ 360ରୁ ଉର୍ଦ୍ଧ୍ଵ ମଠ ଯେତେବେଳେ ଅନ୍ନଦାନର ପ୍ରଥାରେ ଚାଲନ୍ତି, ଗରିବ ଓ ଭୋକିଲା ଲୋକଙ୍କୁ ଭୋଜନ କରାନ୍ତି, ନିଶ୍ଚିତ ଭାବେ ଧରିତ୍ରୀ ମା’ର, ମାନବତାର ସର୍ବୋତ୍ତମ ସେବା ହୋଇଥାଏ ।

‘ଶିବ ଭାବେ ଜୀବ ସେବା’ର ଏହା ଉତ୍ତମ ଉଦାହରଣ । ଆମର ଦେଶର ଇତିହାସ ହେଉଛି ସେବାର, ସେବା ଭାବନାର । ସାମାନ୍ୟ ଦୂରରେ ପ୍ରତିଟି ସ୍ଥାନରେ ଗରିବ ଲୋକଙ୍କ ଖାଇବା ଓ ରହିବାର ବ୍ୟବସ୍ଥା ହେଉଛି ଆମର ପରମ୍ପରା । ଏହି ବ୍ୟବସ୍ଥା ସାଧୁସନ୍ଥମାନଙ୍କ ଆଶୀର୍ବାଦରୁ ସାଧାରଣ ସମାଜର ଲୋକମାନେ କରିଥାନ୍ତି । ଆଜି ବି ଅନେକ ସହର-ଗାଁରେ ଏହି ବ୍ୟବସ୍ଥା ଜୀବନ୍ତ ଅଛି, ବ୍ୟାପକ ହେଉଛି ।

ଭାଇ ଓ ଭଉଣୀମାନେ, ଭାରତ ସର୍ବଦା ସମଗ୍ର ବିଶ୍ୱକୁ ମାନବତା, ଗଣତନ୍ତ୍ର, ସୁଶାସନ, ଅହିଂସାର ସନ୍ଦେଶ ଦେଇଛି । ଯେତେବେଳେ ବିଶ୍ୱର ବଡ଼ ବଡ଼ ଦେଶ, ପାଶ୍ଚାତ୍ୟର ବଡ଼ ବଡ଼ ବିଶେଷଜ୍ଞମାନେ ଗଣତନ୍ତ୍ରକୁ ଏକ ନୂଆ ଦୃଷ୍ଟିକୋଣରେ ଦେଖିବା ଆରମ୍ଭ କରିଥିଲେ, ତା’ର ଶହଶହ ବର୍ଷ ପୂର୍ବରୁ ଭାରତ ଏହି ମୂଲ୍ୟବୋଧକୁ ନାକେବଳ ଆପଣାଇଥିଲା ବରଂ ନିଜର ପ୍ରଶାସନିକ ପଦ୍ଧତିରେ ବି ସାମିଲ କରିଥିଲା ।

ଭଗବାନ ବସବେଶ୍ୱର ଦ୍ୱାଦଶ ଶତାବ୍ଦୀରେ ବିଶ୍ୱକୁ ଗଣତନ୍ତ୍ରର, ସମାନତାର ବିଚାରଧାରା ଦେଇଥିଲେ । ସେ ‘ଅନୁଭବ ମଣ୍ଡପ’ ନାଁରେ ଏକ ଏଭଳି ବ୍ୟବସ୍ଥା ବିକଶିତ କରିଥିଲେ, ଯେଉଁଥିରେ ସବୁ ପ୍ରକାରର ଲୋକ, ଗରିବ-ଦଳିତ-ପୀଡ଼ିତ-ବଂଚିତ ନିଜର ବିଚାର ରଖିପାରୁଥିଲେ । ଏଠି ସମସ୍ତେ ସମାନ ଥିଲେ ।

2015 ମସିହାରେ ଯେତେବେଳେ ବ୍ରିଟେନ ଯାଇଥିଲି, ସେଠାରେ ଭଗବାନ ବସବେଶ୍ୱରଙ୍କ ମୂର୍ତ୍ତି ଲୋକାର୍ପଣ କରିବାର ସୌଭାଗ୍ୟ ମଧ୍ୟ ମୋତେ ମିଳିଥିଲା ।

ମୋର ମନେ ଅଛି ବ୍ରିଟେନର ପ୍ରଧାନମନ୍ତ୍ରୀ ସେତେବେଳେ ମାଗ୍ନା କାର୍ଟାଙ୍କ ଉଲ୍ଲେଖ କରୁଥିଲେ ।

କିନ୍ତୁ ମାଗ୍ନା କାର୍ଟାଙ୍କ ବହୁତ ପୂର୍ବରୁ ବସବେଶ୍ୱର ଆମକୁ ଏଭଳି ଏକ ସଂସଦ ସହ ପରିଚିତ କରାଇ ଦେଇଥିଲେ ।

ଭଗବାନ ବସବେଶ୍ୱରଙ୍କ ‘ବାଣୀ’ ଥିଲା କି-

“ଯେତେବେଳେ ବିଚାରର ଆଦାନ-ପ୍ରଦାନ ନହେବ, ଯେତେବେଳେ ତର୍କର ସହ ବିତର୍କ ନହେବ,ସେତେବେଳେ ଅଭିଜ୍ଞ ଗୋଷ୍ଠୀଙ୍କର ମଧ୍ୟ ପ୍ରାସଙ୍ଗିକତା ରହିବ ନାହିଁ । ଯେଉଁଠି ଏଭଳି ହୋଇଥାଏ ସେଠାରେ ଈଶ୍ୱର ମଧ୍ୟ ବାସ କରନ୍ତି ନାହିଁ ।”

