QuoteThe fundamentals of our economy are sound. We are well set to become a 5 trillion dollar economy in the near future: PM
QuoteIn the last four years, we have jumped 65 places in the World Bank’s Ease of Doing Business ranking, to 77th: PM Modi
QuoteResearch and innovation would be the driving force in 4th industrial revolution era: PM Modi

ମହାମହିମ,

ୟୁନମୋ ସଙ୍ଗବାଣିଜ୍ୟଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ,

ଉପସ୍ଥିତ ମାନ୍ୟଗଣ ଉଦ୍ୟୋଗ ନେତୃତ୍ୱ

ବନ୍ଧୁଗଣ,

ସମସ୍ତଙ୍କୁ ଶୁଭ ଅପରାହ୍ନ, ସିଓଲଠାରେ ଆପଣମାନଙ୍କ ସହ ସାକ୍ଷାତ କରି ମୁଁ ଅତ୍ୟନ୍ତ ଖୁସି  । 12 ମାସ ମଧ୍ୟରେ କୋରିଆର ଉଦ୍ୟୋଗ ନେତୃତ୍ୱଙ୍କ ସହ ଏହା ମୋର ତୃତୀୟ ସାକ୍ଷାତକାର  । ଏହା କିଛି ଲକ୍ଷ୍ୟ ନେଇ କରାଯାଇଛି  । ମୁଁ ଅଧିକରୁ ଅଧିକ କୋରିଆର ବ୍ୟବସାୟକୁ ଭାରତକୁ ଆକର୍ଷିତ ହେବାର ଦେଖିବାକୁ ଚାହୁଁଛି  । ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ମଧ୍ୟ ମୁଁ କୋରିଆ ଗସ୍ତ କରିଥିଲି  । କୋରିଆ ସେତେବେଳେ ଏବଂ ଏବେ ମଧ୍ୟ ମୋ ପାଇଁ ଆର୍ଥିକ ବିକାଶର ଏକ ଆଦର୍ଶ  ।

ବନ୍ଧୁଗଣ,

ଭାରତ ଆଜି 125 କୋଟି ଜନସାଧାରଣଙ୍କର ଦେଶ ହୋଇପାରିଛି ଯିଏକି ଏକ ବଡ ପରିବର୍ତ୍ତନ ଦେଇ ଗତିକରୁଛି

ଏଥିରେ ହେଉଥିବା ପରିବର୍ତ୍ତନ ମଧ୍ୟରେ,

  • କୃଷି ନେତୃତ୍ୱାଧୀନ ଅର୍ଥବ୍ୟବସ୍ଥାରୁ ଉଦ୍ୟୋଗ ଏବଂ ସେବାଗୁଡିକ ନେତୃତ୍ୱ ଅର୍ଥବ୍ୟବସ୍ଥା
  • ଏକ ଏଭଳି ଅର୍ଥବ୍ୟବସ୍ଥା ଯାହା ବୈଶ୍ୱିକ ସ୍ତରରେ ଆନ୍ତଃ ସଂପର୍କ ସହ ଜଡିତ ଥିବ
  • ଏକ ଏଭଳି ଅର୍ଥବ୍ୟବସ୍ଥା ଯାହା ନାଲି ଟେପ ପାଇଁ ପରିଚୟରୁ ନାଲି କାର୍ପେଟ ପାଇଁ ପରିଚିତ ହେବ

ସୁଯୋଗ ପ୍ରଦାନକାରୀ ଭୂମି ଭାବେ ଭାରତ ନିଜର ପରିଚୟ ସୃଷ୍ଟି କରିପାରିଛି  । ଯେତେବେଳେ ଆମେ ‘ଇଣ୍ଡିଆନ ଡ୍ରିମ’ କୁ ସାକାର କରିବା ପାଁଇ କାର୍ଯ୍ୟ କରୁଛୁ, ସେତେବେଳେ ଆମେ ସମାନ ବିଚାରଧାରା ଥିବା ଅଂଶୀଦାରଙ୍କ ଅନ୍ୱେଷଣ କରିଥାଉ  । ଏବଂ, ସେମାନଙ୍କ ମଧ୍ୟରେ ଦକ୍ଷିଣ କୋରିଆ ହେଉଛି ବାସ୍ତବରେ ଅଂଶୀଦାର ହୋଇପାରିବ  । ଭାରତ-କୋରିଆ ବ୍ୟବସାୟିକ ସଂପର୍କ ବିଗତ ଦଶନ୍ଧିରେ ଏବଂ ଖାସକରି ବିଗତ କିଛି ବର୍ଷ ମଧ୍ୟରେ ଏକ ଦୀର୍ଘ ରାସ୍ତା ପ୍ରସ୍ତୁତ କରିସାରିଛି । କୋରିଆର ଶୀର୍ଷ 10ଟି ବ୍ୟବସାୟିକ ଅଂଶୀଦାରଙ୍କ ମଧ୍ୟରୁ କୋରିଆ ଉତ୍ପାଦଗୁଡିକୁ ରତ୍ପାନି କରିବାରେ ଭାରତର ସ୍ଥାନ ଷଷ୍ଠରେ ରହିଛି  । ଆମ ବ୍ୟାବସାୟର ମାତ୍ରା 2018 କ୍ୟାଲେଣ୍ଡର ବର୍ଷରେ 21.5 ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରିଛି  । 2030 ମସିହା ସୁଦ୍ଧା 50 ବିଲିୟନ ଡଲାରର ଦ୍ୱିପାକ୍ଷୀକ ବ୍ୟବସାୟ ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟାପକ ଆର୍ଥିକ ଅଂଶୀଦାରୀତାକୁ ଆହୁରି ତୀବ୍ରତର କରିବାକୁ ଆଲୋଚନା କରାଯାଇଛି  । କେବଳ ବ୍ୟବସାୟ, ପୁଞ୍ଜି ନିବେଶ ସନ୍ଦର୍ଭରେ ମଧ୍ୟ ଆମେ ସକାରାତ୍ମକ ମନୋଭାବ ପୋଷଣ କରୁଛୁ  । ଏବଂ ଭାରତରେ କୋରିଆାର ପୁଞ୍ଜି ନିବେଶ ପ୍ରାୟ 6 ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚି ପାରିଛି  ।

