ଦେଶବ୍ୟାପୀ ବିଭିନ୍ନ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ସମସ୍ତ ଦେଶବାସୀଙ୍କୁ ନବ ସମ୍ବତ୍ସରର ହାର୍ଦ୍ଦିକ ଶୁଭକାମନା । ମୁଁ ଆଶା କରୁଛି କି ନବବର୍ଷ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ଆରୋଗ୍ୟରେ ଭରିଦେଉ । ଆମ ଦେଶ ଉନ୍ନତିର ମାର୍ଗରେ ଆହୁରି ଦ୍ରୂତଗତିରେ ଅଗ୍ରସର ହେଉ ।

ସମସ୍ତଙ୍କୁ ଉଗାଦୀର ଶୁଭକାମନା ! ମୁଁ ପ୍ରାର୍ଥନା କରୁଛି କି ଏହି ପବିତ୍ର ଅବସର ଆମର ସମସ୍ତ ଅଭିଳାଷା ପୁରଣ କରୁ । ସମସ୍ତେ ଆନନ୍ଦ ଏବଂ ଉନ୍ନତ ସ୍ୱାସ୍ଥ୍ୟ ଲାଭ କରନ୍ତୁ ।

ସାଜିବୁ ନୋନଗମା ପାନବା ଚେଇରାଓବା ଅବସରରେ ମଣିପୁରର ଉତ୍ତମ ଜନସାଧାରଣଙ୍କୁ ଶୁଭେଚ୍ଛା । ଏହି ସ୍ୱତନ୍ତ୍ର ପର୍ବ ଆମ ସମାଜରେ ଆନନ୍ଦ ଏବଂ ଏକତାର ଭାବକୁ ଆହୁରି ସୁଦୃଢ଼ କରୁ ।

ନବରେହ ମୁବାରକ ! ଏକ ଅତ୍ୟନ୍ତ ସମୃଦ୍ଧିରେ ପରିପୂର୍ଣ୍ଣ ବର୍ଷ ପାଇଁ ପ୍ରାର୍ଥନା କରୁଛି । ଆଗାମୀ ସମୟରେ ସମସ୍ତଙ୍କ ଅଭିଳାଷା ପୁରଣ ହେଉ । କାଶ୍ମୀର ପଣ୍ଡିତମାନଙ୍କ ସଂସ୍କୃତି ବାସ୍ତବିକ ସ୍ୱତନ୍ତ୍ର । ଏହି ସମ୍ପ୍ରଦାୟ ଅସୀମ ସାହସ ଏବଂ ଲଢ଼ୁଆ ଭାବନାରେ ପରିପୂର୍ଣ୍ଣ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India’s Average Electricity Supply Rises: 22.6 Hours In Rural Areas, 23.4 Hours in Urban Areas

Media Coverage

India’s Average Electricity Supply Rises: 22.6 Hours In Rural Areas, 23.4 Hours in Urban Areas
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 22, 2025
February 22, 2025

Citizens Appreciate PM Modi's Efforts to Support Global South Development