ଅର୍ଥାତ ସେ ବିଚାରର ଏହି ମନ୍ଥନକୁ ଈଶ୍ୱରଙ୍କ ଭଳି ଶକ୍ତିଶାଳୀ ଓ ଈଶ୍ୱରଙ୍କ ଭଳି ଆବଶ୍ୟକ ବୋଲି କହିଥିଲେ । ଅନୁଭବ ମଣ୍ଡପକୁ ମଧ୍ୟ ଖୋଲାଖୋଲି କହିବାର ସ୍ୱାଧୀନତା ରହିଥିଲା ।

ସମାଜର ପ୍ରତ୍ୟେକ ବର୍ଗରୁ ଆସିଥିବା ମହିଳା ମଧ୍ୟ ନିଜର ବିଚାର ବ୍ୟକ୍ତ କରୁଥିଲେ । କେତେକ ମହିଳା ଏଭଳି ବି ଥିଲେ ଯେଉଁମାନେ ସେତେବେଳେ ଏଭଳି ତଥାକଥିତ ସଭ୍ୟସମାଜ ଭିତରକୁ ଆସିବେ ବୋଲି ଆଶା ମଧ୍ୟ କରାଯାଉନଥିଲା । ଏଭଳି ମହିଳମାନେ ମଧ୍ୟ ଆସି ଅନୁଭବ ମଣ୍ଡପରେ ନିଜର କଥା ରଖୁଥିଲେ ।

ମହିଳା ସଶକ୍ତିକରଣକୁ ନେଇ ସେତେବେଳେ ବହୁତ ବଡ଼ ପ୍ରୟାସ ହୋଇଥିଲା  । ମୁଁ ଗତବର୍ଷ ହିଁ ଭଗବାନ ବସବେଶ୍ୱରଙ୍କ ବାଣୀର 23ଟି ଭାଷାରେ ହୋଇଥିବା ଅନୁବାଦଗୁଡିକୁ ଲୋକାର୍ପଣ କରିଥିଲି ।

ମୋର ଆଶା ଯେ ଏହା ଭଗବାନ ବସବେଶ୍ୱରଙ୍କ ସନ୍ଦେଶକୁ ଲୋକଙ୍କ ନିକଟରେ ପହଚାଂଇବାରେ ବହୁତ ଉପଯୋଗୀ ସାବ୍ୟସ୍ତ ହେଉଥିବ ।

ଏହି ଅବସରରେ ମୁଁ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ବି.ଡି.ଜଟ୍ଟିଙ୍କୁ ମଧ୍ୟ ନମସ୍କାର ଜଣାଉଛି ଓ ବାସବା ସମିତିରେ ତାଙ୍କର ଯୋଗଦାନକୁ ସ୍ମରଣ କରୁଛି । ଶ୍ରୀ ଅରବିନ୍ଦ ଜଟ୍ଟିଙ୍କର ମଧ୍ୟ ବିଶେଷ ଉଲ୍ଲେଖ କରିବାକୁ ଚାହୁଁଛି ।

ବନ୍ଧୁଗଣ, ମୋତେ କୁହାଯାଇଛି କି ପୂଜନୀୟ ଶ୍ରୀ ସିଦ୍ଧ ରମେଶ୍ୱର ମହାସ୍ୱାମୀଙ୍କ ଦ୍ୱାରା ଅନୁଭବ ମଣ୍ଡପକୁ ପୁଣିଥରେ ଆରମ୍ଭ କରିବାର ସଂକଳ୍ପ ନିଆଯାଇଥିଲା । ଆଉ ସେ ଏହାକୁ ଏଠାର ମଠରେ ସ୍ଥାପିତ କରିବାକୁ ଚାହୁଁଥିଲେ ।

ଏହା ଅତ୍ୟନ୍ତ ଖୁସିର କଥା କି ସେମାନଙ୍କର ଏହି ସ୍ୱପ୍ନ ଶ୍ରୀ ମୁରୁଘା ରାଜେନ୍ଦ୍ର ମହାସ୍ୱାମୀଙ୍କ ନେତୃତ୍ୱରେ ସାକାର ହୋଇଛି । ଏହି ‘ଅନୁଭବ ମଣ୍ଡପ’ରୁ ଦେଶରେ ସମାନତାର ଅଧିକାରର ସନ୍ଦେଶ ପ୍ରସାରିତ ହେବ ।

