QuoteGreetings on World Radio Day. I congratulate all radio lovers & those who work in radio industry & keep the medium active & vibrant: PM
QuoteRadio is a wonderful way to interact, learn and communicate, says the PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ଵ ରେଡିଓ ଦିବସ ଅବସରରେ ସବୁ ରେଡିଓ-ପ୍ରେମୀ ଓ ରେଡିଓ ଉଦ୍ୟୋଗରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

“ବିଶ୍ଵ ରେଡିଓ ଦିବସର ଶୁଭେଚ୍ଛା । ସବୁ ରେଡିଓ-ପ୍ରେମୀ, ରେଡିଓ ଉଦ୍ୟୋଗରେ କାର୍ଯ୍ୟରତ ବ୍ୟକ୍ତି ଏବଂ ଏହି ଗଣମାଧ୍ୟମକୁ ସକ୍ରିୟ ତଥା ଚଳଚଞ୍ଚଳ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ।

ଯୋଗାଯୋଗ, ଶିକ୍ଷଣ ଓ ଭାବ ବିନିମୟର ଏକ ଚମତ୍କାର ମାଧ୍ୟମ ହେଉଛି ରେଡିଓ । ମୋର “ମନ କି ବାତ” ଅନୁଭୂତିରୁ ଜାଣିପାରିଛି ଯେ ସମଗ୍ର ଭାରତର ଲୋକଙ୍କ ସହିତ ଯୋଡି ହେବାରେ ରେଡିଓ ଭଳି ମାଧ୍ୟମ ସହାୟକ ହୋଇଛି ।

ମନ କି ବାତ ର ସମସ୍ତ ଅଧ୍ୟାୟକୁ ଆପଣମାନେ ଏହି ଲିଙ୍କ- narendramodi.in/mann-ki-baat ”, ଯୋଗେ ଶୁଣି ପାରିବେ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Over 3.3 crore candidates trained under NSDC and PMKVY schemes in 10 years: Govt

Media Coverage

Over 3.3 crore candidates trained under NSDC and PMKVY schemes in 10 years: Govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 22, 2025
July 22, 2025

Citizens Appreciate Inclusive Development How PM Modi is Empowering Every Indian