ପ୍ରଧାନମନ୍ତ୍ରୀ ମୋଦୀ ଡାଭୋସରେ ବିଶ୍ୱର ଅନେକ ସିଇଓମାନଙ୍କ ସହ ମତବିନିମୟ କଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସିଇଓଙ୍କୁ ଭାରତର ବିକାଶ ଏବଂ ଭାରତରେ ନିବେଶର ଆକର୍ଷକ ସୁଯୋଗ ଉପରେ କହିଥିଲେ ।
In Davos, PM @narendramodi interacted with top CEOs. He spoke about India’s economic development and the investment opportunities in the nation. #IndiaMeansBusiness pic.twitter.com/LmRR28k9xL
— PMO India (@PMOIndia) January 23, 2018