‘ସର୍ବ ଜନ ସୁଖିନୋ ଭବନ୍ତୁ’ର ମନ୍ତ୍ରରେ ଚାଲି ସମସ୍ତଙ୍କ ସୁଖ କାମନା ସହ ହେଉଥିବା ଏହି ଆୟୋଜନ ନିମନ୍ତେ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ବନ୍ଧୁଗଣ, 2022ରେ ଆମ ଦେଶର ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ପର୍ବ ପାଳନ କରାଯିବ । ଏହି ପର୍ବକୁ କ’ଣ ଆମେ ଦେଶର ଆଭ୍ୟନ୍ତରୀଣ ଦୁର୍ବଳତା ସହ ପାଳନ କରିବା? ନା । ଆମ ସମସ୍ତେ ସଂକଳ୍ପ ନେଇଛେ କି ନବ୍ୟ ଭାରତ ଗଠନ କରିବା ପାଇଁ । ଏହି ସଂକଳ୍ପରେ ଆପଣମାନଙ୍କ ଯୋଗଦାନ, ସଂକଳ୍ପରେ ସିଦ୍ଧିର ଏହି ଯାତ୍ରାକୁ ଅଧିକ ସୁଗମ କରିଦେବ । କ’ଣ ଶିକ୍ଷା କ୍ଷେତ୍ରରେ, ଝିଅମାନଙ୍କ ପଢ଼ିବା କ୍ଷେତ୍ରରେ, ଯୁବବର୍ଗଙ୍କୁ କୌଶଳ ବିକାଶ କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ, ସ୍ୱଚ୍ଛତା କ୍ଷେତ୍ରରେ, ଡିଜିଟାଲ ସାକ୍ଷରତା କ୍ଷେତ୍ରରେ, ସୌର ଶକ୍ତିର ପ୍ରସାର ନିମନ୍ତେ, କ’ଣ ଆପଣଙ୍କ ଦ୍ୱାରା କୌଣସି ସଂକଳ୍ପ ନିଆଯାଇ ପାରିବ ନାହିଁ?

ମୁଁ ଜାଣିଛି ଆପଣମାନେ ଏଭଳି କ୍ଷେତ୍ରରେ ପୂର୍ବରୁ କାମ କରୁଛନ୍ତି । କିନ୍ତୁ କ’ଣ  ସଂଖ୍ୟାରେ କୌଣସି ଲକ୍ଷ୍ୟ ନିର୍ଦ୍ଧାରଣ କରି କୌଣସି ସଂକଳ୍ପ ନିଆଯାଇପାରିବ । ଯେମିତିକି କ’ଣ ଏହି ସଂକଳ୍ପ ନେଇହେବ କି ଆସନ୍ତା 2ବର୍ଷ ମଧ୍ୟରେ 2ହଜାର, 5ହଜାର ଗାଁକୁ ଖୋଲାରେ ଶୌଚମୁକ୍ତ କରିବାରେ ସହାୟତା କରିପାରିବେ । କ’ଣ ଏହି ସଂକଳ୍ପ ନିଆଯାଇପାରିବ କି ଆସନ୍ତା 2ବର୍ଷ ମଧ୍ୟରେ ଆପଣଙ୍କ ଦ୍ୱାରା ଚିହ୍ନଟ 5ହଜାର ଗାଁରେ, ପ୍ରତ୍ୟେକ ଘରେ ଏଲଇଡି ବଲ୍ବ ହେବ ।

ବନ୍ଧୁଗଣ, ସରକାର ଏହି ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରୁଛି । କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧିରେ, ଲୋକଙ୍କୁ ପ୍ରୋତ୍ସାହିତ କରିବାରେ ଆପଣମାନଙ୍କର ବଡ଼ ଭୂମିକା ରହିଛି । ମୋର ବିଶ୍ୱାସ କି ଆପଣମାନେ ଯେତେବେଳେ ପଦକ୍ଷେପ ନେବେ, ସେତେବେଳେ ଲକ୍ଷଲକ୍ଷ ବିବେକାନନ୍ଦଙ୍କ ଶକ୍ତି ଆପଣଙ୍କ ସଂକଳ୍ପକୁ ସିଦ୍ଧି କରାଇବ ।

ଏବେ ବେଲାଗାଭିରେ 10ହଜାର ବିବେକାନନ୍ଦ ଏକଜୁଟ ହୋଇଛନ୍ତି । ସେତେବେଳେ ଲକ୍ଷାଧିକ ବିବେକାନନ୍ଦ ଏକଜୁଟ ହେବେ । ଆପଣଙ୍କ କାର୍ଯ୍ୟ ସିଦ୍ଧି ହେଲେ ଆମର ସାମାଜିକ ବ୍ୟବସ୍ଥା ମଧ୍ୟ ଅଧିକ ସୁଦୃଢ଼ ହେବ । ଏକ ଭାରତ-ଶ୍ରେଷ୍ଠ ଭାରତର ସାମର୍ଥ୍ୟବାନ ଭାରତର ସ୍ୱାମୀ ବିବେକାନନ୍ଦଙ୍କ ସ୍ୱପ୍ନ ପୂରଣ ହେବ ।

ଏସବୁ ଶବ୍ଦ ସହ ନିଜର କଥା ସମାପ୍ତ କରୁଛି । ପୁଣିଥରେ ମଂଚରେ ଉପସ୍ଥିତ ସମସ୍ତ ସନ୍ଥମାନଙ୍କୁ ପ୍ରଣାମ କରୁଛି । ଆପଣ ସମସ୍ତଙ୍କୁ ରାଷ୍ଟ୍ରୀୟ ଯୁବ ଦିବସ ଓ ସର୍ବ ଧର୍ମ ସଭା ପାଇଁ ପୁଣିଥରେ ବହୁତ ବହୁତ ଶୁଭକାମନା ।

 

ବହୁତ ବହୁତ ଧନ୍ୟବାଦ !!!

