ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଡୁଚେରୀରୁ ରାଜ୍ୟସଭାକୁ ର୍ନିବାଚିତ ହୋଇଥିବାରୁ ଶ୍ରୀ ଏସ୍ ସେଲଭାଗଣବଥିଙ୍କ ପାଇଁ ଖୁସି ବ୍ୟକ୍ତ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପ୍ରତ୍ୟେକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଆମ ଦଳ ଶ୍ରୀ ଏସ୍ ସେଲଭାଗଣବଥି ଜୀଙ୍କୁ ପୁଡୁଚେରୀରୁ ପ୍ରଥମ ରାଜ୍ୟସଭା ସଦସ୍ୟ ଭାବେ ପାଇଛି । ପୁଡୁଚେରୀର ଲୋକମାନେ ଆମ ପ୍ରତି ଯେଉଁ ବିଶ୍ୱାସ ଦେଖାଇଛନ୍ତି ସେଥିପାଇଁ ଆମେ କୃତଜ୍ଞ । ପୁଡୁଚେରୀର ବିକାଶ ପାଇଁ ଆମେ କାମ ଜାରି ରଖିବୁ ।”
It is a matter of immense pride for every BJP Karyakarta that our Party has got it’s first ever Rajya Sabha MP from Puducherry in Shri S. Selvaganabathy Ji. The trust placed in us by the people of Puducherry is humbling. We will keep working for Puducherry’s progress.
— Narendra Modi (@narendramodi) September 28, 2021