ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ-ଉଲ-ଅଜହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ''ଇଦ-ଉଲ-ଅଜହା ଅବସରରେ ମୋର ଶୁଭକାମନା I ଆଶା କରୁଛି ଯେ ,ଏହି ପର୍ବ ଆମ ସମାଜରେ ଶାନ୍ତି ଏବଂ ଆନନ୍ଦର ଭାବନାକୁ ଆହୁରି ମଜବୁତ କରିବ I ଇଦ ମୁବାରକ! ,ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି I''
My best wishes on the occasion of Eid al-Adha. I hope it furthers the spirit of peace and happiness in our society. Eid Mubarak!
— Narendra Modi (@narendramodi) August 12, 2019