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Laying the digital path to a developed India

Media Coverage

Laying the digital path to a developed India
NM on the go

Nm on the go

Always be the first to hear from the PM. Get the App Now!
...
India is driving global growth today: PM Modi at Republic Plenary Summit
March 06, 2025
QuoteIndia's achievements and successes have sparked a new wave of hope across the globe: PM
QuoteIndia is driving global growth today: PM
QuoteToday's India thinks big, sets ambitious targets and delivers remarkable results: PM
QuoteWe launched the SVAMITVA Scheme to grant property rights to rural households in India: PM
QuoteYouth is the X-Factor of today's India, where X stands for Experimentation, Excellence, and Expansion: PM
QuoteIn the past decade, we have transformed impact-less administration into impactful governance: PM
QuoteEarlier, construction of houses was government-driven, but we have transformed it into an owner-driven approach: PM

नमस्कार!

आप लोग सब थक गए होंगे, अर्णब की ऊंची आवाज से कान तो जरूर थक गए होंगे, बैठिये अर्णब, अभी चुनाव का मौसम नहीं है। सबसे पहले तो मैं रिपब्लिक टीवी को उसके इस अभिनव प्रयोग के लिए बहुत बधाई देता हूं। आप लोग युवाओं को ग्रासरूट लेवल पर इन्वॉल्व करके, इतना बड़ा कंपटीशन कराकर यहां लाए हैं। जब देश का युवा नेशनल डिस्कोर्स में इन्वॉल्व होता है, तो विचारों में नवीनता आती है, वो पूरे वातावरण में एक नई ऊर्जा भर देता है और यही ऊर्जा इस समय हम यहां महसूस भी कर रहे हैं। एक तरह से युवाओं के इन्वॉल्वमेंट से हम हर बंधन को तोड़ पाते हैं, सीमाओं के परे जा पाते हैं, फिर भी कोई भी लक्ष्य ऐसा नहीं रहता, जिसे पाया ना जा सके। कोई मंजिल ऐसी नहीं रहती जिस तक पहुंचा ना जा सके। रिपब्लिक टीवी ने इस समिट के लिए एक नए कॉन्सेप्ट पर काम किया है। मैं इस समिट की सफलता के लिए आप सभी को बहुत-बहुत बधाई देता हूं, आपका अभिनंदन करता हूं। अच्छा मेरा भी इसमें थोड़ा स्वार्थ है, एक तो मैं पिछले दिनों से लगा हूं, कि मुझे एक लाख नौजवानों को राजनीति में लाना है और वो एक लाख ऐसे, जो उनकी फैमिली में फर्स्ट टाइमर हो, तो एक प्रकार से ऐसे इवेंट मेरा जो यह मेरा मकसद है उसका ग्राउंड बना रहे हैं। दूसरा मेरा व्यक्तिगत लाभ है, व्यक्तिगत लाभ यह है कि 2029 में जो वोट करने जाएंगे उनको पता ही नहीं है कि 2014 के पहले अखबारों की हेडलाइन क्या हुआ करती थी, उसे पता नहीं है, 10-10, 12-12 लाख करोड़ के घोटाले होते थे, उसे पता नहीं है और वो जब 2029 में वोट करने जाएगा, तो उसके सामने कंपैरिजन के लिए कुछ नहीं होगा और इसलिए मुझे उस कसौटी से पार होना है और मुझे पक्का विश्वास है, यह जो ग्राउंड बन रहा है ना, वो उस काम को पक्का कर देगा।

साथियों,

आज पूरी दुनिया कह रही है कि ये भारत की सदी है, ये आपने नहीं सुना है। भारत की उपलब्धियों ने, भारत की सफलताओं ने पूरे विश्व में एक नई उम्मीद जगाई है। जिस भारत के बारे में कहा जाता था, ये खुद भी डूबेगा और हमें भी ले डूबेगा, वो भारत आज दुनिया की ग्रोथ को ड्राइव कर रहा है। मैं भारत के फ्यूचर की दिशा क्या है, ये हमें आज के हमारे काम और सिद्धियों से पता चलता है। आज़ादी के 65 साल बाद भी भारत दुनिया की ग्यारहवें नंबर की इकॉनॉमी था। बीते दशक में हम दुनिया की पांचवें नंबर की इकॉनॉमी बने, और अब उतनी ही तेजी से दुनिया की तीसरी सबसे बड़ी अर्थव्यवस्था बनने जा रहे हैं।

|

साथियों,

मैं आपको 18 साल पहले की भी बात याद दिलाता हूं। ये 18 साल का खास कारण है, क्योंकि जो लोग 18 साल की उम्र के हुए हैं, जो पहली बार वोटर बन रहे हैं, उनको 18 साल के पहले का पता नहीं है, इसलिए मैंने वो आंकड़ा लिया है। 18 साल पहले यानि 2007 में भारत की annual GDP, एक लाख करोड़ डॉलर तक पहुंची थी। यानि आसान शब्दों में कहें तो ये वो समय था, जब एक साल में भारत में एक लाख करोड़ डॉलर की इकॉनॉमिक एक्टिविटी होती थी। अब आज देखिए क्या हो रहा है? अब एक क्वार्टर में ही लगभग एक लाख करोड़ डॉलर की इकॉनॉमिक एक्टिविटी हो रही है। इसका क्या मतलब हुआ? 18 साल पहले के भारत में साल भर में जितनी इकॉनॉमिक एक्टिविटी हो रही थी, उतनी अब सिर्फ तीन महीने में होने लगी है। ये दिखाता है कि आज का भारत कितनी तेजी से आगे बढ़ रहा है। मैं आपको कुछ उदाहरण दूंगा, जो दिखाते हैं कि बीते एक दशक में कैसे बड़े बदलाव भी आए और नतीजे भी आए। बीते 10 सालों में, हम 25 करोड़ लोगों को गरीबी से बाहर निकालने में सफल हुए हैं। ये संख्या कई देशों की कुल जनसंख्या से भी ज्यादा है। आप वो दौर भी याद करिए, जब सरकार खुद स्वीकार करती थी, प्रधानमंत्री खुद कहते थे, कि एक रूपया भेजते थे, तो 15 पैसा गरीब तक पहुंचता था, वो 85 पैसा कौन पंजा खा जाता था और एक आज का दौर है। बीते दशक में गरीबों के खाते में, DBT के जरिए, Direct Benefit Transfer, DBT के जरिए 42 लाख करोड़ रुपए से ज्यादा ट्रांसफर किए गए हैं, 42 लाख करोड़ रुपए। अगर आप वो हिसाब लगा दें, रुपये में से 15 पैसे वाला, तो 42 लाख करोड़ का क्या हिसाब निकलेगा? साथियों, आज दिल्ली से एक रुपया निकलता है, तो 100 पैसे आखिरी जगह तक पहुंचते हैं।

