ପ୍ରଧାନମନ୍ତ୍ରୀ ମୋଦୀ ଆଜି ମିଆଁମାର ଷ୍ଟେଟ୍ କାଉନ୍ସିଲର୍ ଅଙ୍ଗ୍ ସାନ୍ ସୁ କିୟିଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଭାରତ-ମିଆଁମାର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ଉପରେ ଚର୍ଚ୍ଚା କରିଛନ୍ତି ।
Meeting a valued friend. PM @narendramodi with the State Councillor Aung San Suu Kyi pic.twitter.com/TJfIahUvMk
— Raveesh Kumar (@MEAIndia) September 6, 2017
PM @narendramodi : Deepening relationship with Myanmar is a priority for India, as a neighbour and also in the context of 'Act East Policy'. pic.twitter.com/1O5tNzedpd
— Raveesh Kumar (@MEAIndia) September 6, 2017