ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୱାଣ୍ଡା ରାଷ୍ଟ୍ରପତି ପଲ କଗାମେ ଦୁଇ ଦେଶର ପ୍ରମୁଖ ସିଇଓଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଲେ ଯେ ''ଆମେ ଭାରତ ଏବଂ ରୱାଣ୍ଡା ମଧ୍ୟରେ ଆର୍ଥିକ ସମ୍ପର୍କକୁ ପ୍ରୋତ୍ସାହନ ଦେବାକୁ ଚାହୁଁଛୁ । ଉଭୟ ଦେଶ ମିଳିତ ଭାବେ ବହୁତ କିଛି କରିପାରିବ । ଗ୍ରାମୀଣ ବିକାଶ ଏବଂ କ୍ଷୁଦ୍ର ଉଦ୍ୟୋଗମାନଙ୍କରେ ଅନେକ ସୁଯୋଗ ରହିଛି ।''
We want to boost economic ties between India and Rwanda. Our nations can do a lot together. There are several opportunities in rural development and small scale industries: PM @narendramodi tells CEOs from India and Rwanda
— PMO India (@PMOIndia) July 24, 2018
A strategic partnership is nourished by economic ties! PM @narendramodi and President @PaulKagame at the India Rwanda Business Forum interacted with the business community from both countries. PM reaffirmed India’s commitment to Rwanda’s quest for national development. pic.twitter.com/ryDREvS79D
— Raveesh Kumar (@MEAIndia) July 24, 2018