साथियों,

10 साल पहले सोलर एनर्जी के मामले में भारत दुनिया में कहीं गिनती नहीं होती थी। लेकिन आज भारत सोलर एनर्जी कैपेसिटी के मामले में दुनिया के टॉप-5 countries में से है। हमने सोलर एनर्जी कैपेसिटी को 30 गुना बढ़ाया है। Solar module manufacturing में भी 30 गुना वृद्धि हुई है। 10 साल पहले तो हम होली की पिचकारी भी, बच्चों के खिलौने भी विदेशों से मंगाते थे। आज हमारे Toys Exports तीन गुना हो चुके हैं। 10 साल पहले तक हम अपनी सेना के लिए राइफल तक विदेशों से इंपोर्ट करते थे और बीते 10 वर्षों में हमारा डिफेंस एक्सपोर्ट 20 गुना बढ़ गया है।

|

साथियों,

इन 10 वर्षों में, हम दुनिया के दूसरे सबसे बड़े स्टील प्रोड्यूसर हैं, दुनिया के दूसरे सबसे बड़े मोबाइल फोन मैन्युफैक्चरर हैं और दुनिया का तीसरा सबसे बड़ा स्टार्टअप इकोसिस्टम बने हैं। इन्हीं 10 सालों में हमने इंफ्रास्ट्रक्चर पर अपने Capital Expenditure को, पांच गुना बढ़ाया है। देश में एयरपोर्ट्स की संख्या दोगुनी हो गई है। इन दस सालों में ही, देश में ऑपरेशनल एम्स की संख्या तीन गुना हो गई है। और इन्हीं 10 सालों में मेडिकल कॉलेजों और मेडिकल सीट्स की संख्या भी करीब-करीब दोगुनी हो गई है।

साथियों,

आज के भारत का मिजाज़ कुछ और ही है। आज का भारत बड़ा सोचता है, बड़े टार्गेट तय करता है और आज का भारत बड़े नतीजे लाकर के दिखाता है। और ये इसलिए हो रहा है, क्योंकि देश की सोच बदल गई है, भारत बड़ी Aspirations के साथ आगे बढ़ रहा है। पहले हमारी सोच ये बन गई थी, चलता है, होता है, अरे चलने दो यार, जो करेगा करेगा, अपन अपना चला लो। पहले सोच कितनी छोटी हो गई थी, मैं इसका एक उदाहरण देता हूं। एक समय था, अगर कहीं सूखा हो जाए, सूखाग्रस्त इलाका हो, तो लोग उस समय कांग्रेस का शासन हुआ करता था, तो मेमोरेंडम देते थे गांव के लोग और क्या मांग करते थे, कि साहब अकाल होता रहता है, तो इस समय अकाल के समय अकाल के राहत के काम रिलीफ के वर्क शुरू हो जाए, गड्ढे खोदेंगे, मिट्टी उठाएंगे, दूसरे गड्डे में भर देंगे, यही मांग किया करते थे लोग, कोई कहता था क्या मांग करता था, कि साहब मेरे इलाके में एक हैंड पंप लगवा दो ना, पानी के लिए हैंड पंप की मांग करते थे, कभी कभी सांसद क्या मांग करते थे, गैस सिलेंडर इसको जरा जल्दी देना, सांसद ये काम करते थे, उनको 25 कूपन मिला करती थी और उस 25 कूपन को पार्लियामेंट का मेंबर अपने पूरे क्षेत्र में गैस सिलेंडर के लिए oblige करने के लिए उपयोग करता था। एक साल में एक एमपी 25 सिलेंडर और यह सारा 2014 तक था। एमपी क्या मांग करते थे, साहब ये जो ट्रेन जा रही है ना, मेरे इलाके में एक स्टॉपेज दे देना, स्टॉपेज की मांग हो रही थी। यह सारी बातें मैं 2014 के पहले की कर रहा हूं, बहुत पुरानी नहीं कर रहा हूं। कांग्रेस ने देश के लोगों की Aspirations को कुचल दिया था। इसलिए देश के लोगों ने उम्मीद लगानी भी छोड़ दी थी, मान लिया था यार इनसे कुछ होना नहीं है, क्या कर रहा है।। लोग कहते थे कि भई ठीक है तुम इतना ही कर सकते हो तो इतना ही कर दो। और आज आप देखिए, हालात और सोच कितनी तेजी से बदल रही है। अब लोग जानते हैं कि कौन काम कर सकता है, कौन नतीजे ला सकता है, और यह सामान्य नागरिक नहीं, आप सदन के भाषण सुनोगे, तो विपक्ष भी यही भाषण करता है, मोदी जी ये क्यों नहीं कर रहे हो, इसका मतलब उनको लगता है कि यही करेगा।