|

2015ରେ ମୋର କୋରିଆ ଗସ୍ତ ପରେ ବ୍ୟବସାୟର ସଂପୂର୍ଣ୍ଣ ଜୀବନ ଚକ୍ରରେ ପୁଞ୍ଜି ନିବେଶକମାନଙ୍କୁ ମାର୍ଗଦର୍ଶନ, ସହଯୋଗ ଏବଂ ସେମାନଙ୍କ ପଥ ସୁଗମ କରିବା ପାଇଁ  ‘ଇନଭେଷ୍ଟ ଇଣ୍ଡିଆ’ ଅଧିନରେ ସ୍ୱତନ୍ତ୍ର କୋରିଆ ସୁବିଧା ସେଲ ‘କୋରିଆ ପ୍ଲସ’ ର ଶୁଭାରମ୍ଭ କରାଯାଇଛି  । ଭାରତରେ ହୁଣ୍ଡାଇ, ସାମସଙ୍ଗ, ଏଲଜି ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବିଶ୍ୱାସ ଜିଣିସାରିଛନ୍ତି  । ଏବଂ ଏହି କ୍ରମରେ କିୟା ମଧ୍ୟ ଅତିଶୀଘ୍ର ସାମିଲ ହେବାକୁ ଯାଉଛି  । 600ରୁ ଅଧିକ କୋରିଆ କଂପାନୀଗୁଡିକ ଭାରତରେ ପୁଞ୍ଜି ନିବେଶ କରିଛନ୍ତି  । ଏବଂ ଆମେ ଆହୁରି ଅନେକଙ୍କୁ ସ୍ୱାଗତ କରିବୁ ବୋଲି ଆଶା ରଖିଛୁ  । ଏବଂ ଆପଣଙ୍କ ମାର୍ଗକୁ ସୁଗମ କରିବା ପାଇଁ କୋରିଆର ଜନସାଧାରଣଙ୍କ ପାଇଁ ଭିସା ଅନ ଆରାଇଭାଲ ମଧ୍ୟ ଲାଗୁ କରାଯାଇଛି  । ବିଗତ ବର୍ଷ ଅକ୍ଟୋବର ପରଠାରୁ ଆମେ ଭାରତରେ କୋରିଆ ବ୍ୟାପାର କାର୍ଯ୍ୟାଳୟଗୁଡିକର ଉପସ୍ଥିତିକୁ ପ୍ରୋତ୍ସାହିତ କରିଛୁ  । ଏବଂ ମୁଁ ଅତ୍ୟନ୍ତ ଖୁସି ଯେ କିଛି ଦିନ ପୂର୍ବେ ଅହମଦାବାଦଠାରେ କୋଟ୍ରାର ଷଷ୍ଠ କାର୍ଯ୍ୟାଳୟ ଖୋଲାଯାଇଛି  । ଭାରତରେ ଏବେ ଚାଲିଥିବା କାର୍ଯ୍ୟ ବିଷୟରେ ଆପଣମାନଙ୍କୁ ଆଉକିଛି ତଥ୍ୟ ପ୍ରଦାନ କରୁଛି  । ଆମ ଅର୍ଥବ୍ୟବସ୍ଥାର ଭିତ୍ତିଭୂମି ବର୍ତ୍ତମାନ ଉତ୍ତମ ସ୍ଥିତିରେ ଅଛି  । ନିକଟ ଭବିଷ୍ୟତରେ 5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ପାଇଁ ଆମେ ପ୍ରସ୍ତୁତ । ସମଗ୍ର ସଂସାରରେ କୌଣସି ବଡ ଅର୍ଥବ୍ୟବସ୍ଥା ବର୍ଷ ବର୍ଷ ଧରି 7 ପ୍ରତିଶତରୁ ଅଧିକ ବୃଦ୍ଧି ହେଉନାହିଁ  । ହାର୍ଡ ପଲିସି ଅନୁଯାୟୀ ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସର ଶୁଭାରମ୍ଭ କରାଯାଇଛି  । ବିଗତ ଚାରି ବର୍ଷ ମଧ୍ୟରେ ଭାରତ ୱାର୍ଲ୍ଡ ବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ କ୍ଷେତ୍ରରେ 65 ସ୍ଥାନକୁ ଅତିକ୍ରମ କରି 77 ତମ ସ୍ଥାନରେ ପହଞ୍ଚିପାରିଛି  । ଏବଂ ଆଗାମୀ ବର୍ଷ ଶୀର୍ଷ 50ତମ ସ୍ଥାନରେ ପହଞ୍ଚିବା ପାଇଁ ପ୍ରତିଶୃତିବଦ୍ଧ  । ଆଜି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ଭାରତ ସବୁଠାରୁ ସ୍ୱାଗତଯୋଗ୍ୟ ଦେଶ ମଧ୍ୟରୁ ଅନ୍ୟତମ  । 90 ପ୍ରତିଶତରୁ ଅଧିକ କ୍ଷେତ୍ର ଏବେ ଅନୁମୋଦନ କରିବା ପାଇଁ ସ୍ୱଚାଳିତ ମାର୍ଗରେ ରହିଛି  । ଏହାର ପରିଣାମସ୍ୱରୂପ ଏବଂ ଭାରତର ଆତ୍ମବିଶ୍ୱାସ ଯୋଗୁ, ଆମେ ବିଗତ ଚାରି ବର୍ଷ ମଧ୍ୟରେ 250 ବିଲିୟନ ଡଲାରରୁ ଅଧିକ ଏଫଡିଆଇ ପ୍ରାପ୍ତ କରିପାରିଛୁ  ।

