ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଚ୍ଛ ,ଜସଦନ ଏବଂ ଆମରେଲିରେ ଚାରୋଟି ସାର୍ବଜନିକ ସଭାକୁ ସମ୍ବୋଧିତ କଲେ ,ସେଠାରେ ସେ ଗୁଜରାଟ ଏବଂ ରାଜ୍ୟର ଲୋକଙ୍କ କଲ୍ୟାଣରକୁ ଉପେକ୍ଷିତ ପାଇଁ କଂଗ୍ରେସ ଦଳ ଉପରେ ଗର୍ଜିଲେ । ସେ କଂଗ୍ରେସକୁ ନିନ୍ଦା କରି କହିଲେ ଯେ କଂଗ୍ରେସର ଭୁଲ ଶାସନ କଚ୍ଛ ଏବଂ ଗୁଜରାଟର ସମଗ୍ର ବିକାଶଉପରେ ପ୍ରତିକୂଳ ପ୍ରଭାବ ପକାଇଛି ।
ଗୋଟିଏ ପକ୍ଷରେ ବିକାଶ ଓ ବିଶ୍ୱାସ ରହିଛି ଏବଂ ଅନ୍ୟପକ୍ଷରେ ବଂଶବାଦ ରହିଛି । ଗୁଜରାଟ କେବେବି କଂଗ୍ରେସ ଦଳକୁ କ୍ଷମା କରିପାରିବ ନାହିଁ ଏବଂ ଏହା ବର୍ଷ ବର୍ଷରୁ ହେଉଅଛି । କଂଗ୍ରେସ ଗୁଜରାଟକୁ କେବେ ପସନ୍ଦ କରିନାହିଁ ,ସର୍ବଦା ପଛୁଆ ହୋଇ ରହିବା ଦେଖିବାକୁ ଚାହିଁଛି ବୋଲି ଶ୍ରୀ ମୋଦୀ କହିଲେ ।
ସେ ଆଗକୁ କହିଲେ ,''କଂଗ୍ରେସ ଦଳ କିଛି ହିଁ କରିନାହିଁ ,ନା କିଛି କରିବାକୁ ଚାହୁଁଛି ଏବଂ କଂଗ୍ରେସ ଜମାରୁ ଚାହୁଁନି ଯେ ଲୋକମାନଙ୍କ କଲ୍ୟାଣ ପାଇଁ ଆଉ କିଏ କିଛି କରୁ '' ।
ପ୍ରଧାନମନ୍ତ୍ରୀ କଂଗ୍ରେସକୁ ନିନ୍ଦା କରି କହିଲେ ଯେତେବେଳେ ଆମେ ନର୍ମଦାର ପାଣି ସୌରାଷ୍ଟ୍ରରେ ଆଣିବା ଆରମ୍ଭ କରିଦେଲୁ ତୋ କିଛି ଲୋକ ଯେଉଁମାନେ ଆମର ପରିହାସ କରୁଥିଲେ । ଏତେ ବର୍ଷ ପରେ ମଧ୍ୟ ସେମାନଙ୍କର ନକାରାତ୍ମକ ରାଜନୀତିରେ କୌଣସି ପରିବର୍ତନ ଆସିଲା ନାହିଁ । ଆମେ ବିଶ୍ୱାସ ଏବଂ ସୁଶାସନର ରାଜନୀତିରେ ବିଶ୍ୱାସ କରୁ ।
ଜସଦନ ସାର୍ବଜନିକ ବୈଠକରେ ସେ କହିଲେ ଯେ ,ଯେତେବେଳେ ଆମେ ନର୍ମଦାର ପାଣି ସୌରାଷ୍ଟ୍ରରେ ଆଣିବା ଆରମ୍ଭ କରିଦେଲୁ ତୋ କିଛି ଲୋକ ଯେଉଁମାନେ ଆମର ପରିହାସ କରୁଥିଲେ । ଏତେ ବର୍ଷ ପରେ ମଧ୍ୟ ସେମାନଙ୍କର ନକାରାତ୍ମକ ରାଜନୀତିରେ କୌଣସି ପରିବର୍ତନ ଆସିଲା ନାହିଁ । ଆମେ ବିଶ୍ୱାସ ଏବଂ ସୁଶାସନର ରାଜନୀତିରେ ବିଶ୍ୱାସ କରୁ ।
କମ୍ରେଜରେ କଂଗ୍ରେସ ଦଳକୁ ବଡ ଭଲ ଉପାୟରେ ପ୍ରହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଗୁଜରାଟ ନିର୍ବାଚନରେ ହାରିବାର ଭୟ ରହିଛି କଂଗ୍ରେସର ଏବଂ ବିଜେପିର ବିକାଶ ଏବଂ ସୁଶାସନର କେଦ୍ରିତ ଧ୍ୟାନ ଉପରେ ମୁକାବିଲାରେ ଅସମର୍ଥ ରହିଛି ।
ପ୍ରଧାନମନ୍ତ୍ରୀ ମିଥ୍ୟା ପ୍ରଚାରପ୍ରସାର ଏବଂ ନିରାଶବାଦର ପରିବେଶ ସୃଷ୍ଟି ପାଇଁ କଂଗ୍ରେସ ଉପରେ ପ୍ରହାର କଲେ । ସେ କହିଲେ ' ଗୁଜରାଟ ମୋର ଆତ୍ମା ,ଭାରତ ମୋର ପରମାତ୍ମା । ଏହି ମାଟି ମତେ ଲାଳନପାଳନ କରିଛି ;ଗୁଜରାଟ ମତେ ଶକ୍ତି ଦେଇଛି...ସେମାନେ ଗୁଜରାଟ ଆସୁଛନ୍ତି ଏବଂ ଗୁଜରାଟର ବରପୁତ୍ର ବିଷୟରେ ମିଥ୍ୟା କହୁଛନ୍ତି । ଏହା ପୂର୍ବରୁ ସେମାନେ ସର୍ଦାର ପଟେଲଙ୍କ ସହିତ ମଧ୍ୟ ଏପରି କରିଥିଲେ । ଗୁଜରାଟ କେବେ ଏହାକୁ ଗ୍ରହଣ କରିପାରିବ ନାହିଁ । ସେମାନେ ଯେଉଁସବୁ ମିଥ୍ୟା ପ୍ରଚାରପ୍ରସାର କରୁଛନ୍ତି ତାହା କୌଣସି ମଧ୍ୟ ଗୁଜରାଟୀ ସ୍ୱୀକାର କରିପାରିବ ନାହିଁ । "
ଆଗକୁ ପ୍ରଧାନମନ୍ତ୍ରୀ କହିଲେ ,କଂଗ୍ରେସ କେବଳ ଗୋଟିଏ ପରିବାର ବିଷୟରେ ଚିନ୍ତା କରୁଥିଲା ଏବଂ ସେ ଲୋକ ଏବଂ ଦେଶର କଲ୍ୟାଣ ବିଷୟରେ କେବେବି ଚିନ୍ତିତ ନଥିଲା । କ'ଣ କୌଣସି କଂଗ୍ରେସ ନେତା କାମରାଜ ,ଆଚାର୍ଯ୍ୟ କୃପାଲାନି ,ସୁବାଷ ବାବୁ ,ୟୁଏନ ଧେବର(ଯେଉଁମାନେ ଗୁଜରାଟର ଥିଲେ)ଙ୍କ ବିଷୟରେ କେବେ କହୁଛନ୍ତି ...ନାହିଁ ,କାହିଁକି ନା ସେମାନେ କେବଳ ଗୋଟିଏ ପରିବାର ବିଷୟରେ କୁହନ୍ତି ....ଏକ ପାକିସ୍ତାନୀ ଅଦାଲତ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ମୁକ୍ତି କଲା ଏବଂ କଂଗ୍ରେସ ଉତ୍ସବ ପାଳନ କରୁଥିଲା । ମତେ ଆଶ୍ଚର୍ଯ୍ୟ ଲାଗିଲା କାହିଁକି ,ଏହି କଂଗ୍ରେସ ଆମର ନିଜର ସେନାଙ୍କୁ ସର୍ଜିକାଲ ଷ୍ଟ୍ରାଇକ ଉପରେ ବିଶ୍ୱାସ କରିବାକୁ ପ୍ରତ୍ୟାହାର କରିଦେଲା ଏବଂ ଚୀନ ରାଷ୍ଟ୍ରଦୂତ ଉପରେ ବିଶ୍ୱାସ କରିବାକୁ ପସନ୍ଦ କଲା । "
