କ୍ରିଷ୍ଣା ନଦୀରେ ଡଙ୍ଗାବୁଡି ଘଟଣାରେ ମୃତ ବ୍ୟକ୍ତିମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି ।
“କ୍ରିଷ୍ଣା ନଦୀରେ ଡଙ୍ଗା ବୁଡି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି । ଆନ୍ଧ୍ର ପ୍ରଦେଶ ସରକାର ଏବଂ ଏନଡିଆରଏଫ ମୁଖ୍ୟାଳୟ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲୁରଖାଯାଇଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Capsizing of a boat in the Krishna River is anguishing. My thoughts are with the families of those who lost their lives in this tragedy. Andhra Pradesh Government and @NDRFHQ have been working on rescue operations: PM @narendramodi
— PMO India (@PMOIndia) November 13, 2017