|

ବନ୍ଧୁଗଣ,

ଭାରତରେ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି କାରଣରୁ ଆମେ ଆର୍ଥିକ ସମାବେଶ ପାଇଁ ମଜଭୁତ ପଦକ୍ଷେପ ନେଇଛୁ  । ବିଗତ ତିନି ବର୍ଷ ମଧ୍ୟରେ, ପୂର୍ବରୁ ବ୍ୟାଙ୍କ ଖାତା ନଥିବା 300 ମିଲିୟନ ଲୋକମାନଙ୍କର ବ୍ୟାଙ୍କ ଖାତା ଖୋଲିପାରିଛୁ  । ଭାରତୀୟ ହାଉସ ହୋଲ୍ଡର 99 ପ୍ରତିଶତଙ୍କ ପାଖରେ ବ୍ୟାଙ୍କ ଖାତା ଅଛି ଏବଂ 12 ବିଲିୟନରୁ ଅଧିକ ଡଲାର ଏହି ଖାତାରେ ଜମା କରାଯାଇଛି  । ଏବେ ସେମାନଙ୍କୁ ପେନସନ ଏବଂ ବୀମା ଅର୍ଥ ପାସବୁକ ଜରିଆରେ ଜମା ହୋଇପାରୁଛି । ମୁଦ୍ରା ଯୋଜନାରେ ବିଗତ ତିନି ବର୍ଷରେ 90 ମିଲିୟନ ଡଲାରରୁ ଅଧିକ ଲୋକଙ୍କୁ ମାଇକ୍ରୋ କ୍ରେଡିଟରେ 128 ମିଲିୟନ ଲୋକଙ୍କ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିଛି  । ସେଥିମଧ୍ୟରୁ 74 ପ୍ରତିଶତ ଋଣ ମହିଳାମାନଙ୍କୁ ପ୍ରଦାନ କରାଯାଇଛି  । ବାୟୋମେଟ୍ରିକ ଚିହ୍ନଟ ପ୍ରଣାଳୀ, ବ୍ୟାଙ୍କ ଖାତା ଏବଂ ମୋବାଇଲ ଫୋନ ବ୍ୟବହାରର ଲାଭ ଉଠାଇପାରିଛୁ  । 50 ବିଲିୟନ ଡଲାରରୁ ଅଧିକ ସିଧାସଳଖ ଭାବେ ହିତାଧୀକାରୀଙ୍କୁ ହସ୍ତାନ୍ତରିତ କରାଯାଇଛି ଏବଂ ମଧ୍ୟସ୍ଥି ବ୍ୟବସ୍ଥାକୁ ସମାପ୍ତ କରାଯାଇଛି  ।

ଗ୍ରାମୀଣ ବିଦ୍ୟୁତିକରଣ କ୍ଷେତ୍ରରେ ଅଗ୍ରଗତି କରିଛୁ  । ଭାରତକୁ ଏବେ ଅନ୍ତର୍ରାଷ୍ଟ୍ରୀୟ ଶକ୍ତି ଏଜେନ୍ସୀ ଦ୍ୱାରା 2018ରେ ଗ୍ରାମୀଣ ସ୍ତରରେ ବିଦ୍ୟୁତିକରଣ କରାଯାଇଛି  । ଅକ୍ଷୟ ଶକ୍ତି କ୍ଷେତ୍ରରେ, ଆମେ ସମଗ୍ର ଦୁନିଆରେ ସର୍ବୋତ୍ତମ ଉତ୍ପାଦକଙ୍କ ସୂଚୀରେ ଷଷ୍ଠ ସ୍ଥାନରେ ପହଞ୍ଚି ପାରିଛୁ  । ଏହିସବୁ ପଦକ୍ଷେପ ଜରିଆରେ, ଦେଶର ସମସ୍ତ କୋଣ ଅନୁକୋଣରେ ଆମ ଲୋକମାନଙ୍କ ଜୀବନ ଶୈଳୀ ବଦଳୁଛି  । ଏହା ଶାସନ ଏବଂ ସାର୍ବବଜନୀନ ସେବାକୁ ପରିବର୍ତ୍ତିତ କରୁଛି  ।

