ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଷୟ ତୃତୀୟା ଏବଂ ପର୍ଶୁରାମ ଜୟନ୍ତୀ ଅବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଲେ "ସମସ୍ତ ଦେଶବାସୀଙ୍କୁ ଅକ୍ଷୟ ତୃତୀୟା ଏବଂ ପର୍ଶୁରାମ ଜୟନ୍ତୀର ଅନେକ ଅନେକ ଶୁଭକାମନା ।''
अक्षय तृतीया और परशुराम जयंती की सभी देशवासियों को ढेरों शुभकामनाएं।
— Narendra Modi (@narendramodi) April 28, 2017