ଦୁର୍ଗା ଅଷ୍ଟମୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ସମସ୍ତଙ୍କୁ ଦୁର୍ଗା ଅଷ୍ଟମୀର ଅଭିନନ୍ଦନ । ମା’ ଦୁର୍ଗାଙ୍କ ଆଶୀର୍ବାଦ ଆମ ସମାଜରେ ସୁଖ ଓ ଶାନ୍ତି ଭରିଦେଉ ଏବଂ ସମସ୍ତ ପ୍ରକାରର ଅନ୍ୟାୟକୁ ଦୂର କରୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Durga Ashtami greetings to everyone. May the blessings of Maa Durga bring joy, peace in our society & remove all forms of injustice.
— Narendra Modi (@narendramodi) September 28, 2017