|

ବନ୍ଧୁଗଣ,

ଅର୍ଥଶାସ୍ତ୍ରର ପ୍ରଗତି ବିଶ୍ୱ ସ୍ତରୀୟ ଭିତ୍ତିଭୂମି ସହିତ ଅତି ନିକଟରୁ ଜଡିତ  । ଟ୍ରାନ୍ସପୋର୍ଟ, ପାୱାର, ପୋର୍ଟସ, ସିପବିଲ୍ଡିଂ, ହାଉସିଂ ଏବଂ ଅର୍ବାନ ଇନଫ୍ରାଷ୍ଟକ୍ଚରର ଭାରତରେ ଆବଶ୍ୟକତା ରହିଛି ଏବଂ କୋରିଆରେ ମଜବୁତ ଜ୍ଞାନ କୌଶଳ କ୍ଷମତା ରହିଛି  । 2022 ସୁଦ୍ଧା 700 ବିଲିୟନ ଡଲାରରୁ ଅଧିକ ଇନଫ୍ରାଷ୍ଟ୍ରକ୍ଚରରେ ପୁଞ୍ଜି ନିବେଶ କରାଯିବାର ଅନୁମାନ କରାଯାଉଛି  । ସାଗରମାଳା ପ୍ରକଳ୍ପ ଅଧିନରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପୁରସ୍କାର ପାଇଁ 10 ବିଲିୟନ ଡଲାରରୁ ଅଧିକ ପୁଞ୍ଜି ନିବେଶ ପାଇଁ ଚୟନିତ କରାଯାଇଛି  । ସହରୀ ଆବଶ୍ୟକତା ଅନୁଯାୟୀ ବିକାଶ ଏବଂ ସ୍ମାର୍ଟ ସିଟି, ସ୍ୱଚ୍ଛତା କ୍ଷେତ୍ରରେ କାର୍ଯ୍ୟ କରାଯାଉଛି  । 500 ମିଲିୟନରୁ ଅଧିକ ଭାରତୀୟ ଜନସଂଖ୍ୟା 2025 ସୁଦ୍ଧା ସହରରେ ବସବାସ କରିବେ ଏବଂ ଏହାଦ୍ୱାରା ଭାରତରେ ସ୍ମାର୍ଟ ସମାଧାନ ପାଇଁ ସହଯୋଗର ସୁଯୋଗ ମିଳିବ  । ଦ୍ରୁତ ଆର୍ଥିକ ବିକାଶର ଲକ୍ଷ୍ୟ ରଖି ଭାରତ ମଧ୍ୟ ସ୍ଥାୟୀ ଆର୍ଥିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ  । ଅଟୋମୋବାଇଲ କ୍ଷେତ୍ରରେ ରାଷ୍ଟ୍ରୀୟ ଇଲେକ୍ଟ୍ରିକ ମୋବିଲିଟି ମିଶନର ଶସ୍ତା ଏବଂ କୁଶଳ ଇଲେକ୍ଟ୍ରିକ ବାହନ ଉପଲବ୍ଧ କରାଯିବାର ଉଦ୍ଦେଶ୍ୟ ଥିଲା । ଦକ୍ଷିଣ କୋରିଆ ଇଲେକ୍ଟ୍ରିକ ବାହନଗୁଡିକର ଏକ ପ୍ରମୁଖ ନିର୍ମାତା ହେବା ଯୋଗୁ ଭାରତରେ ଏହି କ୍ଷେତ୍ରରେ ଏକ ବଡ ସୁଯୋଗ ରହିଛି  ।

|

ବନ୍ଧୁଗଣ,

ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି ଯୁଗରେ ଅନୁସନ୍ଧାନ ଏବଂ ନବପ୍ରବର୍ତ୍ତନ ହିଁ ପ୍ରେରକ ଶକ୍ତି ହେବ  ।  ଷ୍ଟାର୍ଟ ଅପ ଇଣ୍ଡିଆ  1.4 ବିଲିୟନ ଡଲାର ଅର୍ଥରେ ଫ୍ଲାଗସିପ ପ୍ରୋଗ୍ରାମ ଆରମ୍ଭ କରାଯାଇଛି  । ରାଷ୍ଟ୍ରପତି ମୁନଙ୍କ କୁଶଳ ନେତୃତ୍ୱରେ ଦକ୍ଷିଣ କୋରିଆ ଷ୍ଟାର୍ଟ ଅପ ଏବଂ ଉଦ୍ୟୋଗ ଅନୁକୂଳ ବାତାବରଣ ପାଇଁ ପୁଞ୍ଜି ନିବେଶ ବୃଦ୍ଧି କରିବା ପାଇଁ 2020 ସୁଦ୍ଧା 9.4 ବିଲିୟନ ଡଲାର ଖର୍ଚ୍ଚ କରିବା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ  । ନୀତିଗତ ନିୟମରେ ଭାରତ ଓ କୋରିଆ ଦୁଇ ଦେଶ ପାଇଁ ସମାନ ଲାଭ କ୍ଷେତ୍ରର ଏକ ପ୍ରତିବିମ୍ବ  । ଭାରତ-କୋରିଆ ଷ୍ଟାର୍ଟ ଅପ କେନ୍ଦ୍ରର ଆମର ଦୃଷ୍ଟିଭଙ୍ଗୀ-କୋରିଆ ଷ୍ଟାର୍ଟ ଅପ ଏବଂ ଭାରତୀୟ ପ୍ରତିଭାଗୁଡିକର ସ୍ୱତନ୍ତ୍ର ଭାବେ ସଂଯୋଗ କରିବା ପାଇଁ ଏକ କେନ୍ଦ୍ର ପ୍ରତିଷ୍ଠା ହେବ  । ଦକ୍ଷିଣ କୋରିଆ ରାଷ୍ଟ୍ରୀୟ ଆଇଟି ଉଦ୍ୟୋଗ ସମ୍ବର୍ଦ୍ଧନ ଏଜେନ୍ସୀ ଭାରତରେ କୋରିଆ ଷ୍ଟାର୍ଟ ଅପ ସୁବିଧା ପାଇଁ ପୂର୍ବରୁ ହିଁ ବେଙ୍ଗାଲୁରୁରେ ନିଜ ଭାରତୀୟ କାର୍ଯ୍ୟାଳୟ ଖୋଲାଯାଇଛି  । ଦୁଇ ଦେଶ ଅନୁସନ୍ଧାନ, ନବାଚାର ଏବଂ ଉଦ୍ଦ୍ୟୋଗ ଆଧାରରେ ଭବିଷ୍ୟତରେ ସହଯୋଗ ପାଇଁ ଏକ ସଂସ୍ଥାଗତ ଢାଞ୍ଚା ପାଇଁ ଭାରତ-କୋରିଆ ଫ୍ୟୁଚର ଷ୍ଟ୍ରାଟେଜୀ ଗ୍ରୁପ ଏବଂ ଇଣ୍ଡିଆ-କୋରିଆ କେନ୍ଦ୍ର ରିସର୍ଚ୍ଚ ଆଣ୍ଡ ଇନୋଭେସନ କୋଅପରେସନର ସ୍ଥାପନା କରିବାର ନିଷ୍ପତ୍ତି ନିଆଯାଇଛି  ।

