ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ା ପ୍ରେମୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନଜଣାଇଛନ୍ତି ।
“ଜାତୀୟ କ୍ରୀଡ଼ା ଦିବସ ଅବସରରେ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଅଭିନନ୍ଦନ । ଅସାଧାରଣ ହକି ଖେଳାଳିମେଜର ଧ୍ୟାନଚାନ୍ଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । କ୍ରୀଡ଼ା ଏବଂ ଫିଟନେସ ସମ୍ପର୍କିତକାର୍ଯ୍ୟଧାରାକୁ ଗୁରୁତ୍ୱ ପ୍ରଦାନ କରିବାକୁ ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି, ଯାହାଦ୍ୱାରା କି ଏକ ସୁସ୍ଥଭାରତ ଗଠନ ହୋଇପାରିବ ।
ବିଭିନ୍ନ କ୍ରୀଡ଼ା ବର୍ଗରେ ଭାରତର ପ୍ରତିନିଧିତ୍ୱ କରିଥିବା କ୍ରୀଡ଼ାବିତମାନଙ୍କୁ ମୁଁ ଅଭିବାଦନ ଜଣାଉଛି ।ସେମାନଙ୍କ କଠିନ ପରିଶ୍ରମ ଏବଂ ଦୃଢ ସଂକଳ୍ପ ଫଳରେ ଅନେକ କୀର୍ତ୍ତିମାନ ହାସଲ କରାଯାଇପାରିଛି। ଚଳିତ ବର୍ଷ ଆମ କ୍ରୀଡ଼ା କ୍ଷେତ୍ର ପାଇଁ ସଫଳତାର ବର୍ଷ ହୋଇଛି । ଆମ କ୍ରୀଡାବିତମାନେ ଏସୀୟ କ୍ରୀଡା 2018 ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2018 ସହିତ ଆହୁରି ଅନେକ ପ୍ରତିଯୋଗୀତାରେ ଉତ୍କର୍ଷତା ହାସଲକରିଛନ୍ତି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
Greetings to all sports enthusiasts on National Sports Day. Tributes to the phenomenal hockey player, Major Dhyan Chand Ji on his birth anniversary.
— Narendra Modi (@narendramodi) August 29, 2018
I urge people to give priority to sports and fitness related activities, which will contribute towards a healthier India.
I salute all those who have represented India in various sporting events. Their hardwork and resolve has led to several milestones.
— Narendra Modi (@narendramodi) August 29, 2018
This year has been great for our sporting fraternity, with the Indian athletes excelling in various tournaments including #AsianGames2018 and CWG.