ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଧିବେଶନ ପାଇଁ ଭାରତକୁ ଆୟୋଜକ ଭାବରେ ମନୋନୀତ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି;
“ ଏହା ଖୁସିର ବିଷୟ ଯେ ୨୦୨୩ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଧିବେଶନ ଆୟୋଜନ କରିବା ପାଇଁ ଭାରତକୁ ମନୋନୀତ କରାଯାଇଛି । ମୋର ବିଶ୍ୱାସ ଯେ ଏହା ଏକ ସ୍ମରଣୀୟ ଆଇଓସି ଅଧିବେଶନ ହେବ ଏବଂ ବିଶ୍ୱ କ୍ରୀଡା ପାଇଁ ସକରାତ୍ମକ ଫଳାଫଳ ଆଣିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ
# ଏକାଠି ଦୃଢ ରହିବା ।”
It is gladdening to note that India has been chosen to host the 2023 International Olympic Committee Session. I am confident this will be a memorable IOC session and will lead to positive outcomes for world sports: PM @narendramodi #StrongerTogether
— PMO India (@PMOIndia) February 19, 2022