ଶ୍ରୀ ମୋଦୀ କହିଲେ ଯେ ଜନତାଙ୍କ ସହ କଂଗ୍ରେସରେ ନୀତି ,ନେତା ଏବଂ ନାତାର ଅଭାବ ଥିଲା ।
ପ୍ରଧାନମନ୍ତ୍ରୀ କହିଲେ ଯେ କଂଗ୍ରେସ ସର୍ବଦା ଗୁଜରାଟକୁ ବଦନାମ କରିଛି । ସେ କହିଲେ ଯେ ରାଜ୍ୟର ଲୋକେ ଭଲ ଭାବେ ଜାଣନ୍ତି ଯେ କଂଗ୍ରେସ କିପରି ସର୍ଦାର ପଟେଲ ଏବଂ ମୋରାରଜୀ ଦେଶାଇଙ୍କ ସହ ବ୍ୟବହାର କରିଥିଲା ।
''ରାତାରାତି ,ଇନ୍ଦିରାଗାନ୍ଧୀ ମୋରାରଜୀ ଭାଇଙ୍କୁ ମନ୍ତ୍ରୀମଣ୍ଡଳରୁ ହଟେଇ ଦେଲେ । ସେ ଗରିବଙ୍କ ପାଇଁ ବ୍ୟାଙ୍କର ଦ୍ୱାର ଖୋଲିଥିଲେ । ଯେତେବେଳେ ଆମକୁ ସେବା କରିବାର ସୁଯୋଗ ମିଳିଲା ,ତୋ ଆମେ ଜନଧନ ଆରମ୍ଭ କଲୁ ଏବଂ ଆର୍ଥିକ ଅନ୍ତର୍ଭୁକ୍ତି ଉପରେ ଧ୍ୟାନ କେନ୍ଦ୍ରିତ କଲୁ । ମୋରାରଜୀ ଭାଇ ଦେଶାଇ ଏକ ସଫଳ ଅର୍ଥମନ୍ତ୍ରୀ ଥିଲେ ଏବଂ ଗାନ୍ଧୀଙ୍କର ବିଶ୍ୱାସୀ ଥିଲେ ।କଂଗ୍ରେସ ତାଙ୍କପ୍ରତି ଦୁଷ୍କର୍ମ କରିଛି ଏବଂ ଏପରିକି ଯେତେବେଳେ ସେ ପ୍ରଧାନମନ୍ତ୍ରୀ ହୋଇଯାଇଥିଲେ ସେତେବେଳେ ମଧ୍ୟ ସମସ୍ୟା କରୁଥିଲେ'', ବୋଲି କମ୍ରେଜରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ।
ଏହା ବ୍ୟତୀତ ,ସେ କହିଲେ ,''କଂଗ୍ରେସ ମତେ ପସନ୍ଦ କରୁନାହିଁ ,କାହିଁକି ନା ମୁଁ ଗରିବୀରେ ଲାଳନପାଳନ ହୋଇଛି । କାହିଁକି ଏକ ଦଳ କମ ହୋଇପାରିବ ? ହଁ ,ଏକ ଗରିବ ପରିବାରରୁ ଆସିଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ହଁ ମୁଁ ଚା' ବିକ୍ରି କରିଛି କିନ୍ତୁ ଦେଶକୁ ବିକ୍ରି କରିବାର କାମ କରିନାହିଁ । "
ପ୍ରଧାନମନ୍ତ୍ରୀ କହିଲେ ଯେ ବିକାଶ ସମସ୍ତ ସମସ୍ୟାର ସମାଧାନ ଥିଲା । ସେ କହିଲେ ଯେ ବିଜେପି ବିନା କୌଣସି ଭେଦଭାବରେ ଗୁଜରାଟର ସେବା କରିଛି । '' 2001 ର ଭୂକମ୍ପ ପରେ କଚ୍ଛରେ ବିକାଶର କାମ ସମସ୍ତଙ୍କୁ ଦେଖିବାକୁ ମିଳିଛି ,କୃଷି କ୍ଷେତ୍ର ସମୃଦ୍ଧ ହୋଇଛି ,ରାନ ଉତ୍ସବ ପାଇଁ ଦେଶର ଲୋକେ ଏଠାକୁ ଆସୁଛନ୍ତି । କଚ୍ଛ ବନ୍ଦରମାନଙ୍କରେ ଭାରି ଯାତାୟାତର ସଂଚାଳନ କରାଯାଉଛି । ସେମାନେ ଭାରତ ପାଇଁ ଗେଟଆୱେ ହୋଇଯାଇଛନ୍ତି । କଚ୍ଛ ବାଣିଜ୍ୟରେ ବନ୍ଦରମାନଙ୍କୁ ପ୍ରୋତ୍ସାହନ ଦେବା ଫଳରେ ହୋଇଛି ।
26/11 ର ମୁମ୍ବାଇରେ ହୋଇଥିବା ଆତଙ୍କବାଦ ଆକ୍ରମଣର ମୁକାବିଲାରେ ଅସମର୍ଥ ହେବା କାରଣ ଶ୍ରୀ ମୋଦୀ କଂଗ୍ରେସ ଦଳ ଉପରେ ମଧ୍ୟ ସନ୍ଦେହ ପ୍ରକାଶ କଲେ । ସେ କହିଲେ ''ଭାରତରେ 26/11 ଏବଂ ଉରୀରେ ଆକ୍ରମଣ ହୋଇଥିଲା । ଆପଣ ଦେଖିପାରିବେ ଭାରତ ଦୁଇଟି ଆକ୍ରମଣର ଜବାବ କିପରି ଦେଇଥିଲା । ଏହା କଂଗ୍ରେସ ସରକାର ଏବଂ ଆମ ସରକାର ଭିତରେ ଥିବା ଅନ୍ତରକୁ ଦେଖାଉଛି । "
ଶ୍ରୀ ମୋଦୀ ନିନ୍ଦା କଲେ ଯେ ପ୍ରତ୍ୟକ ସମୟରେ କଂଗ୍ରେସ ଭ୍ରଷ୍ଟାଚାରରେ ସାମିଲ ହୋଇଛି । ବିମୁଦ୍ରୀକରଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଲେ ,ଏହା ସୁନିଶ୍ଚିତ କରିବା ପାଇଁ ଗୋଟିଏ ପଦକ୍ଷେପ ଥିଲା ଯେ ଗରିବ ମାନଙ୍କୁ ସେମାନଙ୍କର ଅଧିକାର ମିଳୁ ।'' ଆମେ ଏହି ଦେଶକୁ ଲୁଟିବାକୁ ଦେବୁନାହିଁ । ଆମେ ଏଠାରେ ଶାସନ ଗାଦି ପାଇଁ ନୁହେଁ ,125 କୋଟି ଭାରତୀୟଙ୍କ ସେବା ପାଇଁ ଅଛୁ । ଭାରତକୁ ବିକାଶ ଏବଂ ମହିମାର ଶିଖରକୁ ନେଇଯିବାକୁ ଚାହୁଁଛୁ ,'' ବୋଲି ସେ କହିଲେ ।
I have the good fortune of knowing every part of Gujarat well: PM @narendramodi pic.twitter.com/b5hDO50dTw
— narendramodi_in (@narendramodi_in) November 27, 2017
