ହରିୟାଣାବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଇତିହାସର ପ୍ରମୁଖ ସ୍ଥାନରେ ରହିଥିବା ହରିୟାଣାର ସମସ୍ତ ଅଧିବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ହାର୍ଦ୍ଦିକ ଅଭିନନ୍ଦନ । ସମୃଦ୍ଧି ଏବଂ ପ୍ରଗତିର ପ୍ରତୀକ ଏହି ରାଜ୍ୟ ଉନ୍ନତିର ନୂଆ ନୂଆ କୀର୍ତ୍ତିମାନ ଗଢି ତୋଳୁ” ।
भारतीय इतिहास में अहम स्थान रखने वाले हरियाणा के सभी निवासियों को राज्य के स्थापना दिवस की हार्दिक बधाई। समृद्धि और प्रगति का प्रतीक यह प्रदेश उन्नति के नए-नए कीर्तिमान बनाता रहे।
— Narendra Modi (@narendramodi) November 1, 2020