“ପର୍ତ୍ତୁଗାଲ ଜଙ୍ଗଲ ନିଆଁରେ ସଂଖ୍ୟାଧିକ ଲୋକଙ୍କ ଦୁଃଖଦ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ଏପରି ଏକ ଦୁଃଖଦ ମୁହୂର୍ତ୍ତରେ ପର୍ତ୍ତୁଗାଲ ଲୋକମାନଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।
Sad to learn of tragic loss of lives in the forest fire in Portugal. Deepest condolences to the Portugese people on this tragedy.
— Narendra Modi (@narendramodi) June 18, 2017