|

ବନ୍ଧୁଗଣ,

ଏହା ଆମ ନାଗରିକମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କୋରିଆ ଗଣରାଜ୍ୟ ସହିତ ମିଶି କାର୍ଯ୍ୟ କରିବାର ଆମର ଆଗ୍ରହ ରହିଛି  । ସରକାରମାନଙ୍କ ଦ୍ୱାରା କରାଯାଇଥିବା ପ୍ରଚେଷ୍ଟାଗୁଡିକୁ ସେ ପର୍ଯ୍ୟନ୍ତ ଅନୁଭବ କରାଯାଇପାରିବ ନାହିଁ ଯେ ପର୍ଯ୍ୟନ୍ତ ଆପଣମାନଙ୍କ ଭଳି ଉଦ୍ୟୋଗ ନେତୃତ୍ୱ ସମାନ ସ୍ୱପ୍ନ ଦେଖିନାହାଁନ୍ତି  । ମୁଁ ଏହି ସମ୍ମିଳନୀରୁ ନିଷ୍କର୍ଷ ବାହାର କରିବାକୁ ଚାହୁଁଛି  ।

हुंजा खाम्योन पल्ली खाजीमन

हमके खाम्योन मल्ली खम्निदा

ମୁଁ ସଂପୂର୍ଣ୍ଣ ଭାବେ ସହମତ ଯେ, ‘ଯଦି ଆପଣ ଏକୁଟିଆ ଯିବେ ତେବେ ଶୀଘ୍ର ଯିବେ, କିନ୍ତୁ ଯଦି ଆପଣ ସାଥୀହୋଇ ଯିବେ ତେବେ ଅନେକ ଦୂରକୁ ଯାଇପାରିବେ’ ।

ଧନ୍ୟବାଦ

ଅଶେଷ ଅଶେଷ ଧନ୍ୟବାଦ  ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Namo Drone Didi, Kisan Drones & More: How India Is Changing The Agri-Tech Game

Media Coverage

Namo Drone Didi, Kisan Drones & More: How India Is Changing The Agri-Tech Game
NM on the go

Nm on the go

Always be the first to hear from the PM. Get the App Now!
...
In future leadership, SOUL's objective should be to instill both the Steel and Spirit in every sector to build Viksit Bharat: PM
February 21, 2025
QuoteThe School of Ultimate Leadership (SOUL) will shape leaders who excel nationally and globally: PM
QuoteToday, India is emerging as a global powerhouse: PM
QuoteLeaders must set trends: PM
QuoteIn future leadership, SOUL's objective should be to instill both the Steel and Spirit in every sector to build Viksit Bharat: PM
QuoteIndia needs leaders who can develop new institutions of global excellence: PM
QuoteThe bond forged by a shared purpose is stronger than blood: PM

His Excellency,

भूटान के प्रधानमंत्री, मेरे Brother दाशो शेरिंग तोबगे जी, सोल बोर्ड के चेयरमैन सुधीर मेहता, वाइस चेयरमैन हंसमुख अढ़िया, उद्योग जगत के दिग्गज, जो अपने जीवन में, अपने-अपने क्षेत्र में लीडरशिप देने में सफल रहे हैं, ऐसे अनेक महानुभावों को मैं यहां देख रहा हूं, और भविष्य जिनका इंतजार कर रहा है, ऐसे मेरे युवा साथियों को भी यहां देख रहा हूं।

साथियों,

कुछ आयोजन ऐसे होते हैं, जो हृदय के बहुत करीब होते हैं, और आज का ये कार्यक्रम भी ऐसा ही है। नेशन बिल्डिंग के लिए, बेहतर सिटिजन्स का डेवलपमेंट ज़रूरी है। व्यक्ति निर्माण से राष्ट्र निर्माण, जन से जगत, जन से जग, ये किसी भी ऊंचाई को प्राप्त करना है, विशालता को पाना है, तो आरंभ जन से ही शुरू होता है। हर क्षेत्र में बेहतरीन लीडर्स का डेवलपमेंट बहुत जरूरी है, और समय की मांग है। और इसलिए The School of Ultimate Leadership की स्थापना, विकसित भारत की विकास यात्रा में एक बहुत महत्वपूर्ण और बहुत बड़ा कदम है। इस संस्थान के नाम में ही ‘सोल’ है, ऐसा नहीं है, ये भारत की सोशल लाइफ की soul बनने वाला है, और हम लोग जिससे भली-भांति परिचित हैं, बार-बार सुनने को मिलता है- आत्मा, अगर इस सोल को उस भाव से देखें, तो ये आत्मा की अनुभूति कराता है। मैं इस मिशन से जुड़े सभी साथियों का, इस संस्थान से जुड़े सभी महानुभावों का हृदय से बहुत-बहुत अभिनंदन करता हूं। बहुत जल्द ही गिफ्ट सिटी के पास The School of Ultimate Leadership का एक विशाल कैंपस भी बनकर तैयार होने वाला है। और अभी जब मैं आपके बीच आ रहा था, तो चेयरमैन श्री ने मुझे उसका पूरा मॉडल दिखाया, प्लान दिखाया, वाकई मुझे लगता है कि आर्किटेक्चर की दृष्टि से भी ये लीडरशिप लेगा।

