ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଡି ପଡୱା ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ସମସ୍ତଙ୍କ ପାଇଁ ସୁସ୍ଥ ଏବଂ ଆନନ୍ଦ କାମନା କରିଥିଲେ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଗୁଡି ପଡୱାର ଶୁଭେଚ୍ଛା
ଏ ବର୍ଷଟି ଆନନ୍ଦ ଉଲ୍ଲାସରେ କଟିବା ପାଇଁ ମୁଁ ପ୍ରାର୍ଥନା କରୁଛି ।
ଆସନ୍ତା ବର୍ଷରେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେଉ ।”
गुढीपाडव्याच्या हार्दिक शुभेच्छा.
— Narendra Modi (@narendramodi) April 2, 2022
हे वर्ष आनंद आणि उत्तम आरोग्याचे जावो अशी मी प्रार्थना करतो.
आगामी वर्षात तुमच्या सर्व मनोकामना पूर्ण होवोत. pic.twitter.com/E0ocwJ3czA