Quote#NationalScienceDay: The role of scientists in nation building and advancement is paramount, says PM Modi
Quote #NationalScienceDay: We salute Sir CV Raman for his pioneering contribution to science, which continues to inspire generations of science enthusiasts, says PM

ବିଜ୍ଞାନ କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ପାଇଁ ସାର୍ ସିଭି ରମଣଙ୍କୁ ସ୍ମରଣ କଲେ ଶ୍ରୀ ନରେନ୍ଦ୍ର ମୋଦୀ

ଜାତୀୟ ବିଜ୍ଞାନ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ବୈଜ୍ଞାନିକମାନଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏହି ଅବସରରେ ସେ ବିଜ୍ଞାନ କ୍ଷେତ୍ରକୁ ବଳିଷ୍ଠ ଅବଦାନ ଲାଗି ସାର୍ ସି.ଭି. ରମଣଙ୍କ ସ୍ମୃତିଚାରଣ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଥିଲେ ଯେ, “ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ମୁଁ ଦେଶର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି । ରାଷ୍ଟ୍ର ନିର୍ମାଣ ଏବଂ ବିକାଶ କ୍ଷେତ୍ରରେ ସେମାନଙ୍କ ଯୋଗଦାନ ଅତୁଳନୀୟ ।

ବିଜ୍ଞାନ କ୍ଷେତ୍ରକୁ ସାର ସି.ଭି. ରମଣଙ୍କ ଅତୁଳନୀୟ ଯୋଗଦାନ ପ୍ରତି ଆମେ ଅଭିବାଦନ ଜଣାଉଛୁ । ତାଙ୍କ ଉପଲବ୍ଧୀ ପରବର୍ତ୍ତୀ ପୀଢ଼ିର ବିଜ୍ଞାନପ୍ରେମୀ ଲୋକମାନଙ୍କୁ ଅନୁପ୍ରାଣିତ କରିଆସିଛି”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Manufacturing, Innovation And More: How The India Story Is 'No Longer Just About Costs'

Media Coverage

Manufacturing, Innovation And More: How The India Story Is 'No Longer Just About Costs'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 5, 2025
June 05, 2025

Citizens Appreciate 11 years of PM Modi’s Effort for Sabka Saath Sabka Vikas Empowering the Poor

Appreciation by Citizens Towards PM Modi’s Effort in Building a Greener, Stronger India: Sustainability and Innovation Taking Center Stage