|

साथियों,

आज जब The School of Ultimate Leadership- सोल, अपने सफर का पहला बड़ा कदम उठा रहा है, तब आपको ये याद रखना है कि आपकी दिशा क्या है, आपका लक्ष्य क्या है? स्वामी विवेकानंद ने कहा था- “Give me a hundred energetic young men and women and I shall transform India.” स्वामी विवेकानंद जी, भारत को गुलामी से बाहर निकालकर भारत को ट्रांसफॉर्म करना चाहते थे। और उनका विश्वास था कि अगर 100 लीडर्स उनके पास हों, तो वो भारत को आज़ाद ही नहीं बल्कि दुनिया का नंबर वन देश बना सकते हैं। इसी इच्छा-शक्ति के साथ, इसी मंत्र को लेकर हम सबको और विशेषकर आपको आगे बढ़ना है। आज हर भारतीय 21वीं सदी के विकसित भारत के लिए दिन-रात काम कर रहा है। ऐसे में 140 करोड़ के देश में भी हर सेक्टर में, हर वर्टिकल में, जीवन के हर पहलू में, हमें उत्तम से उत्तम लीडरशिप की जरूरत है। सिर्फ पॉलीटिकल लीडरशिप नहीं, जीवन के हर क्षेत्र में School of Ultimate Leadership के पास भी 21st सेंचुरी की लीडरशिप तैयार करने का बहुत बड़ा स्कोप है। मुझे विश्वास है, School of Ultimate Leadership से ऐसे लीडर निकलेंगे, जो देश ही नहीं बल्कि दुनिया की संस्थाओं में, हर क्षेत्र में अपना परचम लहराएंगे। और हो सकता है, यहां से ट्रेनिंग लेकर निकला कोई युवा, शायद पॉलिटिक्स में नया मुकाम हासिल करे।

साथियों,

कोई भी देश जब तरक्की करता है, तो नेचुरल रिसोर्सेज की अपनी भूमिका होती ही है, लेकिन उससे भी ज्यादा ह्यूमेन रिसोर्स की बहुत बड़ी भूमिका है। मुझे याद है, जब महाराष्ट्र और गुजरात के अलग होने का आंदोलन चल रहा था, तब तो हम बहुत बच्चे थे, लेकिन उस समय एक चर्चा ये भी होती थी, कि गुजरात अलग होकर के क्या करेगा? उसके पास कोई प्राकृतिक संसाधन नहीं है, कोई खदान नहीं है, ना कोयला है, कुछ नहीं है, ये करेगा क्या? पानी भी नहीं है, रेगिस्तान है और उधर पाकिस्तान है, ये करेगा क्या? और ज्यादा से ज्यादा इन गुजरात वालों के पास नमक है, और है क्या? लेकिन लीडरशिप की ताकत देखिए, आज वही गुजरात सब कुछ है। वहां के जन सामान्य में ये जो सामर्थ्य था, रोते नहीं बैठें, कि ये नहीं है, वो नहीं है, ढ़िकना नहीं, फलाना नहीं, अरे जो है सो वो। गुजरात में डायमंड की एक भी खदान नहीं है, लेकिन दुनिया में 10 में से 9 डायमंड वो है, जो किसी न किसी गुजराती का हाथ लगा हुआ होता है। मेरे कहने का तात्पर्य ये है कि सिर्फ संसाधन ही नहीं, सबसे बड़ा सामर्थ्य होता है- ह्यूमन रिसोर्स में, मानवीय सामर्थ्य में, जनशक्ति में और जिसको आपकी भाषा में लीडरशिप कहा जाता है।

21st सेंचुरी में तो ऐसे रिसोर्स की ज़रूरत है, जो इनोवेशन को लीड कर सकें, जो स्किल को चैनेलाइज कर सकें। आज हम देखते हैं कि हर क्षेत्र में स्किल का कितना बड़ा महत्व है। इसलिए जो लीडरशिप डेवलपमेंट का क्षेत्र है, उसे भी नई स्किल्स चाहिए। हमें बहुत साइंटिफिक तरीके से लीडरशिप डेवलपमेंट के इस काम को तेज गति से आगे बढ़ाना है। इस दिशा में सोल की, आपके संस्थान की बहुत बड़ी भूमिका है। मुझे ये जानकर अच्छा लगा कि आपने इसके लिए काम भी शुरु कर दिया है। विधिवत भले आज आपका ये पहला कार्यक्रम दिखता हो, मुझे बताया गया कि नेशनल एजुकेशन पॉलिसी के effective implementation के लिए, State Education Secretaries, State Project Directors और अन्य अधिकारियों के लिए वर्क-शॉप्स हुई हैं। गुजरात के चीफ मिनिस्टर ऑफिस के स्टाफ में लीडरशिप डेवलपमेंट के लिए चिंतन शिविर लगाया गया है। और मैं कह सकता हूं, ये तो अभी शुरुआत है। अभी तो सोल को दुनिया का सबसे बेहतरीन लीडरशिप डेवलपमेंट संस्थान बनते देखना है। और इसके लिए परिश्रम करके दिखाना भी है।

साथियों,

आज भारत एक ग्लोबल पावर हाउस के रूप में Emerge हो रहा है। ये Momentum, ये Speed और तेज हो, हर क्षेत्र में हो, इसके लिए हमें वर्ल्ड क्लास लीडर्स की, इंटरनेशनल लीडरशिप की जरूरत है। SOUL जैसे Leadership Institutions, इसमें Game Changer साबित हो सकते हैं। ऐसे International Institutions हमारी Choice ही नहीं, हमारी Necessity हैं। आज भारत को हर सेक्टर में Energetic Leaders की भी जरूरत है, जो Global Complexities का, Global Needs का Solution ढूंढ पाएं। जो Problems को Solve करते समय, देश के Interest को Global Stage पर सबसे आगे रखें। जिनकी अप्रोच ग्लोबल हो, लेकिन सोच का एक महत्वपूर्ण हिस्सा Local भी हो। हमें ऐसे Individuals तैयार करने होंगे, जो Indian Mind के साथ, International Mind-set को समझते हुए आगे बढ़ें। जो Strategic Decision Making, Crisis Management और Futuristic Thinking के लिए हर पल तैयार हों। अगर हमें International Markets में, Global Institutions में Compete करना है, तो हमें ऐसे Leaders चाहिए जो International Business Dynamics की समझ रखते हों। SOUL का काम यही है, आपकी स्केल बड़ी है, स्कोप बड़ा है, और आपसे उम्मीद भी उतनी ही ज्यादा हैं।

