ପ୍ରଧାନମନ୍ତ୍ରୀ ମୋଦୀ ଆଜି କେଦାରନାଥ ମନ୍ଦିର ପରିସର ପାଖରେ ଏକାଠି ଥିବା ଲୋକମାନଙ୍କ ସହିତ ମତବିନିମୟ କଲେ । ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଲେ ଏବଂ ନିଜର କିଛି ସ୍ମରଣୀୟ ମୁହୂର୍ତ୍ତକୁ ସୋସିଆଲ ମିଡ଼ିଆରେ ସେର କରିଛନ୍ତି ।
Interacting with people in Kedarnath. pic.twitter.com/vDhCzDrwiC
— Narendra Modi (@narendramodi) May 3, 2017