|

साथियों,

आज जो एस्पिरेशन है, उसका प्रतिबिंब उनकी बातों में झलकता है, कहने का तरीका बदल गया , अब लोगों की डिमांड क्या आती है? लोग पहले स्टॉपेज मांगते थे, अब आकर के कहते जी, मेरे यहां भी तो एक वंदे भारत शुरू कर दो। अभी मैं कुछ समय पहले कुवैत गया था, तो मैं वहां लेबर कैंप में नॉर्मली मैं बाहर जाता हूं तो अपने देशवासी जहां काम करते हैं तो उनके पास जाने का प्रयास करता हूं। तो मैं वहां लेबर कॉलोनी में गया था, तो हमारे जो श्रमिक भाई बहन हैं, जो वहां कुवैत में काम करते हैं, उनसे कोई 10 साल से कोई 15 साल से काम, मैं उनसे बात कर रहा था, अब देखिए एक श्रमिक बिहार के गांव का जो 9 साल से कुवैत में काम कर रहा है, बीच-बीच में आता है, मैं जब उससे बातें कर रहा था, तो उसने कहा साहब मुझे एक सवाल पूछना है, मैंने कहा पूछिए, उसने कहा साहब मेरे गांव के पास डिस्ट्रिक्ट हेड क्वार्टर पर इंटरनेशनल एयरपोर्ट बना दीजिए ना, जी मैं इतना प्रसन्न हो गया, कि मेरे देश के बिहार के गांव का श्रमिक जो 9 साल से कुवैत में मजदूरी करता है, वह भी सोचता है, अब मेरे डिस्ट्रिक्ट में इंटरनेशनल एयरपोर्ट बनेगा। ये है, आज भारत के एक सामान्य नागरिक की एस्पिरेशन, जो विकसित भारत के लक्ष्य की ओर पूरे देश को ड्राइव कर रही है।

साथियों,

किसी भी समाज की, राष्ट्र की ताकत तभी बढ़ती है, जब उसके नागरिकों के सामने से बंदिशें हटती हैं, बाधाएं हटती हैं, रुकावटों की दीवारें गिरती है। तभी उस देश के नागरिकों का सामर्थ्य बढ़ता है, आसमान की ऊंचाई भी उनके लिए छोटी पड़ जाती है। इसलिए, हम निरंतर उन रुकावटों को हटा रहे हैं, जो पहले की सरकारों ने नागरिकों के सामने लगा रखी थी। अब मैं उदाहरण देता हूं स्पेस सेक्टर। स्पेस सेक्टर में पहले सबकुछ ISRO के ही जिम्मे था। ISRO ने निश्चित तौर पर शानदार काम किया, लेकिन स्पेस साइंस और आंत्रप्रन्योरशिप को लेकर देश में जो बाकी सामर्थ्य था, उसका उपयोग नहीं हो पा रहा था, सब कुछ इसरो में सिमट गया था। हमने हिम्मत करके स्पेस सेक्टर को युवा इनोवेटर्स के लिए खोल दिया। और जब मैंने निर्णय किया था, किसी अखबार की हेडलाइन नहीं बना था, क्योंकि समझ भी नहीं है। रिपब्लिक टीवी के दर्शकों को जानकर खुशी होगी, कि आज ढाई सौ से ज्यादा स्पेस स्टार्टअप्स देश में बन गए हैं, ये मेरे देश के युवाओं का कमाल है। यही स्टार्टअप्स आज, विक्रम-एस और अग्निबाण जैसे रॉकेट्स बना रहे हैं। ऐसे ही mapping के सेक्टर में हुआ, इतने बंधन थे, आप एक एटलस नहीं बना सकते थे, टेक्नॉलाजी बदल चुकी है। पहले अगर भारत में कोई मैप बनाना होता था, तो उसके लिए सरकारी दरवाजों पर सालों तक आपको चक्कर काटने पड़ते थे। हमने इस बंदिश को भी हटाया। आज Geo-spatial mapping से जुडा डेटा, नए स्टार्टअप्स का रास्ता बना रहा है।

|

साथियों,

न्यूक्लियर एनर्जी, न्यूक्लियर एनर्जी से जुड़े सेक्टर को भी पहले सरकारी कंट्रोल में रखा गया था। बंदिशें थीं, बंधन थे, दीवारें खड़ी कर दी गई थीं। अब इस साल के बजट में सरकार ने इसको भी प्राइवेट सेक्टर के लिए ओपन करने की घोषणा की है। और इससे 2047 तक 100 गीगावॉट न्यूक्लियर एनर्जी कैपेसिटी जोड़ने का रास्ता मजबूत हुआ है।

