ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର କୋଲମ୍ବରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱରେ ଭାରତର ସ୍ଥିତି ମଜବୁତ ହେଉଛି ଏବଂ ଏହାର ଶ୍ରେୟ ବିଦେଶରେ ରହିଆସୁଥିବା ଭାରତୀୟ ସମୁଦାୟଙ୍କୁ ଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ,''ମୁଁ ଯେଉଁଠିକୁ ବି ଯାଉଛି ,ମତେ ପ୍ରବାସୀ ଭାରତୀୟଙ୍କ ସଫଳତା ଏବଂ ଉପଲବ୍ଧି ବିଷୟରେ କୁହାଯାଉଛି ।''
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ଗଣତନ୍ତ୍ର ଭାରତର ଲୋକାଚାରର ଏକ ଅଂଶ ଏବଂ ଆମେ ଗତ ପାଞ୍ଚ ବର୍ଷରେ ବହୁତ କିଛି ହାସଲ କରିଛନ୍ତି ଏବଂ ଆଗାମୀ ପାଞ୍ଚ ବର୍ଷରେ ବହୁତ କିଛି କରିବାକୁ ଅଛି । ଲୋକମାନଙ୍କ ଆକାଂକ୍ଷାଗୁଡ଼ିକୁ ପୁରା କରିବା ପାଇଁ ସମସ୍ତ ସମ୍ଭବ ପ୍ରୟାସ କରିବୁ ।''
I thank the Indian community for coming to meet us here. It is always a delight to interact with the Indian diaspora: PM @narendramodi pic.twitter.com/Vq7lPDH3iz
— PMO India (@PMOIndia) June 9, 2019
Today India’s position in the world is getting stronger and a large part of that credit goes to the Indian diaspora.
— PMO India (@PMOIndia) June 9, 2019
Wherever I go, am told about the successes and accomplishments of the Indian diaspora: PM @narendramodi pic.twitter.com/8CyqNc7NRg
I am happy to share that the Indian community overseas and the Government of India are on the same page when it comes to several issues: PM @narendramodi
— PMO India (@PMOIndia) June 9, 2019
Democracy is a part of India’s ethos: PM @narendramodi pic.twitter.com/eIxJUZFRmN
— PMO India (@PMOIndia) June 9, 2019
We have achieved a lot in the last five years and much more has to be done in the coming years. No stone will be left unturned to fulfil people’s aspirations: PM @narendramodi pic.twitter.com/AHWCfL7Cmd
— PMO India (@PMOIndia) June 9, 2019