On one side there is Vikas and Vishwas while on the other side there is Vanshwad. Gujarat will never forgive the Congress Party and this has been the case for long. Congress has never liked Gujarat, has always preferred to see it lag behind: PM
— narendramodi_in (@narendramodi_in) November 27, 2017
It was the Congress which killed youngsters who were associated with the Maha Gujarat Movement: PM @narendramodi
— narendramodi_in (@narendramodi_in) November 27, 2017
What if the Narmada waters had come to Kutch 30 years earlier? It would have made such a big different in the lives of people here: PM @narendramodi
— narendramodi_in (@narendramodi_in) November 27, 2017
The mis-governance of the Congress adversely impacted Kutch: PM @narendramodi
— narendramodi_in (@narendramodi_in) November 27, 2017
After the Kutch earthquake Atal Ji asked me to go to Gujarat. On taking over, I spent considerable time in Kutch and learnt what administration is about. You can say that my training happened here in Kutch: PM @narendramodi #GujaratWithModi pic.twitter.com/X286DhOJ4y
— narendramodi_in (@narendramodi_in) November 27, 2017
'Gujarat is my Atma, Bharat is my Parmatma.' This land of Gujarat has cared for me, Gujarat has given me strength: PM @narendramodi pic.twitter.com/kQp6GcY5rA
— narendramodi_in (@narendramodi_in) November 27, 2017
They are coming to Gujarat and spreading lies about a son of Gujarat. Earlier they did that with Sardar Patel also. Gujarat will never accept this. No Gujarati will accept the lies that they are spreading: PM @narendramodi pic.twitter.com/xSBfDNYBVv
— narendramodi_in (@narendramodi_in) November 27, 2017
The development work in Kutch after the 2001 quake is for all to see. Who imagined that Kutch can do so well in agriculture. People from the nation are coming here to enjoy the Rann Utsav: PM @narendramodi pic.twitter.com/IO9cnfHIGg
— narendramodi_in (@narendramodi_in) November 27, 2017
The ports of Kutch are handling tremendous traffic. They have become the getaways to India. Due to ports in Kutch commerce is getting a boost: PM @narendramodi pic.twitter.com/NAWeQOXm80
— narendramodi_in (@narendramodi_in) November 27, 2017
There are some people who love spreading negativity and pessimism. My appeal to them is to stop doing that. They lack Neeti, Niyat, a Neta and a Naata with the people: PM @narendramodi
— narendramodi_in (@narendramodi_in) November 27, 2017
