ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦୀ ଆରବର ରାଜା ମହାମହିମ ସଲମାନ ବିନ ଅବଦୁଲଅଜିଜ ଅଲ ସାଉଦଙ୍କୁ ଆଜି ରିୟାଦଠାରେ ଭେଟିଛନ୍ତି । ବିଶ୍ଵସ୍ତରରେ ସେ ଜଣେ ସମ୍ମାନସ୍ପଦ ନେତା । ସାଉଦୀ ଆରବ ସହ ଅଧିକ ସହଯୋଗ ବୃଦ୍ଧି ନେଇ ଅନେକ ବିଷୟରେ ସେମାନେ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।
التقيت بصاحب الجلالة KingSalman@. إنه أحد أكثر القادة احتراما على مستوى واسع.ناقشنا مختلف النواحي المرتبطة بدعم التعاون في المستقبل مع المملكة العربية السعودية. pic.twitter.com/f0sjtqLKE0
— Narendra Modi (@narendramodi) October 29, 2019
Called on His Majesty @KingSalman. He is one of the most widely respected leaders. We discussed multiple aspects relating to further boosting cooperation with Saudi Arabia. pic.twitter.com/ka4eArzHZj
— Narendra Modi (@narendramodi) October 29, 2019