QuotePM Modi interacts with recipients of Nari Shakti Puraskar 2016
QuoteIf India can grow at 8% per annum over the next 3 decades, it would be one of the world’s most advanced countries: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ତ୍ରୀ ଶକ୍ତି ପୁରସ୍କାର ଓ ନାରୀ ଶକ୍ତି ପୁରସ୍କାର-2016 ଲାଭ କରିଥିବା ମହିଳାମାନଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି ଭାବ ବିନିମୟ ବେଳେ ପ୍ରଧାନମନ୍ତ୍ରୀ ପୁରସ୍କାର ଲାଭ କରିଥିବା ମହିଳାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ ଯୁଗାନ୍ତକାରୀ ସଫଳତା ପାଇଁ ଏହି ମହିଳାମାନଙ୍କୁ ଧନ୍ୟବାଦ ଅର୍ପଣ କରି ଶ୍ରୀ ମୋଦୀ କହିଲେ ଯେ, ସେମାନେ ବ୍ୟକ୍ତିଗତ କ୍ଷମତାରେ ନିଜ ନିଜ କ୍ଷେତ୍ରରେ ସମାଜର ଆଲୋକବର୍ତିକା ହୋଇପାରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ଆଗାମୀ ତିନି ଦଶନ୍ଧିରେ ଭାରତ ବର୍ଷକୁ 8 ପ୍ରତିଶତ ହାରରେ ପ୍ରଗତି ହାସଲ କରେ ତା’ହେଲେ ଏହା ବିଶ୍ୱର ସବୁଠାରୁ ଅଗ୍ରଣୀ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିବ । 

|

ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ମହିଳାମାନଙ୍କର ଏକ ବିଶେଷ ଭୂମିକା ରହିଛି ଏବଂ ସେଥିପାଇଁ ସେମାନେ ନିଜ ନିଜ କ୍ଷେତ୍ରରେ ସୁପ୍ରତିଷ୍ଠିତ ହେବାକୁ ଉଦ୍ୟମ କରିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରସବକାଳୀନ ଛୁଟି ବିଲ ଯାହାକି ଆଜି ଲୋକସଭାରେ ଆଗତ ହୋଇଛି, ତାହା ମହିଳାମାନଙ୍କୁ 12 ରୁ 26 ସପ୍ତାହ ପର୍ଯ୍ୟନ୍ତ ସବେତନ ଛୁଟି ପ୍ରଦାନର ସୁଯୋଗ ପ୍ରଦାନ କରିବ । ଏହି ଅବସରରେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ମେନେକା ସଂଜୟ ଗାନ୍ଧୀ ଉପସ୍ଥିତଥିଲେ ।

|

ଏହି ଅବସରରେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ମେନେକା ସଂଜୟ ଗାନ୍ଧୀ ଉପସ୍ଥିତଥିଲେ ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Gaya to Ayodhya in just 6 hours,thanks to Namo Bharat Rapid Train

Media Coverage

Gaya to Ayodhya in just 6 hours,thanks to Namo Bharat Rapid Train
NM on the go

Nm on the go

Always be the first to hear from the PM. Get the App Now!
...
Prime Minister lauds Andhra Pradesh’s Yogandhra 2025 Initiative
June 03, 2025

The Prime Minister, Shri Narendra Modi today appreciated the vibrant participation of yoga enthusiasts at the Yogandhra 2025 event held near Chittoor, Andhra Pradesh. The event, organized amid the breathtaking Puligundu Twin Hills where over 2,000 yoga enthusiasts gathered to kickoff to Andhra Pradesh’s month-long lead-up to International Day of Yoga (IDY) 2025.

Quoting a post shared by Union Minister, Shri Prataprao Jadhav on social media platform X, the Prime Minister said;

"Gladdening to see enthusiasm building up towards Yoga Day 2025. #Yogandhra2025 is a commendable effort by the people of AP to make Yoga popular. I look forward to marking Yoga Day in AP on the 21st.

I call upon all of you to mark Yoga Day and also make Yoga a regular part of your lives.

@ncbn"