साथियों,

आप हैरान रह जाएंगे, कि हमारे गांवों में 100 लाख करोड़ रुपए, Hundred lakh crore rupees, उससे भी ज्यादा untapped आर्थिक सामर्थ्य पड़ा हुआ है। मैं आपके सामने फिर ये आंकड़ा दोहरा रहा हूं- 100 लाख करोड़ रुपए, ये छोटा आंकड़ा नहीं है, ये आर्थिक सामर्थ्य, गांव में जो घर होते हैं, उनके रूप में उपस्थित है। मैं आपको और आसान तरीके से समझाता हूं। अब जैसे यहां दिल्ली जैसे शहर में आपके घर 50 लाख, एक करोड़, 2 करोड़ के होते हैं, आपकी प्रॉपर्टी की वैल्यू पर आपको बैंक लोन भी मिल जाता है। अगर आपका दिल्ली में घर है, तो आप बैंक से करोड़ों रुपये का लोन ले सकते हैं। अब सवाल यह है, कि घर दिल्ली में थोड़े है, गांव में भी तो घर है, वहां भी तो घरों का मालिक है, वहां ऐसा क्यों नहीं होता? गांवों में घरों पर लोन इसलिए नहीं मिलता, क्योंकि भारत में गांव के घरों के लीगल डॉक्यूमेंट्स नहीं होते थे, प्रॉपर मैपिंग ही नहीं हो पाई थी। इसलिए गांव की इस ताकत का उचित लाभ देश को, देशवासियों को नहीं मिल पाया। और ये सिर्फ भारत की समस्या है ऐसा नहीं है, दुनिया के बड़े-बड़े देशों में लोगों के पास प्रॉपर्टी के राइट्स नहीं हैं। बड़ी-बड़ी अंतरराष्ट्रीय संस्थाएं कहती हैं, कि जो देश अपने यहां लोगों को प्रॉपर्टी राइट्स देता है, वहां की GDP में उछाल आ जाता है।

|

साथियों,

भारत में गांव के घरों के प्रॉपर्टी राइट्स देने के लिए हमने एक स्वामित्व स्कीम शुरु की। इसके लिए हम गांव-गांव में ड्रोन से सर्वे करा रहे हैं, गांव के एक-एक घर की मैपिंग करा रहे हैं। आज देशभर में गांव के घरों के प्रॉपर्टी कार्ड लोगों को दिए जा रहे हैं। दो करोड़ से अधिक प्रॉपर्टी कार्ड सरकार ने बांटे हैं और ये काम लगातार चल रहा है। प्रॉपर्टी कार्ड ना होने के कारण पहले गांवों में बहुत सारे विवाद भी होते थे, लोगों को अदालतों के चक्कर लगाने पड़ते थे, ये सब भी अब खत्म हुआ है। इन प्रॉपर्टी कार्ड्स पर अब गांव के लोगों को बैंकों से लोन मिल रहे हैं, इससे गांव के लोग अपना व्यवसाय शुरू कर रहे हैं, स्वरोजगार कर रहे हैं। अभी मैं एक दिन ये स्वामित्व योजना के तहत वीडियो कॉन्फ्रेंस पर उसके लाभार्थियों से बात कर रहा था, मुझे राजस्थान की एक बहन मिली, उसने कहा कि मैंने मेरा प्रॉपर्टी कार्ड मिलने के बाद मैंने 9 लाख रुपये का लोन लिया गांव में और बोली मैंने बिजनेस शुरू किया और मैं आधा लोन वापस कर चुकी हूं और अब मुझे पूरा लोन वापस करने में समय नहीं लगेगा और मुझे अधिक लोन की संभावना बन गई है कितना कॉन्फिडेंस लेवल है।

साथियों,

ये जितने भी उदाहरण मैंने दिए हैं, इनका सबसे बड़ा बेनिफिशरी मेरे देश का नौजवान है। वो यूथ, जो विकसित भारत का सबसे बड़ा स्टेकहोल्डर है। जो यूथ, आज के भारत का X-Factor है। इस X का अर्थ है, Experimentation Excellence और Expansion, Experimentation यानि हमारे युवाओं ने पुराने तौर तरीकों से आगे बढ़कर नए रास्ते बनाए हैं। Excellence यानी नौजवानों ने Global Benchmark सेट किए हैं। और Expansion यानी इनोवेशन को हमारे य़ुवाओं ने 140 करोड़ देशवासियों के लिए स्केल-अप किया है। हमारा यूथ, देश की बड़ी समस्याओं का समाधान दे सकता है, लेकिन इस सामर्थ्य का सदुपयोग भी पहले नहीं किया गया। हैकाथॉन के ज़रिए युवा, देश की समस्याओं का समाधान भी दे सकते हैं, इसको लेकर पहले सरकारों ने सोचा तक नहीं। आज हम हर वर्ष स्मार्ट इंडिया हैकाथॉन आयोजित करते हैं। अभी तक 10 लाख युवा इसका हिस्सा बन चुके हैं, सरकार की अनेकों मिनिस्ट्रीज और डिपार्टमेंट ने गवर्नेंस से जुड़े कई प्रॉब्लम और उनके सामने रखें, समस्याएं बताई कि भई बताइये आप खोजिये क्या सॉल्यूशन हो सकता है। हैकाथॉन में हमारे युवाओं ने लगभग ढाई हज़ार सोल्यूशन डेवलप करके देश को दिए हैं। मुझे खुशी है कि आपने भी हैकाथॉन के इस कल्चर को आगे बढ़ाया है। और जिन नौजवानों ने विजय प्राप्त की है, मैं उन नौजवानों को बधाई देता हूं और मुझे खुशी है कि मुझे उन नौजवानों से मिलने का मौका मिला।

