ଇଦ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ଏହି ସ୍ୱତନ୍ତ୍ର ଦିବସ ଆମ ସମାଜରେ ଏକତା, ଦୟା ଓ ଶାନ୍ତିର ଭାବନାକୁ ବୃଦ୍ଧି କରୁ । ସମସ୍ତେ ସୁଖି ହୁଅନ୍ତୁ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
Have a blessed Id-ul-Fitr. pic.twitter.com/71R9GMW3Tf
— Narendra Modi (@narendramodi) June 5, 2019