ଭାଇ ଦୁଜ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, “ପବିତ୍ର ଭାଇ ଦୁଜ ଅବସରରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା” ।
भाई दूज के पावन अवसर पर आप सभी को बहुत-बहुत शुभकामनाएं।
— Narendra Modi (@narendramodi) November 16, 2020