QuoteInvestment generated from Invest Jharkhand will create opportunities for people of the state & give wings to their aspirations: PM
QuoteSkills & determination of people of Jharkhand & proactive efforts of Jharkhand Govt are bringing record development in the state: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡରେ ଅନୁଷ୍ଠିତ ହେଉଥିବା ଗ୍ଲୋବାଲ ଇନଭେଷ୍ଟର ସମିଟ 2017 ର ସଫଳତା କାମନା କରିଛନ୍ତି ।

“@ଇନଭେଷ୍ଟ ଝାଡଖଣ୍ଡ ପାଇଁ ଶୁଭକାମନା । ଏହି ନିବେଶକ ସମ୍ମିଳନୀରୁ ଫଳପ୍ରଦ ନିଷ୍କର୍ଷ ବାହାରୁ ଯାହାକି ଝାଡଖଣ୍ଡର ଅଭିବୃଦ୍ଧିକୁ ଯଥେଷ୍ଟ ବଳ ଦେବ ।

@ଇନଭେଷ୍ଟ ଝାଡଖଣ୍ଡ ଯୋଗୁଁ ଯେଉଁ ପୁଞ୍ଜି ନିବେଶ ଘଟିବ ସେଥିରେ ରାଜ୍ୟବାସୀଙ୍କ ଲାଗି ଅନେକ ସୁଯୋଗ ସୃଷ୍ଟି କରିବ ଏବଂ ସେମାନଙ୍କ ଆଶା ଆକାଂକ୍ଷା ପୂରଣ ହେବ ।

ଝାଡଖଣ୍ଡ ଲୋକଙ୍କ ସାମର୍ଥ୍ୟ, ଦକ୍ଷତା ତଥା ରାଜ୍ୟ ସରକାରଙ୍କ ସକ୍ରିୟ ପ୍ରୟାସ ଝାଡଖଣ୍ଡର ବିକାଶକୁ ରେକର୍ଡ ସ୍ତରକୁ ପହଞ୍ଚାଇଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Over 100K internships on offer in phase two of PM Internship Scheme

Media Coverage

Over 100K internships on offer in phase two of PM Internship Scheme
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 20, 2025
February 20, 2025

Citizens Appreciate PM Modi's Effort to Foster Innovation and Economic Opportunity Nationwide