Does any Congress leader talk about Kamraj, Acharya Kripalani, Subhas Babu, UN Dhebar (who belonged to Gujarat)...no because they only talk about one family: PM @narendramodi
— narendramodi_in (@narendramodi_in) November 27, 2017
A Pakistani court released a Pakistani terrorist and the Congress is celebrating. I was surprised why. And this same Congress refused to believe our own army on surgical strikes and preferred to believe the Chinese Ambassador: PM @narendramodi
— narendramodi_in (@narendramodi_in) November 27, 2017
India was attacked on 26/11 and in Uri. You can see how India responded in the wake of both attacks. This explains the difference between their Government and ours: PM @narendramodi
— narendramodi_in (@narendramodi_in) November 27, 2017
Congress is unhappy about demonetisation. They keep attacking me but I want to tell them...I have grown up in the same land as Sardar Patel. I will ensure that the poor get their due. We will not allow this nation to be looted: PM @narendramodi
— narendramodi_in (@narendramodi_in) November 27, 2017
We are not here for power, we are here for 125 crore Indians. We want to take India to new heights of glory: PM @narendramodi
— narendramodi_in (@narendramodi_in) November 27, 2017
When we started bringing the waters of the Narmada here to Saurashtra, there were people who were mocking us. Their negative politics has not changed over the years. Our faith is in politics of development and good governance: PM @narendramodi pic.twitter.com/8KEtrwSKIQ
— narendramodi_in (@narendramodi_in) November 27, 2017
A new party came up in Delhi, whose style is to keep abusing and running away. I thought the Congress, being an older party would not indulge in such politics but they have also taken this short cut in the past two months and only hurled abuses and lies: PM @narendramodi
— narendramodi_in (@narendramodi_in) November 27, 2017
How did the Congress treat Sardar Patel and Morarji Desai? That is for everyone to see. Which was the party that made the entire nation a prison during the Emergency? That also everyone knows: PM @narendramodi
— narendramodi_in (@narendramodi_in) November 27, 2017
It was with the support of the Jan Sangh that a person from the Patel Community, Babubhai Patel became CM. Congress did not like this and ensured that Babubhai Jashbhai's government did not last: PM @narendramodi
— narendramodi_in (@narendramodi_in) November 27, 2017