|

साथियों,

बीते 10 वर्षों में देश ने एक new age governance को फील किया है। बीते दशक में हमने, impact less administration को Impactful Governance में बदला है। आप जब फील्ड में जाते हैं, तो अक्सर लोग कहते हैं, कि हमें फलां सरकारी स्कीम का बेनिफिट पहली बार मिला। ऐसा नहीं है कि वो सरकारी स्कीम्स पहले नहीं थीं। स्कीम्स पहले भी थीं, लेकिन इस लेवल की last mile delivery पहली बार सुनिश्चित हो रही है। आप अक्सर पीएम आवास स्कीम के बेनिफिशरीज़ के इंटरव्यूज़ चलाते हैं। पहले कागज़ पर गरीबों के मकान सेंक्शन होते थे। आज हम जमीन पर गरीबों के घर बनाते हैं। पहले मकान बनाने की पूरी प्रक्रिया, govt driven होती थी। कैसा मकान बनेगा, कौन सा सामान लगेगा, ये सरकार ही तय करती थी। हमने इसको owner driven बनाया। सरकार, लाभार्थी के अकाउंट में पैसा डालती है, बाकी कैसा घर बनेगा, ये लाभार्थी खुद डिसाइड करता है। और घर के डिजाइन के लिए भी हमने देशभर में कंपीटिशन किया, घरों के मॉडल सामने रखे, डिजाइन के लिए भी लोगों को जोड़ा, जनभागीदारी से चीज़ें तय कीं। इससे घरों की क्वालिटी भी अच्छी हुई है और घर तेज़ गति से कंप्लीट भी होने लगे हैं। पहले ईंट-पत्थर जोड़कर आधे-अधूरे मकान बनाकर दिए जाते थे, हमने गरीब को उसके सपनों का घर बनाकर दिया है। इन घरों में नल से जल आता है, उज्ज्वला योजना का गैस कनेक्शन होता है, सौभाग्य योजना का बिजली कनेक्शन होता है, हमने सिर्फ चार दीवारें खड़ी नहीं कीं है, हमने उन घरों में ज़िंदगी खड़ी की है।

साथियों,

किसी भी देश के विकास के लिए बहुत जरूरी पक्ष है उस देश की सुरक्षा, नेशनल सिक्योरिटी। बीते दशक में हमने सिक्योरिटी पर भी बहुत अधिक काम किया है। आप याद करिए, पहले टीवी पर अक्सर, सीरियल बम ब्लास्ट की ब्रेकिंग न्यूज चला करती थी, स्लीपर सेल्स के नेटवर्क पर स्पेशल प्रोग्राम हुआ करते थे। आज ये सब, टीवी स्क्रीन और भारत की ज़मीन दोनों जगह से गायब हो चुका है। वरना पहले आप ट्रेन में जाते थे, हवाई अड्डे पर जाते थे, लावारिस कोई बैग पड़ा है तो छूना मत ऐसी सूचनाएं आती थी, आज वो जो 18-20 साल के नौजवान हैं, उन्होंने वो सूचना सुनी नहीं होगी। आज देश में नक्सलवाद भी अंतिम सांसें गिन रहा है। पहले जहां सौ से अधिक जिले, नक्सलवाद की चपेट में थे, आज ये दो दर्जन से भी कम जिलों में ही सीमित रह गया है। ये तभी संभव हुआ, जब हमने nation first की भावना से काम किया। हमने इन क्षेत्रों में Governance को Grassroot Level तक पहुंचाया। देखते ही देखते इन जिलों मे हज़ारों किलोमीटर लंबी सड़कें बनीं, स्कूल-अस्पताल बने, 4G मोबाइल नेटवर्क पहुंचा और परिणाम आज देश देख रहा है।

साथियों,

सरकार के निर्णायक फैसलों से आज नक्सलवाद जंगल से तो साफ हो रहा है, लेकिन अब वो Urban सेंटर्स में पैर पसार रहा है। Urban नक्सलियों ने अपना जाल इतनी तेज़ी से फैलाया है कि जो राजनीतिक दल, अर्बन नक्सल के विरोधी थे, जिनकी विचारधारा कभी गांधी जी से प्रेरित थी, जो भारत की ज़ड़ों से जुड़ी थी, ऐसे राजनीतिक दलों में आज Urban नक्सल पैठ जमा चुके हैं। आज वहां Urban नक्सलियों की आवाज, उनकी ही भाषा सुनाई देती है। इसी से हम समझ सकते हैं कि इनकी जड़ें कितनी गहरी हैं। हमें याद रखना है कि Urban नक्सली, भारत के विकास और हमारी विरासत, इन दोनों के घोर विरोधी हैं। वैसे अर्नब ने भी Urban नक्सलियों को एक्सपोज करने का जिम्मा उठाया हुआ है। विकसित भारत के लिए विकास भी ज़रूरी है और विरासत को मज़बूत करना भी आवश्यक है। और इसलिए हमें Urban नक्सलियों से सावधान रहना है।

साथियों,

आज का भारत, हर चुनौती से टकराते हुए नई ऊंचाइयों को छू रहा है। मुझे भरोसा है कि रिपब्लिक टीवी नेटवर्क के आप सभी लोग हमेशा नेशन फर्स्ट के भाव से पत्रकारिता को नया आयाम देते रहेंगे। आप विकसित भारत की एस्पिरेशन को अपनी पत्रकारिता से catalyse करते रहें, इसी विश्वास के साथ, आप सभी का बहुत-बहुत आभार, बहुत-बहुत शुभकामनाएं।

धन्यवाद!