ମିଲାଦ-ଉନ-ନବିର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ମିଲାଦ-ଉନ-ନବୀର ଅବସରରେ ଶୁଭେଚ୍ଛା । ଆମେ ପୈଗମ୍ବର ମହମ୍ମଦଙ୍କ ପବିତ୍ର ବାଣୀକୁ ସ୍ମରଣ କରୁଛୁ ଏବଂ ପ୍ରାର୍ଥନା କରୁଛୁ ଯେ ସମାଜରେ ଶାନ୍ତି, ସଂହତି ଏବଂ ଭ୍ରାତୃତ୍ୱର ଭାବନା ବୃଦ୍ଧି ପାଉ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Greetings on Milad-Un-Nabi. We remember the noble teachings of the venerable Prophet Muhammad (Peace be upon him) and pray that there is harmony, brotherhood and peace all around.
— Narendra Modi (@narendramodi) November 21, 2018