When Chimanbhai Patel begun to stand on his own feet the Congress got angry- why is he being independent? So they removed him as well. It was the BJP that supported Chimanbhai and both he and Keshubhai Patel worked together: PM @narendramodi
— narendramodi_in (@narendramodi_in) November 27, 2017
When Keshubhai Patel, a son of Saurashtra became the CM the Congress tried everything to dislodge him. They repeated the same disruptive tactic with Anandiben Patel, a daughter of the Patel Community. Congress has defamed Gujarat always: PM @narendramodi
— narendramodi_in (@narendramodi_in) November 27, 2017
The Congress dislikes me because of my poor origins. Can a party stoop so low? Yes, a person belonging to a poor family has become PM. They do not fail to hide their contempt for this fact. Yes, I sold tea but I did not sell the nation: PM @narendramodi
— narendramodi_in (@narendramodi_in) November 27, 2017
I request the Congress not to mock the poor and my poor origins: PM @narendramodi
— narendramodi_in (@narendramodi_in) November 27, 2017
The solution to all problems is development. Development has to be continuous. We want to work even more for the people of Gujarat: PM @narendramodi pic.twitter.com/63RjaLfd42
— narendramodi_in (@narendramodi_in) November 27, 2017
We are making healthcare affordable for the poor. We brought down the prices of stents: PM @narendramodi
— narendramodi_in (@narendramodi_in) November 27, 2017
We have served Gujarat without any discrimination. Our belief is in the Mantra of 'Sauno Saath, Sauno Vikas' : PM @narendramodi pic.twitter.com/jMpIHXAUTe
— narendramodi_in (@narendramodi_in) November 27, 2017
Remember the Gujarat before BJP came to power? To travel to Ahmedabad also people had to ask is it safe. Law and order situation in the state was very poor. All this changed after BJP came to power: PM @narendramodi
— narendramodi_in (@narendramodi_in) November 27, 2017
Amreli district is on the coast and it is the BJP Government in Gujarat that worked on harnessing the coastal strengths of this district. We focussed on the blue economy: PM @narendramodi in Dhari pic.twitter.com/NJSZLYz2Jw
— narendramodi_in (@narendramodi_in) November 27, 2017
The BJP Government in Gujarat got dairies to Saurashtra. Amreli is emerging as a hub for dairy and cooperative sectors over the last two decades: PM @narendramodi pic.twitter.com/ZiJK9nYMnO
— narendramodi_in (@narendramodi_in) November 27, 2017
