ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବତ୍ସରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି,
“ମିଚ୍ଛାମି ଦୁକ୍କଦମ !
ସମ୍ବତ୍ସରୀ କ୍ଷମାଶୀଳତାକୁ ଗୁରୁତ୍ୱ ପ୍ରଦାନ କରିଥାଏ । କାହା ପ୍ରତି କୌଣସି ଦ୍ୱେଷ ନରହୁ । ଦୟା ଓ ଭାଇଚାରାର ଭାବନା ବିରାଜମାନ କରୁ ।”
Michhami Dukkadam!
— Narendra Modi (@narendramodi) August 31, 2022
Samvatsari emphasises on forgiveness. May there be no ill-feelings towards anyone. May the spirit of kindness and brotherhood always prevail.