ଆଜି ମିଲାଦ-ଉନ-ନବି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ମିଲାଦ-ଉନ-ନବି ଅବସରରେ ଅଭିନନ୍ଦନ । ପ୍ରଫେଟ ମହମ୍ମଦଙ୍କ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ, ଏହି ଦିବସ ସମାଜରେ ଏକତା ଓ କରୁଣାର ଭାବନାକୁ ବୃଦ୍ଧି କରୁ । ସବୁଆଡେ ଶାନ୍ତି ବିରାଜମାନ କରୁ ।”
Greetings on Milad-Un-Nabi. Inspired by the thoughts of Prophet Muhammad, may this day further the spirit of harmony and compassion in society. May there be peace all around.
— Narendra Modi (@narendramodi) November 10, 2019