Our efforts against corruption have naturally troubled the Congress: PM @narendramodi
— narendramodi_in (@narendramodi_in) November 27, 2017
After campaigning in Kutch, Rajkot, Amreli districts I have come to Surat. I am seeing the energetic response among people. I am also seeing Congress is scared of defeat and are unable to match BJP's focus on development and good governance: PM in Surat https://t.co/kaWmw0MfNF pic.twitter.com/eRyAxP98Jc
— narendramodi_in (@narendramodi_in) November 27, 2017
Arrogance of Congress party is at a record high. They do not realise that the times have changed. The youth sees things very differently. Things are very different in Gujarat from the time Congress ruled here 22 years ago. Society is no longer divided, there is progress now: PM
— narendramodi_in (@narendramodi_in) November 27, 2017
Congress is disconnected with the aspirations of the people of India: PM @narendramodi
— narendramodi_in (@narendramodi_in) November 27, 2017
At every opportunity the Congress has indulged in corruption: PM @narendramodi
— narendramodi_in (@narendramodi_in) November 27, 2017
Our Government has taken steps to ensure people from middle class families can own their homes. We reduced prices of stents and made healthcare affordable: PM @narendramodi
— narendramodi_in (@narendramodi_in) November 27, 2017
Congress Party has not done anything, it does not want to do any thing and it does not want others to do anything for the people: PM @narendramodi
— narendramodi_in (@narendramodi_in) November 27, 2017
Overnight, Indira Ji removed Morarji Bhai from the Cabinet. She did not open the doors of the bank for the poor. When we got the opportunity to serve, the first thing we did was to start the Jan Dhan Yojana and focus on financial inclusion: PM @narendramodi
— narendramodi_in (@narendramodi_in) November 27, 2017
Morarji Bhai Desai was a successful Finance Minister and a believer in Gandhi Ji. The Congress mistreated him and even when he became PM they troubled him: PM @narendramodi https://t.co/kaWmw0MfNF
— narendramodi_in (@narendramodi_in) November 27, 2017
In Uttar Pradesh the Congress was feeling so confident about victory. They begun to call Gujaratis donkeys. And now, they are coming here to Gujarat to seek support. Nobody can insult the people of Gujarat like this: PM @narendramodi
— narendramodi_in (@narendramodi_in) November 27, 2017