|

साथियों,

आप सभी को एक बात हमेशा- हमेशा उपयोगी होगी, आने वाले समय में Leadership सिर्फ Power तक सीमित नहीं होगी। Leadership के Roles में वही होगा, जिसमें Innovation और Impact की Capabilities हों। देश के Individuals को इस Need के हिसाब से Emerge होना पड़ेगा। SOUL इन Individuals में Critical Thinking, Risk Taking और Solution Driven Mindset develop करने वाला Institution होगा। आने वाले समय में, इस संस्थान से ऐसे लीडर्स निकलेंगे, जो Disruptive Changes के बीच काम करने को तैयार होंगे।

साथियों,

हमें ऐसे लीडर्स बनाने होंगे, जो ट्रेंड बनाने में नहीं, ट्रेंड सेट करने के लिए काम करने वाले हों। आने वाले समय में जब हम Diplomacy से Tech Innovation तक, एक नई लीडरशिप को आगे बढ़ाएंगे। तो इन सारे Sectors में भारत का Influence और impact, दोनों कई गुणा बढ़ेंगे। यानि एक तरह से भारत का पूरा विजन, पूरा फ्यूचर एक Strong Leadership Generation पर निर्भर होगा। इसलिए हमें Global Thinking और Local Upbringing के साथ आगे बढ़ना है। हमारी Governance को, हमारी Policy Making को हमने World Class बनाना होगा। ये तभी हो पाएगा, जब हमारे Policy Makers, Bureaucrats, Entrepreneurs, अपनी पॉलिसीज़ को Global Best Practices के साथ जोड़कर Frame कर पाएंगे। और इसमें सोल जैसे संस्थान की बहुत बड़ी भूमिका होगी।

साथियों,

मैंने पहले भी कहा कि अगर हमें विकसित भारत बनाना है, तो हमें हर क्षेत्र में तेज गति से आगे बढ़ना होगा। हमारे यहां शास्त्रों में कहा गया है-

यत् यत् आचरति श्रेष्ठः, तत् तत् एव इतरः जनः।।

यानि श्रेष्ठ मनुष्य जैसा आचरण करता है, सामान्य लोग उसे ही फॉलो करते हैं। इसलिए, ऐसी लीडरशिप ज़रूरी है, जो हर aspect में वैसी हो, जो भारत के नेशनल विजन को रिफ्लेक्ट करे, उसके हिसाब से conduct करे। फ्यूचर लीडरशिप में, विकसित भारत के निर्माण के लिए ज़रूरी स्टील और ज़रूरी स्पिरिट, दोनों पैदा करना है, SOUL का उद्देश्य वही होना चाहिए। उसके बाद जरूरी change और रिफॉर्म अपने आप आते रहेंगे।

|

साथियों,

ये स्टील और स्पिरिट, हमें पब्लिक पॉलिसी और सोशल सेक्टर्स में भी पैदा करनी है। हमें Deep-Tech, Space, Biotech, Renewable Energy जैसे अनेक Emerging Sectors के लिए लीडरशिप तैयार करनी है। Sports, Agriculture, Manufacturing और Social Service जैसे Conventional Sectors के लिए भी नेतृत्व बनाना है। हमें हर सेक्टर्स में excellence को aspire ही नहीं, अचीव भी करना है। इसलिए, भारत को ऐसे लीडर्स की जरूरत होगी, जो Global Excellence के नए Institutions को डेवलप करें। हमारा इतिहास तो ऐसे Institutions की Glorious Stories से भरा पड़ा है। हमें उस Spirit को revive करना है और ये मुश्किल भी नहीं है। दुनिया में ऐसे अनेक देशों के उदाहरण हैं, जिन्होंने ये करके दिखाया है। मैं समझता हूं, यहां इस हॉल में बैठे साथी और बाहर जो हमें सुन रहे हैं, देख रहे हैं, ऐसे लाखों-लाख साथी हैं, सब के सब सामर्थ्यवान हैं। ये इंस्टीट्यूट, आपके सपनों, आपके विजन की भी प्रयोगशाला होनी चाहिए। ताकि आज से 25-50 साल बाद की पीढ़ी आपको गर्व के साथ याद करें। आप आज जो ये नींव रख रहे हैं, उसका गौरवगान कर सके।

साथियों,

एक institute के रूप में आपके सामने करोड़ों भारतीयों का संकल्प और सपना, दोनों एकदम स्पष्ट होना चाहिए। आपके सामने वो सेक्टर्स और फैक्टर्स भी स्पष्ट होने चाहिए, जो हमारे लिए चैलेंज भी हैं और opportunity भी हैं। जब हम एक लक्ष्य के साथ आगे बढ़ते हैं, मिलकर प्रयास करते हैं, तो नतीजे भी अद्भुत मिलते हैं। The bond forged by a shared purpose is stronger than blood. ये माइंड्स को unite करता है, ये passion को fuel करता है और ये समय की कसौटी पर खरा उतरता है। जब Common goal बड़ा होता है, जब आपका purpose बड़ा होता है, ऐसे में leadership भी विकसित होती है, Team spirit भी विकसित होती है, लोग खुद को अपने Goals के लिए dedicate कर देते हैं। जब Common goal होता है, एक shared purpose होता है, तो हर individual की best capacity भी बाहर आती है। और इतना ही नहीं, वो बड़े संकल्प के अनुसार अपनी capabilities बढ़ाता भी है। और इस process में एक लीडर डेवलप होता है। उसमें जो क्षमता नहीं है, उसे वो acquire करने की कोशिश करता है, ताकि औऱ ऊपर पहुंच सकें।

साथियों,

जब shared purpose होता है तो team spirit की अभूतपूर्व भावना हमें गाइड करती है। जब सारे लोग एक shared purpose के co-traveller के तौर पर एक साथ चलते हैं, तो एक bonding विकसित होती है। ये team building का प्रोसेस भी leadership को जन्म देता है। हमारी आज़ादी की लड़ाई से बेहतर Shared purpose का क्या उदाहरण हो सकता है? हमारे freedom struggle से सिर्फ पॉलिटिक्स ही नहीं, दूसरे सेक्टर्स में भी लीडर्स बने। आज हमें आज़ादी के आंदोलन के उसी भाव को वापस जीना है। उसी से प्रेरणा लेते हुए, आगे बढ़ना है।

साथियों,

संस्कृत में एक बहुत ही सुंदर सुभाषित है:

अमन्त्रं अक्षरं नास्ति, नास्ति मूलं अनौषधम्। अयोग्यः पुरुषो नास्ति, योजकाः तत्र दुर्लभः।।

यानि ऐसा कोई शब्द नहीं, जिसमें मंत्र ना बन सके। ऐसी कोई जड़ी-बूटी नहीं, जिससे औषधि ना बन सके। कोई भी ऐसा व्यक्ति नहीं, जो अयोग्य हो। लेकिन सभी को जरूरत सिर्फ ऐसे योजनाकार की है, जो उनका सही जगह इस्तेमाल करे, उन्हें सही दिशा दे। SOUL का रोल भी उस योजनाकार का ही है। आपको भी शब्दों को मंत्र में बदलना है, जड़ी-बूटी को औषधि में बदलना है। यहां भी कई लीडर्स बैठे हैं। आपने लीडरशिप के ये गुर सीखे हैं, तराशे हैं। मैंने कहीं पढ़ा था- If you develop yourself, you can experience personal success. If you develop a team, your organization can experience growth. If you develop leaders, your organization can achieve explosive growth. इन तीन वाक्यों से हमें हमेशा याद रहेगा कि हमें करना क्या है, हमें contribute करना है।

|

साथियों,

आज देश में एक नई सामाजिक व्यवस्था बन रही है, जिसको वो युवा पीढी गढ़ रही है, जो 21वीं सदी में पैदा हुई है, जो बीते दशक में पैदा हुई है। ये सही मायने में विकसित भारत की पहली पीढ़ी होने जा रही है, अमृत पीढ़ी होने जा रही है। मुझे विश्वास है कि ये नया संस्थान, ऐसी इस अमृत पीढ़ी की लीडरशिप तैयार करने में एक बहुत ही महत्वपूर्ण भूमिका निभाएगा। एक बार फिर से आप सभी को मैं बहुत-बहुत शुभकामनाएं देता हूं।

भूटान के राजा का आज जन्मदिन होना, और हमारे यहां यह अवसर होना, ये अपने आप में बहुत ही सुखद संयोग है। और भूटान के प्रधानमंत्री जी का इतने महत्वपूर्ण दिवस में यहां आना और भूटान के राजा का उनको यहां भेजने में बहुत बड़ा रोल है, तो मैं उनका भी हृदय से बहुत-बहुत आभार व्यक्त करता हूं।

|

साथियों,

ये दो दिन, अगर मेरे पास समय होता तो मैं ये दो दिन यहीं रह जाता, क्योंकि मैं कुछ समय पहले विकसित भारत का एक कार्यक्रम था आप में से कई नौजवान थे उसमें, तो लगभग पूरा दिन यहां रहा था, सबसे मिला, गप्पे मार रहा था, मुझे बहुत कुछ सीखने को मिला, बहुत कुछ जानने को मिला, और आज तो मेरा सौभाग्य है, मैं देख रहा हूं कि फर्स्ट रो में सारे लीडर्स वो बैठे हैं जो अपने जीवन में सफलता की नई-नई ऊंचाइयां प्राप्त कर चुके हैं। ये आपके लिए बड़ा अवसर है, इन सबके साथ मिलना, बैठना, बातें करना। मुझे ये सौभाग्य नहीं मिलता है, क्योंकि मुझे जब ये मिलते हैं तब वो कुछ ना कुछ काम लेकर आते हैं। लेकिन आपको उनके अनुभवों से बहुत कुछ सीखने को मिलेगा, जानने को मिलेगा। ये स्वयं में, अपने-अपने क्षेत्र में, बड़े अचीवर्स हैं। और उन्होंने इतना समय आप लोगों के लिए दिया है, इसी में मन लगता है कि इस सोल नाम की इंस्टीट्यूशन का मैं एक बहुत उज्ज्वल भविष्य देख रहा हूं, जब ऐसे सफल लोग बीज बोते हैं तो वो वट वृक्ष भी सफलता की नई ऊंचाइयों को प्राप्त करने वाले लीडर्स को पैदा करके रहेगा, ये पूरे विश्वास के साथ मैं फिर एक बार इस समय देने वाले, सामर्थ्य बढ़ाने वाले, शक्ति देने वाले हर किसी का आभार व्यक्त करते हुए, मेरे नौजवानों के लिए मेरे बहुत सपने हैं, मेरी बहुत उम्मीदें हैं और मैं हर पल, मैं मेरे देश के नौजवानों के लिए कुछ ना कुछ करता रहूं, ये भाव मेरे भीतर हमेशा पड़ा रहता है, मौका ढूंढता रहता हूँ और आज फिर एक बार वो अवसर मिला है, मेरी तरफ से नौजवानों को बहुत-बहुत शुभकामनाएं।

बहुत-बहुत धन्यवाद।